ଚମକିଲେ ରୋହିତ ଶର୍ମା, ମୁମ୍ବାଇ ୧୯୧

ଦୁବାଇ: ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ୪୫ ବଲରେ ୭୦ ରନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୯୧ ରନ୍‌ କରିଛି। ଫଳରେ କିଙ୍ଗସ ଏକାଦଶ ପଞ୍ଜାବକୁ ଜିତିବା ପାଇଁ ୧୯୨ ରନ୍‌ର ଟାର୍ଗେଟ ମିଳିଛି। ରୋହିତ ଶର୍ମାଙ୍କ ବ୍ୟତୀତ କାଏରନ ପୋଲାର୍ଡ ୪୭ ଓ ପାଣ୍ଡା ଦ୍ରୁତ ୩୦୫ ରନ୍‌ର ଇନିଂସ ଖେଳିଛନ୍ତି। ଟସ୍‌ ଜିତି ପଞ୍ଜାବ ଅଧିନାୟକ କେଏଲ ରାହୁଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ […]

f

f

Hemant Lenka
  • Published: Thursday, 01 October 2020
  • Updated: 01 October 2020, 09:24 PM IST

Sports

Latest News

ଦୁବାଇ: ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ୪୫ ବଲରେ ୭୦ ରନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୯୧ ରନ୍‌ କରିଛି। ଫଳରେ କିଙ୍ଗସ ଏକାଦଶ ପଞ୍ଜାବକୁ ଜିତିବା ପାଇଁ ୧୯୨ ରନ୍‌ର ଟାର୍ଗେଟ ମିଳିଛି। ରୋହିତ ଶର୍ମାଙ୍କ ବ୍ୟତୀତ କାଏରନ ପୋଲାର୍ଡ ୪୭ ଓ ପାଣ୍ଡା ଦ୍ରୁତ ୩୦୫ ରନ୍‌ର ଇନିଂସ ଖେଳିଛନ୍ତି।

ଟସ୍‌ ଜିତି ପଞ୍ଜାବ ଅଧିନାୟକ କେଏଲ ରାହୁଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ ମୁମ୍ବାଇକୁ ବଡ଼ ଝଟକା ଦେଇଥିଲେ ଦ୍ରୁତ ବୋଲର ସେଲଡନ କଟ୍ଟ୍ରେଲ। ସେ ବାମହାତୀ କ୍ୱିଣ୍ଟନ ଡି’କକଙ୍କୁ ଖାତା ଖୋଲିବା ପୂର୍ବରୁ କ୍ଲିନବୋଲ୍ଡ କରିଦେଇଥିଲେ। ଏହାରେ ସୂର୍ଯ୍ୟ କୁମାର ଯାଦବ ଓ ରୋହିତ ଶର୍ମା ଇନିଂସ ସମ୍ଭାଳିଥିଲେ।

କିନ୍ତୁ ସୂର୍ଯ୍ୟ କୁମାର ମାତ୍ର ୧୦ ରନ୍‌ କରି ରନ୍ ଆଉଟ ହୋଇଯାଇଥିଲେ। ପୂର୍ବ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରିଥିବା ଈଶାନ କିଶନ କିଛି ସମୟ ପାଇଁ ଭଲ ବ୍ୟାଟିଂ କରିଥିଲେ। କିନ୍ତୁ ସେ ୩୨ ବଲରେ ମାତ୍ର ୨୮ ରନ୍‌ରେ କ୍ରିଷ୍ଣାପ୍ପା ଗୌଥମଙ୍କ ବଲରେ ଆଉଟ ହୋଇଯାଇଥିଲେ। ପୋଲାର୍ଡ ୫ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ତେବେ ରୋହିତ ବେଶ ଆକ୍ରମଣାତ୍ମକ ରୂପ ଦେଖାଇଥିଲେ।

ବିଶେଷ କରି ୧୬ତମ ଓଭରରେ ବୋଲିଂ କରିବାକୁ ଆସିଥିବା ଜିମ୍ମି ନିଶମକୁ ରୋହିତ କ୍ରମାଗତ ଦୁଇଟି ଚୌକା ଓ ଗୋଟିଏ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାର ପରବର୍ତ୍ତୀ ଓଭରରେ ରୋହିତ ବଡ଼ ଶଟ ଖେଳିବା ଲୋଭରେ ଆଉଟ ହୋଇଯାଇଥିଲେ।ତାଙ୍କ ୱିକେଟ ମହମ୍ମଦ ଶାମି ଦଖଲ କରିଥିଲେ। ରୋହିତ ୭୦ ରନ୍‌ର ଇନିଂସରେ ୮ଟି ଚୌକା ଓ ୩ଟି ଛକା ମାରିଛନ୍ତି।

ରୋହିତ ଆଉଟ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା କ୍ରିଜ୍‌କୁ ଆସିଥିଲେ। ସେ ପୋଲାର୍ଡଙ୍କ ସହ ମିଶି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ଉଭୟ ବଡ଼ ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ବିଶେଷ କରି ପୋଲାର୍ଡ ବିସ୍ଫୋରକ ରୂପ ଦେଖାଇଥିଲେ। ପାଣ୍ଡ୍ୟା ମଧ୍ୟ ଅନୁରୂପ ବ୍ୟାଟିଂ କରିଥିଲେ। ଶେଷ ଓଭରରେ ପୋଲାର୍ଡ ଲଗାତର ୩ଟି ଛକା ମାରି ଦଳୀୟ ସ୍କୋରକୁ ୧୯୧ରେ ପହଞ୍ଚାଇଥିଲେ। ଶେଷ ଯାଏ ସେ ୨୦ ବଲରେ ୪୭ ରନ୍‌ କରିଥିବା ବେଳେ ପାଣ୍ଡ୍ୟା ୧୧ ବଲରେ ୩୦ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story