ଆଇପିଏଲ୍‌-୧୧: ୬ ୱିକେଟ୍‌ରେ ଦିଲ୍ଲୀକୁ ହରାଇଲା ପଞ୍ଜାବ

ମୋହାଲି: ଆଇପିଏଲ୍‌-୧୧ର ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ ଡେୟାରଡେଭିଲ୍ସକୁ ୬ ୱିକେଟ୍‌ରେ ହରାଇ ପ୍ରଥମ ବିଜୟ ହାସଲ କରିଛି କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୧୬୬ ରନ୍‌ କରିଥିଲା। ଅଧିନାୟକ ଗୌତମ ଗମ୍ଭିରଙ୍କ ଦମଦାର ୫୫ (୪୨ ବଲ୍‌) ରନ ବଳରେ ପଞ୍ଜାବ ୪ ୱିକେଟ୍‌ ହରାଇ ୧୮.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ପଞ୍ଜାବ ପକ୍ଷରୁ ଆର. ପନ୍ତ ୨୮ ଓ ସି. […]

ipl

ipl

Rakesh Mallick
  • Published: Sunday, 08 April 2018
  • Updated: 08 April 2018, 08:29 PM IST

Sports

Latest News

ମୋହାଲି: ଆଇପିଏଲ୍‌-୧୧ର ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ ଡେୟାରଡେଭିଲ୍ସକୁ ୬ ୱିକେଟ୍‌ରେ ହରାଇ ପ୍ରଥମ ବିଜୟ ହାସଲ କରିଛି କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୧୬୬ ରନ୍‌ କରିଥିଲା। ଅଧିନାୟକ ଗୌତମ ଗମ୍ଭିରଙ୍କ ଦମଦାର ୫୫ (୪୨ ବଲ୍‌) ରନ ବଳରେ ପଞ୍ଜାବ ୪ ୱିକେଟ୍‌ ହରାଇ ୧୮.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ପଞ୍ଜାବ ପକ୍ଷରୁ ଆର. ପନ୍ତ ୨୮ ଓ ସି. ମୋରିସ୍‌ ୨୭ ରନ୍‌ର ଉପଯୋଗୀ ପାରି ଖେଳିଥିଲେ।

ଟସ୍‌ ହାରି ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀର ଆରମ୍ଭ ଆଇପିଏଲ୍‌ ଷ୍ଟାଇଲ୍‌ରେ ହୋଇଥିଲା। ଲୋକେଶ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ପଞ୍ଜାବର ବୋଲିଂ ଲାନଅପ୍‌କୁ ଧୂଳିସାତ କରି ଦେଇଥିଲା। ଲୋକେଶ ୧୬ଟି ବଲର ସମ୍ମୁଖୀନ ହୋଇ ୬ ଚୌକା ଓ ୪ ଛକା ବଳରେ ୫୧ ରନ୍‌ର ଇନିଂସ ଖେଳିଥିଲେ। ପରେ କେ. ନାୟରଙ୍କ ୫୦ ରନ୍ ବଳରେ ଦିଲ୍ଲୀ ୨୦ ଓଭରରେ ୧୬୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ପଞ୍ଜାବ ପକ୍ଷରୁ ଖେଳୁଥିବା ଆଫଗାନିସ୍ତାନର ଯୁବ ଲେଗ ସ୍ପିନର ମୁଜିବ ଜାଦରାନ ୧୭ ବର୍ଷ ୧୧ ଦିନିରେ ଆଇପିଏଲ୍‌ରେ ଡେବ୍ୟୁ କରିବା ସହ ଟି-ଟ୍ୱଣ୍ଟିରେ ସର୍ବକନିଷ୍ଠ ଖେଳାଳି ବନି ଯାଇଛନ୍ତି। ଏହି ମ୍ୟାଚ୍‌ରେ ସେ ଡେବ୍ୟୁ ୱିକେଟ୍‌ ହାସଲ କରି ଏକ କିର୍ତ୍ତିମାନ ସ୍ଥାପନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story