ଟସ୍‌ ଜିତିଲା ରାଜସ୍ଥାନ, ବ୍ୟାଟିଂ କରିବ କୋଲକାତା

ଦୁବାଇ: ଆଇପିଏଲର ୧୨ତମ ମୁକାବିଲାରେ ଟସ୍‌ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ କୋଲକାତା ନାଇଟରାଇଡର୍ସ ପ୍ରଥମେ ବ୍ୟାଟିଂ କରିବ। ରାଜସ୍ଥାନ ବର୍ତ୍ତମାନ ସୁଦ୍ଧା ଖେଳିଥିବା ଦୁଇଟି ଯାକ ମ୍ୟାଚ୍‌ ଜିତିଥିବା ବେଳେ କୋଲକାତା ଗୋଟିଏ ଜିତିଛି ଓ ଗୋଟିଏ ହାରିଛି। ପ୍ରଥମ ମ୍ୟାଚ୍‌ରେ କୋଲକାତା ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌କୁ ଜିତି ୱିନିଂ ଟ୍ରାକକୁ ଫେରିଛି। ତେଣୁ ଦଳ ଆଜି ମଧ୍ୟ ଏହି ଧାରା ଆଗକୁ ବଜାୟୀ ରଖିବାକୁ […]

fv

fv

Hemant Lenka
  • Published: Wednesday, 30 September 2020
  • Updated: 30 September 2020, 07:13 PM IST

Sports

Latest News

ଦୁବାଇ: ଆଇପିଏଲର ୧୨ତମ ମୁକାବିଲାରେ ଟସ୍‌ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ କୋଲକାତା ନାଇଟରାଇଡର୍ସ ପ୍ରଥମେ ବ୍ୟାଟିଂ କରିବ। ରାଜସ୍ଥାନ ବର୍ତ୍ତମାନ ସୁଦ୍ଧା ଖେଳିଥିବା ଦୁଇଟି ଯାକ ମ୍ୟାଚ୍‌ ଜିତିଥିବା ବେଳେ କୋଲକାତା ଗୋଟିଏ ଜିତିଛି ଓ ଗୋଟିଏ ହାରିଛି।

ପ୍ରଥମ ମ୍ୟାଚ୍‌ରେ କୋଲକାତା ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌କୁ ଜିତି ୱିନିଂ ଟ୍ରାକକୁ ଫେରିଛି। ତେଣୁ ଦଳ ଆଜି ମଧ୍ୟ ଏହି ଧାରା ଆଗକୁ ବଜାୟୀ ରଖିବାକୁ ଚେଷ୍ଟା କରିବ।

ଅନ୍ୟପକ୍ଷରେ ରାଜସ୍ଥାନ ଗତ ମ୍ୟାଚ୍‌ରେ ବେଶ ରୋମାଞ୍ଚକର ଭାବେ ପଞ୍ଜାବକୁ ପରାସ୍ତ କରିଥିଲା। ତେଣୁ ଦଳର ମନୋବଳ ବେଶ ସୁଦୃଢ଼ ରହିଛି। ତେଣୁ ଦଳ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ଆଜି ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ସେହିପରି କୋଲକାତା ଅଧିନାୟକ ଦୀନେଶ କାର୍ତ୍ତିକ ବି ୱିନିଂ କମ୍ବିନେସନରେ ପରିବର୍ତ୍ତନ କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story