ଗୁଜବରେ ଲାଗିଲା ବିରାମ, ହସ୍ପିଟାଲରୁ ଆସିଲା ମିଲଖା ସିଂହଙ୍କ ପ୍ରଥମ ଫଟୋ

ଚଣ୍ଡୀଗଡ଼: କୋଭିଡ୍-୧୯ ସଂକ୍ରମଣ ସହ ସଂଗ୍ରାମ କରୁଥିବା ଭାରତର କିମ୍ବଦନ୍ତୀ ଧାବକ ତଥା ଫ୍ଲାଇଙ୍ଗ୍ ଶିଖ୍ ମିଲଖା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି, ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି। ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି ଏବଂ ପୂର୍ବାପେକ୍ଷା ଉନ୍ନତ ଅଛି। ହସ୍ପିଟାଲରୁ ତାଙ୍କର ଏକ ଫଟୋ ସାମ୍ନାକୁ ଅଛି। ଫଟୋରେ ତାଙ୍କୁ ହ୍ୱିଲଚେୟାରରେ ବସିଥିବାର ଦେଖିବାକୁ ମିଳିଛି। ତାଙ୍କ ଚିକିତ୍ସା ପିଜିଆଇଏମଇଆର୍ ହସ୍ପିଟାଲରେ ଚାଲିଛି। ହସ୍ପିଟାଲ୍ ଶନିବାର ଏହି […]

milkha-singh

milkha-singh

Ranjit Kumar Jena
  • Published: Saturday, 05 June 2021
  • Updated: 05 June 2021, 09:20 PM IST

Sports

Latest News

ଚଣ୍ଡୀଗଡ଼: କୋଭିଡ୍-୧୯ ସଂକ୍ରମଣ ସହ ସଂଗ୍ରାମ କରୁଥିବା ଭାରତର କିମ୍ବଦନ୍ତୀ ଧାବକ ତଥା ଫ୍ଲାଇଙ୍ଗ୍ ଶିଖ୍ ମିଲଖା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି, ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି। ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି ଏବଂ ପୂର୍ବାପେକ୍ଷା ଉନ୍ନତ ଅଛି। ହସ୍ପିଟାଲରୁ ତାଙ୍କର ଏକ ଫଟୋ ସାମ୍ନାକୁ ଅଛି। ଫଟୋରେ ତାଙ୍କୁ ହ୍ୱିଲଚେୟାରରେ ବସିଥିବାର ଦେଖିବାକୁ ମିଳିଛି। ତାଙ୍କ ଚିକିତ୍ସା ପିଜିଆଇଏମଇଆର୍ ହସ୍ପିଟାଲରେ ଚାଲିଛି। ହସ୍ପିଟାଲ୍ ଶନିବାର ଏହି ସୂଚନା ଦେଇଛି। ମିଲଖା ଏବେବି ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି।

ପିଜିଆଇଏମଇଆରର ଅଫିସିଆଲ୍ ମୁଖପାତ୍ର ପ୍ରଫେସର୍ ଅଶୋକ କୁମାର କହିଛନ୍ତି, କୋଭିଡ୍-୧୯ କାରଣୁରୁ ମିଲଖା ସିଂହଙ୍କୁ ଜୁନ୍ ୩ ତାରିଖରୁ ପିଜିଆଇଏମଇଆରର ଏନଏଚଇ ବ୍ଲକର ଆଇସିୟୁରେ ଭର୍ତ୍ତି କରାଯାଇଛି। ପୂର୍ବ ଦିନଗୁଡ଼ିକ ତୁଳନାରେ ଆଜି ଅର୍ଥାତ୍ ଜୁନ୍ ୫ ତାରିଖରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉନ୍ନତ ଅଛି। କିନ୍ତୁ ଏବେବି ସେ ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି।

ହସ୍ପିଟାଲ୍ ମୁଖପାତ୍ର ଶନିବାର ସକାଳେ ସୋଶାଲ୍ ମିଡିଆରେ ଜାରି କିଛି ମିଥ୍ୟା ମିଡିଆ ପୋଷ୍ଟକୁ ନେଇ କହିଛନ୍ତି ଯେ ଏସବୁ ଗୁଜବକୁ ଅଣଦେଖା କରନ୍ତୁ। ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର। ମିଲଖା ସିଂହଙ୍କୁ ଅକ୍ସିଜେନ୍ ସ୍ତର ହ୍ରାସ ପାଇବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କ୍ରୀଡ଼ାମନ୍ତ୍ରୀ କିରନ୍ ରିଜିଜୁ ମଧ୍ୟ ଏଭଳି ଗୁଜବକୁ ଖାରଜ କରି ମିଲଖା ସିଂହଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ରିଜିଜୁ ଟୁଇଟ୍ କରି କହିଛନ୍ତି, ଦୟାକରି ଏହି ମହାନ ଆଥଲେଟ୍ ଓ ଭାରତର କିମ୍ବଦନ୍ତୀ ମିଲଖା ସିଂହ ବିଷୟରେ ଭୁଲ୍ ଖବର ପ୍ରସାରିତ କରନ୍ତୁ ନାହିଁ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ତାଙ୍କର ଶୀଘ୍ର ସୁସ୍ଥ ହେବାର ପ୍ରାର୍ଥନା କରୁଛି।

https://twitter.com/DDNewslive/status/1401112579984957440?s=20

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ସୂଚନା ନେବା ପାଇଁ ଫୋନ୍ କରିଥିଲେ। ପ୍ରଧାନମନ୍ତ୍ରୀ ମିଲଖା ସିଂହଙ୍କ ସହ କଥା ହୋଇଥିଲେ ଏବଂ ଶୀଘ୍ର ସୁସ୍ଥ ହୋଇ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଖେଳାଳିଙ୍କୁ ଆଶୀର୍ବାଦ ଦେବେ ଏବଂ ସେମାନଙ୍କୁ ପ୍ରେରିତ କରିବେ।

ମିଲଖାଙ୍କୁ ଗତ ରବିବାର ମୋହାଲି ଏକ ପ୍ରାଇଭେଟ୍ ହସ୍ପିଟାଲରୁ ସଂକ୍ରମଣର ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିଲା। କିନ୍ତୁ ଘରେ ତାଙ୍କର ଅକ୍ସିଜେନ୍ ଲଗାଯାଇଥିଲା। ମିଲଖାଙ୍କ ୮୨ ବର୍ଷୀୟ ପତ୍ନୀ ନିର୍ମଳ ଫୋର୍ଟିସ୍ କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲର ଆଇସିୟୁରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story