ପଞ୍ଜାବକୁ ୧୨୬ ରନରେ ରୋକିଲା ହାଇଦ୍ରାବାଦ

ଦୁବାଇ: ଭଲ ଆରମ୍ଭ ସତ୍ତ୍ୱେ କିଙ୍ଗସ ଏକାଦଶ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୨୬ ରନ୍‌ କରିଛି। ଫଳରେ ସନ ରାଇଜର୍ସ ହାଇଦ୍ରାବାଦ ଆଗରେ ୧୨୭ ରନ୍‌ର ଟାର୍ଗେଟ ରହିଛି। ପଞ୍ଜାବ ପକ୍ଷରୁ ନିକୋଲ୍ସ ପୂରନ ସର୍ବାଧିକ ୩୨ ରନ୍‌ର କରିଥିବା ବେଳେ କେଏଲ ରାହୁଲ ୨୭ ରନ୍‌ କରିଛନ୍ତି। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ଡେଭିଡ ୱାର୍ଣ୍ଣର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପଞ୍ଜାବ ପାଇଁ କେଏଲ ରାହୁଲ ଓ ତାଙ୍କ […]

c

c

Hemant Lenka
  • Published: Saturday, 24 October 2020
  • Updated: 24 October 2020, 09:31 PM IST

Sports

Latest News

ଦୁବାଇ: ଭଲ ଆରମ୍ଭ ସତ୍ତ୍ୱେ କିଙ୍ଗସ ଏକାଦଶ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୨୬ ରନ୍‌ କରିଛି। ଫଳରେ ସନ ରାଇଜର୍ସ ହାଇଦ୍ରାବାଦ ଆଗରେ ୧୨୭ ରନ୍‌ର ଟାର୍ଗେଟ ରହିଛି। ପଞ୍ଜାବ ପକ୍ଷରୁ ନିକୋଲ୍ସ ପୂରନ ସର୍ବାଧିକ ୩୨ ରନ୍‌ର କରିଥିବା ବେଳେ କେଏଲ ରାହୁଲ ୨୭ ରନ୍‌ କରିଛନ୍ତି।

ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ଡେଭିଡ ୱାର୍ଣ୍ଣର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପଞ୍ଜାବ ପାଇଁ କେଏଲ ରାହୁଲ ଓ ତାଙ୍କ ନୂଆ ସହଯୋଗୀ ମନଦୀପ ସିଂହ ଦମଦାର ଆରମ୍ଭ କରିଥିଲେ। ଉଭୟ ୫ ଓଭର ସୁଦ୍ଧା ଦଳ ପାଇଁ ୩୭ ରନ୍‌ ଯୋଡ଼ିଥିଲେ। ତେବେ ଏହି ସମୟରେ ୧୭ ରନ୍‌ କରିଥିବା ମନଦୀପ ସିଂହଙ୍କୁ ସନ୍ଦୀପ ଶର୍ମା ଆଉଟ କରି ପଞ୍ଜାବକୁ ପ୍ରଥମ ଝଟକା ଦେଇଥିଲେ।

ଗେଲ କିଛି ବଡ଼ ଶଟ ଖେଳିଥିଲେ ହେଁ କେବଳ ୨୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଭଲ ଟଚ୍‌ରେ ଥିବା ରାହୁଲ(୨୭)ଙ୍କୁ ରଶିଦ ଖାନ୍‌ ଆଉଟ କରି ପଞ୍ଜାବ ବ୍ୟାଟିଂ ଲାଇନ ଅପକୁ ଛିନଛତ୍ର କରିଦେଇଥିଲେ। ଗ୍ଲେନ ମ୍ୟାକ୍ସୱେଲ(୧୨) ଓ ଦୀପକ ହୁଡା(୦) ପୁଣିଥରେ ସମସ୍ତଙ୍କୁ ନିରାଶ କରିଥିଲେ।

ଗୋଟିଏ ପଟେ ୱିକେଟ ଝଡ଼ି ଚାଲିଥିଲେ ହେଁ ପୂରନ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। କିନ୍ତୁ ଆଉ କେହି ବି ତାଙ୍କ ସାଥ ଦେଇ ନଥିଲେ। ସେ ଶେଷ ଯାଏ ଅପରାଜିତ ରହି ୩୨ ରନ୍‌ କରିଛନ୍ତ। ଅନ୍ୟମାନଙ୍କ ମଧ୍ୟରେ କ୍ରିସ ଜୋର୍ଡାନ ୭ ଓ ମୁରାଗନ ଅଶ୍ୱିନ ୪ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ହାଇଦ୍ରାବାଦ ପକ୍ଷରୁ ରଶିଦ ଖାନ, ଜେସନ ହୋଲ୍ଡର ଓ ସନ୍ଦୀପ ଶର୍ମା ୨ଟି ଲେଖାଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story