ବିଶ୍ୱ ବିଜୟୀ ଟିମ୍‌କୁ ପ୍ରଧାନମନ୍ତ୍ରୀ ମୋଦି ଦେଲେ ଶୁଭେଚ୍ଛା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ ଜିତଥିବା ଭାରତୀୟ ଦଳକୁ ଚାରିଆଡୁ ଅଭିନନ୍ଦନର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଲଗାତର ଦ୍ୱିତୀୟ ଥର ଟାଇଟଲ ଜିତିଛି ଭାରତ।  ୩୦୯ ରନ୍ ଟାର୍ଗେଟର ପିଛା କରୁଥିବା ଭାରତୀୟ ଦଳ ଏକ ଓଭର ବାକି ଥାଇ ବିଜୟ ହାସଲ କରିଥିଲା। ସୁନୀଲ ରମେଶ ୯୩ ରନ୍ ଏବଂ ଅଧିନାୟକ ଅଜୟ ରେଡ୍ଡୀ […]

blindcricketteam-1455272128-800

blindcricketteam-1455272128-800

Rakesh Mallick
  • Published: Monday, 22 January 2018
  • Updated: 22 January 2018, 05:24 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ ଜିତଥିବା ଭାରତୀୟ ଦଳକୁ ଚାରିଆଡୁ ଅଭିନନ୍ଦନର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଲଗାତର ଦ୍ୱିତୀୟ ଥର ଟାଇଟଲ ଜିତିଛି ଭାରତ।

 ୩୦୯ ରନ୍ ଟାର୍ଗେଟର ପିଛା କରୁଥିବା ଭାରତୀୟ ଦଳ ଏକ ଓଭର ବାକି ଥାଇ ବିଜୟ ହାସଲ କରିଥିଲା। ସୁନୀଲ ରମେଶ ୯୩ ରନ୍ ଏବଂ ଅଧିନାୟକ ଅଜୟ ରେଡ୍ଡୀ ୬୩ ରନ୍ କରି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଚାମ୍ପିୟନ୍ ଭାରତୀୟ ଟିମରେ ଦୁଇ ଓଡିଆ ଖେଳାଳି ଜାଫର ଇକବାଲ ଓ ପଙ୍କଜ ଭୁଏ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story