ପିସିବି ମୁଖ୍ୟଙ୍କୁ ରିପୋର୍ଟ ଦେଲେ ୱାକର

କରାଚି: ଆଇସିସି ଟି-ଟ୍ୱେଣ୍ଟି  ବିଶ୍ୱକପ‌୍ ସମେତ ନିକଟରେ ପାକିସ୍ତାନ ଟିମ‌୍ ଖେଳିଥିବା ଅନ୍ୟ ସମସ୍ତ ଟୁର୍ଣ୍ଣାମେଣ୍ଟ୍ ‌ଗୁଡ଼ିକରେ ଖେଳାଳିମାନଙ୍କ ପ୍ରଦର୍ଶନକୁ ନେଇ ପାକିସ୍ତାନ କ୍ରିକେଟ‌୍ ବୋର୍ଡ (ପିସିବି) ଅଧ୍ୟକ୍ଷ ଶାହାରୟାର ଖାନଙ୍କୁ ରିପୋର୍ଟ ଦେଇଛନ୍ତି ମୁଖ୍ୟ କୋଚ‌୍ ୱାକର ୟୁନୁସ‌୍। ମିଳିଥିବା ସୂଚନା ଅନୁଯାୟୀ, ଦଳର ଅଧିକାଂଶ ଖେଳାଳି ନିଜ ମନଇଚ୍ଛରେ ଖେଳୁଥିବା ନେଇ ଅଭିଯୋଗ କରିଛନ୍ତି ୟୁନୁସ‌୍। ସେ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଦଳର ଅଧିକାଂଶ ଖେଳାଳି କୋଚଙ୍କ ଦ୍ୱାରା ନିର୍ଦ୍ଧାରିତ ଯୋଜନାକୁ ଅନୁକରଣ କରୁ […]

waqar

waqar

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 08:10 AM IST

Sports

Latest News

କରାଚି: ଆଇସିସି ଟି-ଟ୍ୱେଣ୍ଟି  ବିଶ୍ୱକପ‌୍ ସମେତ ନିକଟରେ ପାକିସ୍ତାନ ଟିମ‌୍ ଖେଳିଥିବା ଅନ୍ୟ ସମସ୍ତ ଟୁର୍ଣ୍ଣାମେଣ୍ଟ୍ ‌ଗୁଡ଼ିକରେ ଖେଳାଳିମାନଙ୍କ ପ୍ରଦର୍ଶନକୁ ନେଇ ପାକିସ୍ତାନ କ୍ରିକେଟ‌୍ ବୋର୍ଡ (ପିସିବି) ଅଧ୍ୟକ୍ଷ ଶାହାରୟାର ଖାନଙ୍କୁ ରିପୋର୍ଟ ଦେଇଛନ୍ତି ମୁଖ୍ୟ କୋଚ‌୍ ୱାକର ୟୁନୁସ‌୍।

ମିଳିଥିବା ସୂଚନା ଅନୁଯାୟୀ, ଦଳର ଅଧିକାଂଶ ଖେଳାଳି ନିଜ ମନଇଚ୍ଛରେ ଖେଳୁଥିବା ନେଇ ଅଭିଯୋଗ କରିଛନ୍ତି ୟୁନୁସ‌୍।

ସେ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଦଳର ଅଧିକାଂଶ ଖେଳାଳି କୋଚଙ୍କ ଦ୍ୱାରା ନିର୍ଦ୍ଧାରିତ ଯୋଜନାକୁ ଅନୁକରଣ କରୁ ନାହାନ୍ତି। କିଛି ଖେଳାଳି ଅଧିକ ପରିଶ୍ରମ କରିବାକୁ ଚାହୁଁ ନାହାନ୍ତି। କୋଚିଂ ଷ୍ଟାଫଙ୍କୁ ବି ସେମାନେ ସହଯୋଗ କରୁ ନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଶାହିଦ ଆଫ୍ରିଦିଙ୍କ ଅଧିନାୟକତ୍ୱରେ ୱାକର ଆଦୌ ଖୁସି ନାହାନ୍ତି। ସେ ତାଙ୍କର କୌଶଳ ଉପରେ ପ୍ରଶ୍ନ ଉଠାଇଛନ୍ତି।

ୱାକର ଦେଇଥିବା ରିପୋର୍ଟକୁ ପିସିବି ଅଧ୍ୟକ୍ଷ ଫ୍ୟାକ୍ଟ-ଫାଇଣ୍ଡିଂ କମିଟି ନିକଟକୁ ପଠାଇ ଦେଇଛି। ଏହି କମିଟି ଏସିଆ କପ‌୍ ଓ ଟି-ଟ୍ୱେଣ୍ଟି ବିଶ୍ୱକପ‌ରେ ପାକିସ୍ତାନ ଟିମ‌ର ଶୋଚନୀୟ ପ୍ରଦର୍ଶନ ଉପରେ ତଦନ୍ତ କରୁଛି। ଏପରିକି ନିକଟରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ଖେଳିଥିବା ସିରିଜ‌ ‍ଗୁଡ଼ିକର ମଧ୍ୟ ସମୀକ୍ଷା କରୁଛି ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ‌୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story