ରବିବାର ନୁହେଁ ସୋମବାର ପାକ୍‌-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ

କରାଚି: ବର୍ଷା ଯୋଗୁ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ୩ଟିକିଆ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରବିବାର ବଦଳରେ ସୋମବାର ଖେଳାଯିବ। ବର୍ଷା ଯୋଗୁ କରାଚିର ନ୍ୟାଶନାଲ ଷ୍ଟାଡିୟମରେ ପାଣି ଜମି ରହିଛି। ଏହାକୁ ସଫା କରିବା ପାଇଁ କର୍ମଚାରୀଙ୍କୁ ଅଧିକ ଗୋଟିଏ ଦିନ ସମୟ ଲାଗିବ। ତେଣୁ ପାକିସ୍ତାନ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମିଳିତ ଭାବେ ମ୍ୟାଚ୍‌ କାର୍ଯ୍ୟସୂଚୀକୁ ସୋମବାରକୁ ବଦଳାଇ ଦେଇଛନ୍ତି। ଏହାପୂର୍ବରୁ ୨୭ ତାରିଖରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ […]

sdc

sdc

Hemant Lenka
  • Published: Saturday, 28 September 2019
  • Updated: 28 September 2019, 06:23 PM IST

Sports

Latest News

କରାଚି: ବର୍ଷା ଯୋଗୁ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ୩ଟିକିଆ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରବିବାର ବଦଳରେ ସୋମବାର ଖେଳାଯିବ। ବର୍ଷା ଯୋଗୁ କରାଚିର ନ୍ୟାଶନାଲ ଷ୍ଟାଡିୟମରେ ପାଣି ଜମି ରହିଛି। ଏହାକୁ ସଫା କରିବା ପାଇଁ କର୍ମଚାରୀଙ୍କୁ ଅଧିକ ଗୋଟିଏ ଦିନ ସମୟ ଲାଗିବ। ତେଣୁ ପାକିସ୍ତାନ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମିଳିତ ଭାବେ ମ୍ୟାଚ୍‌ କାର୍ଯ୍ୟସୂଚୀକୁ ସୋମବାରକୁ ବଦଳାଇ ଦେଇଛନ୍ତି। ଏହାପୂର୍ବରୁ ୨୭ ତାରିଖରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା।

ପିସିବି ନିର୍ଦ୍ଦେଶକ ଜାକିର ଖାନ୍‌ କହିଛନ୍ତି, “ ଅପ୍ରତ୍ୟାଶିତ ବର୍ଷା ଯୋଗୁ ଷ୍ଟାଡିୟମରେ ପାଣି ଜମି ଯାଇଛି। ଏହାକୁ ସଫା କରିବାକୁ ଆଉ ଗୋଟିଏ ଦିନ ଲାଗିବ। ତେଣୁ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ସହ ଆଲୋଚନା କରି ଆମେ ଦ୍ୱିତୀୟ ଦିନିକିଆର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛୁ। ପ୍ରଥମ ଦିନିକିଆରେ ଟିକେଟ୍‌ କରିଥିବା ଲୋକମାନେ ଉଭୟ ଦ୍ୱିତୀୟ ଓ ତୃତୀୟ ଦିନିକିଆ ଦେଖି ପାରିବେ। ଏହା ବୈଧ ଭାବେ ଗ୍ରହଣ କରାଯିବ। ସେହିପରି କାର୍ଯ୍ୟସୂଚୀ ପରିବର୍ତ୍ତନ ଯୋଗୁ ଯଦି କେହି ଟିକେଟ୍‌ଧାରୀ ମ୍ୟାଚ୍‌ ଦେଖି ପାରୁନାହାନ୍ତି, ତା’ହେଲେ ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ।”

ଏହି ମଇଦାନରେ ଶେଷଥର ପାଇଁ ୨୧ ଜାନୁଆରୀ, ୨୦୦୯ରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ୨୦୦୯ରେ ଶ୍ରୀଲଙ୍କା ଟିମ୍ ପାକିସ୍ତାନ ଗସ୍ତ କରିଥିଲା। ସେହି ସମୟରେ ଲାହୋରରେ ଚାଲିଥିବା ଟେଷ୍ଟ ମ୍ୟାଚ୍ ବେଳେ ଆତଙ୍କବାଦୀମାନେ ଶ୍ରୀଲଙ୍କା ଟିମର ବସ୍ ଉପରକୁ ହମଲା କରିଥିଲେ।

ଏହି ଆକ୍ରମଣରେ ଶ୍ରୀଲଙ୍କାର କିଛି ଖେଳାଳି ଗୁରୁତର ଆହତ ହୋଇଥିବା ବେଳେ ଦୁଇଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିଲେ। ଏହି ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜିତ ହୋଇନାହିଁ। ଏବେ ଦୀର୍ଘ ୧୦ ବର୍ଷ ପରେ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳା ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story