ମୁମ୍ୱାଇ ଦବଙ୍ଗ ଓ ରାଞ୍ଚି ରେଜ ମ୍ୟାଚ ୩-୩ରେ ଡ୍ର

ମୁମ୍ୱାଇ: ମୁମ୍ୱାଇ ମହେନ୍ଦ୍ର ହକି ଷ୍ଟାଡିୟମରେ ଚାଲିଥିବା ହକି ଇଣ୍ଡିଆ ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ୩-୩ରେ ଡ୍ର ହୋଇଯାଇଛି। ମୁମ୍ୱାଇ ଦବଙ୍ଗର ନିକ୍କିନଙ୍କ ବିଳମ୍ୱିତ ଗୋଲ ଯୋଗୁଁ ଗତଥର ଚାମ୍ପିଅନ୍‌ ରାଞ୍ଚି ରେଜ ବିପକ୍ଷ ମ୍ୟାଚକୁ ଡ୍ର କରିବାରେ ସକ୍ଷମ ହୋଇଛି। ଖେଳ ପ୍ରଥମାର୍ଦ୍ଧରେ ମୁମ୍ୱାଇ ୧-୩ରେ ପଛୁଆ ରହିଥିଲା। ଖେଳର ୩୭ ମିନିଟ୍‌ରେ ସିମ୍‌ରନ୍‌ଜିତ ସିଂ ଦ୍ୱିତୀୟ ଗୋଲ ଦେଇଥିଲେ। ତେବେ ଖେଳର ୬୦ ମିନିଟ୍‌ରେ ନିକ୍କିନଙ୍କ ଗୋଲ ମ୍ୟାଚକୁ ୩-୩ରେ ଡ୍ର ରଖିଥିଲା।

mumbai-vs-ranchi-hil

mumbai-vs-ranchi-hil

Rakesh Mallick
  • Published: Saturday, 21 January 2017
  • Updated: 21 January 2017, 10:44 PM IST

Sports

Latest News

ମୁମ୍ୱାଇ: ମୁମ୍ୱାଇ ମହେନ୍ଦ୍ର ହକି ଷ୍ଟାଡିୟମରେ ଚାଲିଥିବା ହକି ଇଣ୍ଡିଆ ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ୩-୩ରେ ଡ୍ର ହୋଇଯାଇଛି। ମୁମ୍ୱାଇ ଦବଙ୍ଗର ନିକ୍କିନଙ୍କ ବିଳମ୍ୱିତ ଗୋଲ ଯୋଗୁଁ ଗତଥର ଚାମ୍ପିଅନ୍‌ ରାଞ୍ଚି ରେଜ ବିପକ୍ଷ ମ୍ୟାଚକୁ ଡ୍ର କରିବାରେ ସକ୍ଷମ ହୋଇଛି।

ଖେଳ ପ୍ରଥମାର୍ଦ୍ଧରେ ମୁମ୍ୱାଇ ୧-୩ରେ ପଛୁଆ ରହିଥିଲା। ଖେଳର ୩୭ ମିନିଟ୍‌ରେ ସିମ୍‌ରନ୍‌ଜିତ ସିଂ ଦ୍ୱିତୀୟ ଗୋଲ ଦେଇଥିଲେ। ତେବେ ଖେଳର ୬୦ ମିନିଟ୍‌ରେ ନିକ୍କିନଙ୍କ ଗୋଲ ମ୍ୟାଚକୁ ୩-୩ରେ ଡ୍ର ରଖିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story