ଏହି ପାକ୍ ଖେଳାଳିଙ୍କୁ ଦର୍ଶକ ଏମିତି ଚିଡ଼ାଇଲେ, ତା'ପରେ କ'ଣ ହେଲା, ଦେଖନ୍ତୁ ଭିଡିଓ

ଲଣ୍ଡନ: ଚଳିତ ବିଶ୍ୱକପରେ ପାକିସ୍ତାନର ସ୍ଥିତି ବହୁତ ଖରାପ। ଟିମ୍ ତା’ର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ନିକଟରୁ ୭ ୱିକେଟରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ ବେଳେ ଏଭଳି ଏକ ଘଟଣା ଘଟିଥିଲା, ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ପାକିସ୍ତାନର ଫିଲ୍ଡିଂ ବେଳେ ଘଟିଥିଲା। ପାକିସ୍ତାନ ଓପ୍ନର ଫକର ଜମାନ୍ ଫିଲ୍ଡିଂ କରୁଥିଲେ। ଏହି ସମୟରେ ଷ୍ଟାଣ୍ଡରେ ଉପସ୍ଥିତି ଜଣେ ପ୍ରଶଂସକ ତାଙ୍କୁ ୨୦ ଟଙ୍କାର ପକୁଡି […]

ୈମା

ୈମା

Hemant Lenka
  • Published: Monday, 03 June 2019
  • Updated: 03 June 2019, 05:03 PM IST

Sports

Latest News

ଲଣ୍ଡନ: ଚଳିତ ବିଶ୍ୱକପରେ ପାକିସ୍ତାନର ସ୍ଥିତି ବହୁତ ଖରାପ। ଟିମ୍ ତା'ର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ନିକଟରୁ ୭ ୱିକେଟରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ ବେଳେ ଏଭଳି ଏକ ଘଟଣା ଘଟିଥିଲା, ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ପାକିସ୍ତାନର ଫିଲ୍ଡିଂ ବେଳେ ଘଟିଥିଲା। ପାକିସ୍ତାନ ଓପ୍ନର ଫକର ଜମାନ୍ ଫିଲ୍ଡିଂ କରୁଥିଲେ।

ଏହି ସମୟରେ ଷ୍ଟାଣ୍ଡରେ ଉପସ୍ଥିତି ଜଣେ ପ୍ରଶଂସକ ତାଙ୍କୁ ୨୦ ଟଙ୍କାର ପକୁଡି ଆଣିବା ପାଇଁ କହିଥିଲେ। ପ୍ରଶଂସକ ଜଣକ କହିଥିଲେ, "ଫକର୍ ଭାଇ, ୨୦ ଟଙ୍କାର ପକୁଡି ଆଣିବ।" ଫକର ନିଜ ପ୍ରଶଂସକଙ୍କୁ ନିରାଶ କରିନଥିଲେ ଏବଂ ଏହି ପ୍ରତିକ୍ରିୟାରେ ହସିକି କଥାକୁ ଟାଳି ଦେଇଥିଲେ। ମ୍ୟାଚ୍ ଉପରେ ଫୋକସ୍ କରିବା ପାଇଁ ଫକର ହାତରେ ସେହି ପ୍ରଶଂସକଙ୍କୁ ଇସାରା କରିଥିଲେ।

ସୂଚନାଯୋଗ୍ୟ, ପାକିସ୍ତାନ ଟିମ୍ ବର୍ତ୍ତମାନ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ୱିଣ୍ଡିଜଠାରୁ ବିଶ୍ୱକପର ପ୍ରଥମ ମ୍ୟାଚରେ ହାରିବା ପରେ ପାକିସ୍ତାନର ଲଗାତାର ପରାଜୟଧାରା ୧୧ରେ ପହଞ୍ଚିଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପାକିସ୍ତାନଠାରୁ ବଡ଼ ସ୍କୋର ଆଶାଥିଲା, କିନ୍ତୁ ସବୁକିଛି ଓଲଟପାଲଟ ହୋଇଗଲା। ପାକିସ୍ତାନ କେବଳ ୧୦୫ ରନରେ ଅଲଆଉଟ୍ ହୋଇଥିଲା। ଏହି ମ୍ୟାଚରେ ଫକରଙ୍କ ବ୍ୟାଟ୍ ଚାଲିନଥିଲେ ଏବଂ ସେ ମାତ୍ର ୨୨ ରନ୍ କରି ଆଉଟ୍ ହୋଇଥିଲେ।

ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଫକରଙ୍କ ପ୍ରଦର୍ଶନ ମିଶ୍ରିତ ଥିଲା। ଏହି ସିରିଜରେ ସେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ମାରିଥିଲେ। କିନ୍ତୁ ବାକି ତିନୋଟି ମ୍ୟାଚରେ ଫେଲ୍ ମାରିଥିଲେ । ବିଶ୍ୱକପ୍ ଅଭ୍ୟାସ ମ୍ୟାଚରେ ମଧ୍ୟରେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story