୬ ମାସ ଯାଏ କ୍ରିକେଟ ଖେଳିପାରିବେନି ପେରୀ

ମେଲବର୍ଣ୍ଣ: ଗୋଟିଏ ପଟେ ଟିମ୍‌ ଅଷ୍ଟ୍ରେଲିଆ ମହିଳା ଟି-୨୦ ବିଶ୍ୱକପ ଖେଳିବାକୁ ପ୍ରସ୍ତୁତି କରୁଥିବା ବେଳେ ଅନ୍ୟପଟେ ଦଳକୁ ଝଟକା ଲାଗିଛି। ଲିଗ୍‌ ପର୍ଯ୍ୟାୟରୁ ଆହତ ହୋଇ ବେଞ୍ଚରେ ବସିଥିବା ଷ୍ଟାର ଅଲରାଉଣ୍ଡର ଏଲିସା ପେରୀ ଏବେ ୬ ମାସ ଯାଏ କ୍ରିକେଟ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ମ୍ୟାଚ୍‌ ବେଳେ ସେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିଲେ। ଫଳରେ ତାଙ୍କର ଅସ୍ତ୍ରୋପଚାର ହେବ। ଆସନ୍ତା ସପ୍ତାହରେ ଅସ୍ତ୍ରୋପଚାର ହେଲେ ସେ ଦୀର୍ଘ ୬ ମାସ ଯାଏ […]

dds

dds

Hemant Lenka
  • Published: Saturday, 07 March 2020
  • Updated: 07 March 2020, 04:57 PM IST

Sports

Latest News

ମେଲବର୍ଣ୍ଣ: ଗୋଟିଏ ପଟେ ଟିମ୍‌ ଅଷ୍ଟ୍ରେଲିଆ ମହିଳା ଟି-୨୦ ବିଶ୍ୱକପ ଖେଳିବାକୁ ପ୍ରସ୍ତୁତି କରୁଥିବା ବେଳେ ଅନ୍ୟପଟେ ଦଳକୁ ଝଟକା ଲାଗିଛି। ଲିଗ୍‌ ପର୍ଯ୍ୟାୟରୁ ଆହତ ହୋଇ ବେଞ୍ଚରେ ବସିଥିବା ଷ୍ଟାର ଅଲରାଉଣ୍ଡର ଏଲିସା ପେରୀ ଏବେ ୬ ମାସ ଯାଏ କ୍ରିକେଟ ଖେଳିବେ ନାହିଁ ବୋଲି ଜଣାପଡ଼ିଛି।

ମ୍ୟାଚ୍‌ ବେଳେ ସେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିଲେ। ଫଳରେ ତାଙ୍କର ଅସ୍ତ୍ରୋପଚାର ହେବ। ଆସନ୍ତା ସପ୍ତାହରେ ଅସ୍ତ୍ରୋପଚାର ହେଲେ ସେ ଦୀର୍ଘ ୬ ମାସ ଯାଏ କ୍ରିକେଟ ପଡ଼ିଆରୁ ଦୂରରେ ରହିବେ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଗ୍ରୁପ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ରନ୍‌ ଆଉଟ ପାଇଁ ଉଦ୍ୟମ କରୁଥିବା ବେଳେ ପେରୀ ମାଂସପେଶୀରେ ଆଘାତ ପାଇଥିଲେ। ଏହାପରେ ତାଙ୍କୁ ବିଶ୍ୱକପରୁ ବାଦ ଦିଆଯାଇଥିଲା।

ଫାଇନାଲ ମ୍ୟାଚ୍‌ ପୂର୍ବରୁ ପେରୀ କହିଛନ୍ତି, “ବର୍ତ୍ତମାନ ଠିକ୍‌ ସମୟ ଚାଲିଛି। ମୁଁ ଆସନ୍ତାକାଲି ପଡ଼ିଆରେ ଉପସ୍ଥିତି ରହିବି। ଆସନ୍ତା ସପ୍ତାହରେ ମୁଁ ଅସ୍ତ୍ରୋପଚାର କରିବି। ମୁଁ ଟିମ୍‌ ସହ ରହି ଦଳକୁ ସମର୍ଥନ କରିବି।”

ପେରୀ ଆହତ ହୋଇଥିବାରୁ ଆଇପିଏଲ ସମୟରେ ହେବାକୁ ଥିବା ମହିଳା ଚ୍ୟାଲେଞ୍ଜ ଟ୍ରଫିରେ ମଧ୍ୟ ଖେଳିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story