ଝାରଖଣ୍ଡ ରଣଜୀ ସ୍କ୍ୱାଡ୍ ସହ ଅଭ୍ୟାସ କଲେ ଧୋନି

ନୂଆଦିଲ୍ଲୀ: ବିସିସିଆଇ ବାର୍ଷିକ ଚୁକ୍ତିରୁ ମହେନ୍ଦ୍ର ସିଂ ଧୋନିଙ୍କ ବାଦ୍ ପଡ଼ିବା ନେଇ କ୍ରିକେଟ୍ ଜଗତରେ ହଇଚଇ ସୃଷ୍ଟି ହୋଇଛି। କିନ୍ତୁ ଏବେ ଏଭଳି ଏକ ଖବର ଆସିଛି ଯେ, ଯାହା ମାହିଙ୍କ କ୍ରିକେଟପ୍ରେମୀଙ୍କୁ ଖୁସି କରିଦେବ। ଗୁରୁବାର ଭାରତୀୟ କ୍ରିକେଟ୍‌ ଟିମର ପୂର୍ବତନ କ୍ୟାପଟେନ୍ ଧୋନି ଝାରଖଣ୍ଡ ରଣଜୀ ଟିମ୍ ସହ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଧୋନି ଏତେ ଜଲଦି କ୍ରିକେଟକୁ ଗୁଡବାଏ କହିବେ ନାହିଁ। ୩୮ ବର୍ଷୀୟ ଧୋନି […]

msd

msd

Ranjit Kumar Jena
  • Published: Thursday, 16 January 2020
  • Updated: 16 January 2020, 08:54 PM IST

ନୂଆଦିଲ୍ଲୀ: ବିସିସିଆଇ ବାର୍ଷିକ ଚୁକ୍ତିରୁ ମହେନ୍ଦ୍ର ସିଂ ଧୋନିଙ୍କ ବାଦ୍ ପଡ଼ିବା ନେଇ କ୍ରିକେଟ୍ ଜଗତରେ ହଇଚଇ ସୃଷ୍ଟି ହୋଇଛି। କିନ୍ତୁ ଏବେ ଏଭଳି ଏକ ଖବର ଆସିଛି ଯେ, ଯାହା ମାହିଙ୍କ କ୍ରିକେଟପ୍ରେମୀଙ୍କୁ ଖୁସି କରିଦେବ। ଗୁରୁବାର ଭାରତୀୟ କ୍ରିକେଟ୍‌ ଟିମର ପୂର୍ବତନ କ୍ୟାପଟେନ୍ ଧୋନି ଝାରଖଣ୍ଡ ରଣଜୀ ଟିମ୍ ସହ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଧୋନି ଏତେ ଜଲଦି କ୍ରିକେଟକୁ ଗୁଡବାଏ କହିବେ ନାହିଁ।

୩୮ ବର୍ଷୀୟ ଧୋନି ରାଞ୍ଚିରେ ନିଜ ଘରୋଇ ଟିମର ନେଟ୍ ସେସନ୍ ବେଳେ ଉପସ୍ଥିତ ଥିଲେ ଏବଂ ଏଥିସହ ସେ ଆଗାମୀ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ପାଇଁ ନିଜକୁ ପ୍ରସ୍ତୁତ ରଖିବା ନେଇ ସଙ୍କେତ ମଧ୍ୟ ଦେଇଛନ୍ତି।

ଏ ନେଇ ଝାରଖଣ୍ଡ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ଯେ "ସେ (ଧୋନି) ଆମ ସହ ଅଭ୍ୟାସ କରିବାକୁ ଆସୁଥିବା ଆମେ ଆଦୌ ଜାଣିନଥିଲୁ। ବାସ୍ତବରେ ଏହା ଆମ ପାଇଁ ଏକ ସୁଖଦ ଆଶ୍ଚର୍ଯ୍ୟକର କଥା। ସେ ଦୀର୍ଘ ସମୟ ଧରି ଏଠାରେ ବ୍ୟାଟିଂ ପ୍ରାକ୍ଟିସ୍ କରିଥିଲେ।" ଝାରଖଣ୍ଡ ତା'ର ପରବର୍ତ୍ତୀ ମ୍ୟାଚ୍ ରାଞ୍ଚିରେ ରବିବାରଠାରୁ ଉତ୍ତରାଖଣ୍ଡ ବିପକ୍ଷରେ ଖେଳିବ । ଗତବର୍ଷ ଜୁଲାଇ ୯ ତାରିଖରେ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିବା ପରେ ଧୋନି କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story