ଛାର୍‌ଖାର୍‌ ହୋଇଗଲା ଅଷ୍ଟ୍ରେଲିଆ କ୍ରିକେଟ୍: ସ୍ମିଥ୍‌, ୱାର୍ନର, ବନକ୍ରଫ୍ଟ ବିଦା ହେବା ପରେ କୋଚ୍‌ ଦେଲେ ଇସ୍ତଫା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲ୍ ଟାମ୍ପରିଂ ବିବାଦରେ ଶେଷରେ ଇସ୍ତଫା ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆ ଦଳର କୋଚ୍ ଡାରେନ୍‌ ଲେହମ୍ୟାନ୍। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟେଷ୍ଟ ତାଙ୍କର ଶେଷ ଟେଷ୍ଟ ବୋଲି ଆଜି ଘୋଷଣା କରିଛନ୍ତି। ଲେହମ୍ୟାନ୍ କହିଛନ୍ତି, ପ୍ରତ୍ୟେକ ମଣିଷ ଜୀବନରେ ଭୁଲ୍ କରିଥାଏ ମୁଁ ବି ଜୀବନରେ ଅନେକ ଭୁଲ୍ କରିଛି ତେଣୁ କ୍ରିକେଟପ୍ରେମୀମାନେ ସେମାନଙ୍କୁ କ୍ଷମା କରିବେ ବୋଲି ଆଶା। ଲେହମ୍ୟାନଯ ବଲ୍ ଟାମ୍ପରିଂ ବିବାଦରେ […]

lehman

lehman

Rakesh Mallick
  • Published: Thursday, 29 March 2018
  • Updated: 29 March 2018, 06:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲ୍ ଟାମ୍ପରିଂ ବିବାଦରେ ଶେଷରେ ଇସ୍ତଫା ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆ ଦଳର କୋଚ୍ ଡାରେନ୍‌ ଲେହମ୍ୟାନ୍। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟେଷ୍ଟ ତାଙ୍କର ଶେଷ ଟେଷ୍ଟ ବୋଲି ଆଜି ଘୋଷଣା କରିଛନ୍ତି। ଲେହମ୍ୟାନ୍ କହିଛନ୍ତି, ପ୍ରତ୍ୟେକ ମଣିଷ ଜୀବନରେ ଭୁଲ୍ କରିଥାଏ ମୁଁ ବି ଜୀବନରେ ଅନେକ ଭୁଲ୍ କରିଛି ତେଣୁ କ୍ରିକେଟପ୍ରେମୀମାନେ ସେମାନଙ୍କୁ କ୍ଷମା କରିବେ ବୋଲି ଆଶା। ଲେହମ୍ୟାନଯ ବଲ୍ ଟାମ୍ପରିଂ ବିବାଦରେ ଛନ୍ଦି ହେବା ପରେ କୋଚ୍ ପଦରୁ ସେ ବିଦା ହେବେ ବୋଲି କଳ୍ପନାଜଳ୍ପନା ଲାଗି ରହିଥିଲା। କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ ତାଙ୍କୁ କ୍ଲିନଚିଟ୍ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story