ଲାଥମ ଓ ରାଭାଲଙ୍କ ଶତକ ବଳରେ ନ୍ୟୁଜିଲ୍ୟାଣ୍ଡର ସ୍ଥିତି ମଜଭୁତ୍

ହାମିଲଟନ୍: ଟମ୍ ଲାଥମ ଓ ଜିତ୍ ରାଭାଲଙ୍କ ଶତକ ବଳରେ ନ୍ୟୁଜିଲ୍ୟାଣ୍ଡ ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ମଜଭୁତ୍ ସ୍ଥିତିରେ ପହଞ୍ଚିଛି। ବାଂଲାଦେଶର ୨୩୪ ରନ୍ ଜବାବରେ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୪୫୧ ରନ୍ କରିଛି। ଫଳରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସ୍ ଆଧାରରେ ବାଂଲାଦେଶ ଉପରେ ୨୧୭ ରନର ବଡ଼ ଅଗ୍ରଣୀ ହାସଲ କରିନେଇଛି। ଶୁକ୍ରବାର ଘରୋଇ ଟିମ୍ ତା’ର ପୂର୍ବଦିନର ସ୍କୋର ୮୬/୦ରୁ ଖେଳ […]

nz

nz

Hemant Lenka
  • Published: Friday, 01 March 2019
  • Updated: 01 March 2019, 08:57 PM IST

Sports

Latest News

ହାମିଲଟନ୍: ଟମ୍ ଲାଥମ ଓ ଜିତ୍ ରାଭାଲଙ୍କ ଶତକ ବଳରେ ନ୍ୟୁଜିଲ୍ୟାଣ୍ଡ ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ମଜଭୁତ୍ ସ୍ଥିତିରେ ପହଞ୍ଚିଛି। ବାଂଲାଦେଶର ୨୩୪ ରନ୍ ଜବାବରେ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୪୫୧ ରନ୍ କରିଛି। ଫଳରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସ୍ ଆଧାରରେ ବାଂଲାଦେଶ ଉପରେ ୨୧୭ ରନର ବଡ଼ ଅଗ୍ରଣୀ ହାସଲ କରିନେଇଛି।

ଶୁକ୍ରବାର ଘରୋଇ ଟିମ୍ ତା’ର ପୂର୍ବଦିନର ସ୍କୋର ୮୬/୦ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଓପ୍ନର ଲାଥମ ଓ ରାଭାଲ ଫ୍ଲାଟ୍ ୱିକେଟର ଭରପୂର ଫାଇଦା ଉଠାଇ ପ୍ରଥମ ୱିକେଟ୍ ପାଇଁ ୨୫୪ ରନର ଭାଗୀଦାରୀ କରିଥିଲେ, ଯାହା ନ୍ୟୁଜିଲ୍ୟାଣ୍ଡର ଓପନିଂ ଯୋଡ଼ିର ତୃତୀୟ ସର୍ବାଧିକ ପାର୍ଟନରଶିପ୍। ୪୭ ବର୍ଷ ପୂର୍ବେ ଅର୍ଥାତ୍ ୧୯୭୨ରେ ଗ୍ଲେନ୍ ଟର୍ଣ୍ଣର ଓ ଟେରୀ ଜାର୍ଭିସ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩୮୭ ରନର ରେକର୍ଡ ଭାଗୀଦାରୀ କରିଥିଲେ। ୧୯୩୦ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଷ୍ଟିୱେ ଡେମ୍ପଷ୍ଟର ଓ ଜ୍ୟାକି ମିଲ୍ ପ୍ରଥମ ୱିକେଟ୍ ପାଇଁ ୨୭୧ ରନ୍ ଯୋଡ଼ିଥିଲେ।

ରାଭାଲ ୧୩୨ (୨୨୦ ବଲ୍, ୧୯ ଚୌକା, ୧ ଛକା) ଓ ଲାଥମ ୧୬୧ (୨୪୮ ବଲ, ୧୭ ଚୌକା, ୩ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଅଭିଜ୍ଞ ଟେଲର ବେଶୀ ସମୟ କ୍ରିଜରେ ତିଷ୍ଠିପାରି ନଥିବା ବେଳେ ୱିଲିୟମସନ୍ ଓ ହେନରୀ ନିକୋଲ୍ସ (୫୩) ଶତକୀୟ ଭାଗୀଦାରୀ କରି ନ୍ୟୁଜିଲ୍ୟାଣ୍ଡ ସ୍କୋରକୁ ୪୫୦ ପର୍ଯ୍ୟନ୍ତ ନେଇଥିଲେ। ବାଂଲାଦେଶ ପକ୍ଷରୁ ସୌମ୍ୟ ସରକାର ୨ଟି ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story