ରଣଜୀ ମ୍ୟାଚ୍‌: ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ

ପଟିଆଲା: ପଟିଆଲାର ଧ୍ରୁବ ପାଣ୍ଡୋଭ ଷ୍ଟାଡିୟମରେ ଚାଲିଥିବା ‘ଗ୍ରୁପ୍‌ ବି’ର ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ୮ ୱିକେଟ୍‌ ହରାଇ ୧୪୩ ରନ୍‌ କରିଛି। ଓଡ଼ିଶା ପକ୍ଷରୁ ସନ୍ଦିପ ପଟ୍ଟନାୟକ ୧୬ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ବେଶି ସମୟ ତିଷ୍ଠି ପାରି ନ ଥିଲେ। ଦୀପକ ବେହେରା ୪୯ ଓ ଧୀରଜ ସିଂହ ୨ ରନ୍‌ କରି […]

ranjitrophy

ranjitrophy

Rakesh Mallick
  • Published: Sunday, 06 November 2016
  • Updated: 06 November 2016, 07:40 PM IST

Sports

Latest News

ପଟିଆଲା: ପଟିଆଲାର ଧ୍ରୁବ ପାଣ୍ଡୋଭ ଷ୍ଟାଡିୟମରେ ଚାଲିଥିବା ‘ଗ୍ରୁପ୍‌ ବି’ର ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ୮ ୱିକେଟ୍‌ ହରାଇ ୧୪୩ ରନ୍‌ କରିଛି।

ଓଡ଼ିଶା ପକ୍ଷରୁ ସନ୍ଦିପ ପଟ୍ଟନାୟକ ୧୬ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ବେଶି ସମୟ ତିଷ୍ଠି ପାରି ନ ଥିଲେ। ଦୀପକ ବେହେରା ୪୯ ଓ ଧୀରଜ ସିଂହ ୨ ରନ୍‌ କରି ଅପରାଜିତ ଅଛନ୍ତି।

ରାଜସ୍ଥାନର ଏ.ଭି.ଚୌଧୁରୀ ୪ଟି ଏବଂ ପଙ୍କଜ ସିଂହ ୨ଟି ୱିକେଟ ଅକ୍ତିଆର କରିଛନ୍ତି।

ପ୍ରଥମ ଦିନରେ ୫ ୱିକେଟ୍‌ ହରାଇ ୨୪୯ ରନ୍‌ କରିଥିବା ରାଜସ୍ଥାନ ଦଳ ଆଜି ଦଳୀୟ ସ୍କୋରରେ ମାତ୍ର ୭୪ ରନ୍‌ ଯୋଡ଼ି ୩୨୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଗତକାଲି ଓଡ଼ିଶା ଟସ୍ ଜିତି ରାଜସ୍ଥାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ରାଜସ୍ଥାନ ପକ୍ଷରୁ ୬୫ ରନ୍‌ କରି ଅପରାଜିତ ଥିବା ଏସ୍‌.ଏଫ୍‌. ଖାନ ଆଜି ଶତକୀୟ ପାରି ଖେଳିଥିଲେ। ୧୫ ଚୌକା ସହାୟତାରେ ସେ ୧୧୦ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌.ଏନ୍‌ ସିଂହ ୩୬, ଏ.ଭି ଗୌତମ ୪, ପି.ଆଇ ଶର୍ମା ୩୧, ଅଶୋକ ମିନାରିଆ ୪୧, ଏମ୍‌.କେ ଲୋମର ୩୮, ସି.ଡି. ବିସ୍ତ୍‌ ୨୮ ରନ୍‌ କରି ଆଉଟ୍‌ ହୋଇଥିଲେ।

ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ଗୋବିନ୍ଦ ପୋଦ୍ଦାର ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଆଲୋକ ମଙ୍ଗରାଜ ୨ଟି ଏବଂ ଦୀପକ ବେହେରା ଓ ଧୀରଜ ସିଂହ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story