ଫିଟ୍ ହେଲେ ଷ୍ଟୋଇନିସ୍, ଫେରିଗଲେ ମାର୍ଶ

ଲଣ୍ଡନ: ଭାରତ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିବା ଅଷ୍ଟ୍ରେଲିଆର ପ୍ରମୁଖ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ଏବେ ଫିଟ୍‌ ଘୋଷିତ ହୋଇଛନ୍ତି। ଷ୍ଟୋଇନିସ୍‌ ଆହତ ହୋଇଥିବାରୁ ତାଙ୍କ ବ୍ୟାକଅପ୍‌ ଭାବେ ମିଚେଲ ମାର୍ଶଙ୍କୁ ଦଳରେ ସାମିଲ କରାଯାଇଥିଲା। ତେବେ ଷ୍ଟୋଇନିସ୍‌ ଫିଟ୍‌ ହୋଇଯିବାରୁ ମାର୍ଶଙ୍କୁ ଟିମ୍‌ ଛାଡ଼ିବାକୁ ପଡ଼ିଛି। ଷ୍ଟୋଇନିସ୍‌ ମାଂସପେଶୀ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେ ଏବେ ଫିଟ୍‌ ହୋଇଥିଲେ ହେଁ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଖେଳିବେ କି ନାହିଁ, ତାହା ଜଣାପଡ଼ିନାହିଁ। ଦଳର କୋଚ […]

sto

sto

Hemant Lenka
  • Published: Wednesday, 19 June 2019
  • Updated: 19 June 2019, 06:28 PM IST

Sports

Latest News

ଲଣ୍ଡନ: ଭାରତ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିବା ଅଷ୍ଟ୍ରେଲିଆର ପ୍ରମୁଖ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ଏବେ ଫିଟ୍‌ ଘୋଷିତ ହୋଇଛନ୍ତି। ଷ୍ଟୋଇନିସ୍‌ ଆହତ ହୋଇଥିବାରୁ ତାଙ୍କ ବ୍ୟାକଅପ୍‌ ଭାବେ ମିଚେଲ ମାର୍ଶଙ୍କୁ ଦଳରେ ସାମିଲ କରାଯାଇଥିଲା। ତେବେ ଷ୍ଟୋଇନିସ୍‌ ଫିଟ୍‌ ହୋଇଯିବାରୁ ମାର୍ଶଙ୍କୁ ଟିମ୍‌ ଛାଡ଼ିବାକୁ ପଡ଼ିଛି। ଷ୍ଟୋଇନିସ୍‌ ମାଂସପେଶୀ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ସେ ଏବେ ଫିଟ୍‌ ହୋଇଥିଲେ ହେଁ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଖେଳିବେ କି ନାହିଁ, ତାହା ଜଣାପଡ଼ିନାହିଁ। ଦଳର କୋଚ ଜଷ୍ଟିନ୍‌ ଲାଙ୍ଗର କହିଛନ୍ତି, “ ଆସନ୍ତାକାଲି ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍‌ ହେବ। ଷ୍ଟୋଇନିସ୍‌ ଏବେ ଫିଟ୍‌ ରହିଥିଲେ ହେଁ ଆସନ୍ତାକାଲି ମ୍ୟାଚ୍‌ ଖେଳିବେ କି ନାହିଁ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ସେ ଆହତ ଯୋଗୁ ଦୁଇଟି ମ୍ୟାଚ୍‌ ଖେଳିପାରି ନାହାନ୍ତି। ତେଣୁ ପରସ୍ଥିତି ଅନୁଯାୟୀ, ଆସନ୍ତାକାଲି ନିଷ୍ପତ୍ତି ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story