ଡଚ୍‌ ମହିଳା ହକି ଲିଜେଣ୍ଡ ପାଉମେନ୍‌ଙ୍କ ଅବସର

ଆମଷ୍ଟରଡ୍ରାମ: ନେଦରଲାଣ୍ଡର ପେନାଲଟି କ୍ୟୁଇନ୍‌ ମାରଜେ ପାଉମେନ୍‌ ଆଜି ଆନ୍ତର୍ଜାତିକ ହକିରୁ ଅବସର ଘୋଷଣା କରିଛନ୍ତି। ୩୧ ବର୍ଷିୟ ପାଉମେନ୍‌ଙ୍କ ପ୍ରତିନିଧିତ୍ୱରେ ନେଦରଲାଣ୍ଡ ୨୦୦୮ ଓ ୨୦୧୨ ଅଲିମ୍ପିକ ଏବଂ ୨୦୦୬ ଓ ୨୦୧୪ ୱାଲ୍ଡକପ୍‌ ଜିତିଛି। ପାଉମେନ୍‌ ୨୦୧୧ ଓ ୨୦୧୨ରେ ‘ୱାଲ୍ଡ ପ୍ଲେୟାର ଅଫ୍‌ ଦି ଇୟର’ ହୋଇଥିଲେ। ଅବସର ଘୋଷଣା ବେଳେ ସେ କହିଥିଲେ,“ଜାତୀୟ ଡଚ୍‌ ଟିମ୍‌ରେ ମୁଁ ବହୁତ ଭଲ ସମୟ ବିତାଇଛି। ଏବେ ଅନ୍ୟ କିଛି ଚିନ୍ତା କରିବାର ସମୟ […]

maartje-paumen

maartje-paumen

Rakesh Mallick
  • Published: Wednesday, 16 November 2016
  • Updated: 16 November 2016, 07:00 PM IST

Sports

Latest News

ଆମଷ୍ଟରଡ୍ରାମ: ନେଦରଲାଣ୍ଡର ପେନାଲଟି କ୍ୟୁଇନ୍‌ ମାରଜେ ପାଉମେନ୍‌ ଆଜି ଆନ୍ତର୍ଜାତିକ ହକିରୁ ଅବସର ଘୋଷଣା କରିଛନ୍ତି। ୩୧ ବର୍ଷିୟ ପାଉମେନ୍‌ଙ୍କ ପ୍ରତିନିଧିତ୍ୱରେ ନେଦରଲାଣ୍ଡ ୨୦୦୮ ଓ ୨୦୧୨ ଅଲିମ୍ପିକ ଏବଂ ୨୦୦୬ ଓ ୨୦୧୪ ୱାଲ୍ଡକପ୍‌ ଜିତିଛି।

ପାଉମେନ୍‌ ୨୦୧୧ ଓ ୨୦୧୨ରେ ‘ୱାଲ୍ଡ ପ୍ଲେୟାର ଅଫ୍‌ ଦି ଇୟର’ ହୋଇଥିଲେ।

ଅବସର ଘୋଷଣା ବେଳେ ସେ କହିଥିଲେ,“ଜାତୀୟ ଡଚ୍‌ ଟିମ୍‌ରେ ମୁଁ ବହୁତ ଭଲ ସମୟ ବିତାଇଛି। ଏବେ ଅନ୍ୟ କିଛି ଚିନ୍ତା କରିବାର ସମୟ ଆସିଛି। ଅବସର ଘୋଷଣା କରିବା ମୋ ପାଇଁ ବହୁତ କଷ୍ଟ ଦାୟକ। ତଥାପି ଏବେ ସମୟ ଆସିଛି ଆଉ କିଛି ଚିନ୍ତା କରିବାକୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story