ଆତ୍ମହତ୍ୟା କଲେ ଜାତୀୟ ସ୍ତରର ମହିଳା କବାଡି ଖେଳାଳି

ଚେନ୍ନାଇ: ଜାତୀୟସ୍ତରର ଜଣେ ମହିଳା କାବଡି ଖେଳାଳି ଆଜି ଆତ୍ମହତ୍ୟା କରିଛନ୍ତି। ତାମିଲନାଡୁର କାଞ୍ଚିପୁରମ ସ୍ଥିତ ବାସଭବନରେ ହିଁ ଖେଳାଳି ଜଣଙ୍କ ଏପରି ଚରମ ପଦକ୍ଷେପ ନେଇଛନ୍ତି। ଆତ୍ମହତ୍ୟା କରିଥିବା କବାଡି ଖେଳାଳି ଜଣଙ୍କ ହେଉଛନ୍ତି ଭାନୁମତୀ। ମାନାଗାଡ଼ୁ ଠାରେ ଥିବା ଘର ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଘରୋଇ ହସ୍ପିଟାଲକୁ ନିଆଯାଇ ଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୨୫ ବର୍ଷୀୟ ଭାନୁମତୀଙ୍କ […]

Kabadi

Kabadi

Hemant Lenka
  • Published: Wednesday, 23 March 2022
  • Updated: 23 March 2022, 06:00 PM IST

Sports

Latest News

ଚେନ୍ନାଇ: ଜାତୀୟସ୍ତରର ଜଣେ ମହିଳା କାବଡି ଖେଳାଳି ଆଜି ଆତ୍ମହତ୍ୟା କରିଛନ୍ତି। ତାମିଲନାଡୁର କାଞ୍ଚିପୁରମ ସ୍ଥିତ ବାସଭବନରେ ହିଁ ଖେଳାଳି ଜଣଙ୍କ ଏପରି ଚରମ ପଦକ୍ଷେପ ନେଇଛନ୍ତି। ଆତ୍ମହତ୍ୟା କରିଥିବା କବାଡି ଖେଳାଳି ଜଣଙ୍କ ହେଉଛନ୍ତି ଭାନୁମତୀ।

ମାନାଗାଡ଼ୁ ଠାରେ ଥିବା ଘର ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଘରୋଇ ହସ୍ପିଟାଲକୁ ନିଆଯାଇ ଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୨୫ ବର୍ଷୀୟ ଭାନୁମତୀଙ୍କ ବାପା ଧର୍ମରାଜ ଜଣେ ପରିବାର ବିକାଳୀ।

ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲା। ପରେ ଭାନୁମତୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅଧିକ ତଦନ୍ତ ପାଇଁ ପୁଲିସ୍‌ ତାଙ୍କ ଫୋନକୁ ଜବତ କରିଛି। ଭାନୁମତୀ ରାଜ୍ୟ ଓ ଜାତୀୟ ସ୍ତରରେ କବାଡି ଖେଳନ୍ତି।

ତେବେ ସେ ଚାକିରି ପାଉ ନଥିବାରୁ କିଛି ଦିନ ହେଲା ବେଶ ଚାପରେ ରହୁଥିଲେ। ସମ୍ଭବତଃ ଏହି କାରଣ ପାଇଁ ଭାନୁମତୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେହିପରି ଆତ୍ମହତ୍ୟା ପଛରେ ଆଉ କୌଣସି କାରଣ ରହିଛି କି ନାହିଁ, ତା’ର ତଦନ୍ତ ମଧ୍ୟ ପୁଲିସ୍‌ କରୁଛି। ଭାନୁମତୀଙ୍କ ରୁମରୁ କୌଣସି ସୁଇସାଇଡ ନୋଟ ମିଳିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story