୧୦୦ ବଲ୍‌ ଫର୍ମାଟ୍‌ କ୍ରିକେଟ୍‌କୁ ନେଇ ଚିନ୍ତା ପ୍ରକଟ କଲେ କୋହଲି, କହିଲେ ଏମିତି କିଛି

ସାଉଥାମ୍ପଟନ୍‌(ଓଡ଼ିଶା ରିପୋର୍ଟର୍‌): ଇଂଲଣ୍ଡ୍‌ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ ଦ୍ୱାରା ଆରମ୍ଭ ହେବାକୁ ଯାଉଥିବା ୧୦୦ ବଲ୍‌ ଫର୍ମାଟ୍‌ର କ୍ରିକେଟ୍ ମ୍ୟାଚ୍‌କୁ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ୍‌ କୋହଲି ଚିନ୍ତା ପ୍ରକଟ କରିଛନ୍ତି। କ୍ରିକେଟ୍‌ର ଏପରି ନୂଆ ଫର୍ମାଟ୍‌କୁ ସେ ଏଯାଏ ଗ୍ରହଣ କରି ପାରିନାହନ୍ତି ବୋଲି କୋହଲି କହିଛନ୍ତି। ‘ବ୍ୟବସାୟୀକରଣ’, କ୍ରିକେଟ୍‌ର ପ୍ରକୃତ ମାନ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି ବୋଲି ବିରାଟ୍ କହିଛନ୍ତି। ଆସନ୍ତା ଅପ୍ରେଲ୍ ମାସରେ ଇଂଲଣ୍ଡ୍ ଓ ୱେଲ୍ସ କ୍ରିକେଟ୍ […]

kohil

kohil

Biswobandita Swain
  • Published: Wednesday, 29 August 2018
  • Updated: 29 August 2018, 10:47 AM IST

ସାଉଥାମ୍ପଟନ୍‌(ଓଡ଼ିଶା ରିପୋର୍ଟର୍‌): ଇଂଲଣ୍ଡ୍‌ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ ଦ୍ୱାରା ଆରମ୍ଭ ହେବାକୁ ଯାଉଥିବା ୧୦୦ ବଲ୍‌ ଫର୍ମାଟ୍‌ର କ୍ରିକେଟ୍ ମ୍ୟାଚ୍‌କୁ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ୍‌ କୋହଲି ଚିନ୍ତା ପ୍ରକଟ କରିଛନ୍ତି। କ୍ରିକେଟ୍‌ର ଏପରି ନୂଆ ଫର୍ମାଟ୍‌କୁ ସେ ଏଯାଏ ଗ୍ରହଣ କରି ପାରିନାହନ୍ତି ବୋଲି କୋହଲି କହିଛନ୍ତି।

'ବ୍ୟବସାୟୀକରଣ', କ୍ରିକେଟ୍‌ର ପ୍ରକୃତ ମାନ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି ବୋଲି ବିରାଟ୍ କହିଛନ୍ତି।

ଆସନ୍ତା ଅପ୍ରେଲ୍ ମାସରେ ଇଂଲଣ୍ଡ୍ ଓ ୱେଲ୍ସ କ୍ରିକେଟ୍ ବୋର୍ଡ ପକ୍ଷରୁ ଟିଟ୍ୱେଣ୍ଟି ମ୍ୟାଚ୍‌ରୁ ୨୦ ବଲ୍‌ କମ୍‌ ରହୁଥିବା ଏହି ନୂଆ ୧୦୦ ବଲ୍(୧୬ ଓଭର୍ ବିଶିଷ୍ଟ) ଫର୍ମାଟ୍‌ର କ୍ରିକେଟ୍ ମ୍ୟାଚ୍‌ ଆୟୋଜନ ହେବ। ନିଷ୍ପତ୍ତି ଅନୁସାରେ, ପ୍ରଥମ ୧୫ ଓଭର୍‌ ଯାଏ ପ୍ରତି ଓଭର ୬ ବଲ୍‌ ବିଶିଷ୍ଟ ହୋଇଥିବାବେଳେ ଅନ୍ତିମ ତଥା ଷୋଡ଼ଶ ଓଭରରେ ବୋଲର୍‌ ୧୦ଟି ବଲ୍‌ ବୋଲିଂ କରିବେ।

ଏହି ନୂଆ ଫର୍ମାଟ୍‌ ସହିତ ସଂପୃକ୍ତ ବ୍ୟକ୍ତିବିଶେଷ ଓ କ୍ରିକେଟ୍ ଫ୍ୟାନ୍‌ମାନଙ୍କ ପାଇଁ ଏହା ଚମତ୍କାର ଅନୁଭବ ଆଣିବ ବୋଲି କୋହଲି କହିଛନ୍ତି। ତେବେ କୋଣସି ନୂଆ ଫର୍ମାଟ୍‌ର କ୍ରିକେଟ୍‌ ପାଇଁ ସେ ଏଯାଏ ଚିନ୍ତା କରିନାହାନ୍ତି ଏବଂ ଏଥିରେ ସେ ସାମିଲ୍‌ ମଧ୍ୟ ହେବେ ନାହିଁ ବୋଲି କୋହଲି ସ୍ପଷ୍ଟ କରିଛନ୍ତି। ତେବେ ଏପରି ବ୍ୟବସାୟିକ ଦିଗ କ୍ରିକେଟ୍‌ ପ୍ରକୃତ ମାନକୁ ନଷ୍ଟ କରିପାରେ ବୋଲି କୋହଲି କ୍ଷୋଭର ସହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story