ରିଓ ଅଲିମ୍ପିକ୍‌: ୨-୨ରେ ଭାରତ-କାନାଡ଼ା ମ୍ୟାଚ୍‌ ଡ୍ର, ଅନିଶ୍ଚିତତାରେ ଭାରତର କ୍ୱାର୍ଟର ଫାଇନାଲ ଆଶା

ରିଓ ଡି ଜେନେରିଓ: କାନାଡ଼ା ବିପକ୍ଷ ମ୍ୟାଚ୍‌କୁ ୨-୨ ଗୋଲରେ ଡ୍ର ରଖିଛି ଭାରତ। ନିଜ ମାନ୍ୟତାଠାରୁ ବହୁ ତଳେ ଥିବା କାନାଡ଼ା ବିପକ୍ଷ ମ୍ୟାଚ୍‌କୁ ଷ୍ଟାଇଲରେ ଆରମ୍ଭ କରିଥିବା ଭାରତୀୟ ଦଳ କିନ୍ତୁ ଜିତିବାକୁ ସକ୍ଷମ ହୋଇ ନ ଥିଲା। ଏହି ଡ୍ର ପରେ ଭାରତ ତୃତୀୟ ସ୍ଥାନରେ ଥିଲେ ମଧ୍ୟ କ୍ୱାର୍ଟର ଫାଇନାଲକୁ ଯିବା ଅନିଶ୍ଚିତତା ମଧ୍ୟରେ ରହିଛି। ଚତୁର୍ଥ ସ୍ଥାନରେ ଥିବା ଆର୍ଜେଣ୍ଟିନା (୫ ପଏଣ୍ଟ) ଏବଂ ଆୟରଲାଣ୍ଡ (୩ ପଏଣ୍ଟ) ମଧ୍ୟରେ […]

hocky

hocky

Rakesh Mallick
  • Published: Friday, 12 August 2016
  • Updated: 12 August 2016, 11:23 PM IST

Sports

Latest News

ରିଓ ଡି ଜେନେରିଓ: କାନାଡ଼ା ବିପକ୍ଷ ମ୍ୟାଚ୍‌କୁ ୨-୨ ଗୋଲରେ ଡ୍ର ରଖିଛି ଭାରତ। ନିଜ ମାନ୍ୟତାଠାରୁ ବହୁ ତଳେ ଥିବା କାନାଡ଼ା ବିପକ୍ଷ ମ୍ୟାଚ୍‌କୁ ଷ୍ଟାଇଲରେ ଆରମ୍ଭ କରିଥିବା ଭାରତୀୟ ଦଳ କିନ୍ତୁ ଜିତିବାକୁ ସକ୍ଷମ ହୋଇ ନ ଥିଲା। ଏହି ଡ୍ର ପରେ ଭାରତ ତୃତୀୟ ସ୍ଥାନରେ ଥିଲେ ମଧ୍ୟ କ୍ୱାର୍ଟର ଫାଇନାଲକୁ ଯିବା ଅନିଶ୍ଚିତତା ମଧ୍ୟରେ ରହିଛି। ଚତୁର୍ଥ ସ୍ଥାନରେ ଥିବା ଆର୍ଜେଣ୍ଟିନା (୫ ପଏଣ୍ଟ) ଏବଂ ଆୟରଲାଣ୍ଡ (୩ ପଏଣ୍ଟ) ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ପରେ ଭାରତୀୟ ହକି ଦଳର ସ୍ଥିତି ସ୍ପଷ୍ଟ ହେବ।

ମ୍ୟାଚ୍‌ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମାର୍ଦ୍ଧରେ ଉଭୟ ଟିମ୍‌ ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲେ। ମ୍ୟାଚ୍‌ର ୩୩ତମ ମିନିଟରେ ଏକ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଆକାଶଦୀପ ସିଂହ ଭାରତକୁ ୧-୦ରେ ଅଗ୍ରଣୀ କରିଥିଲେ। ହେଲେ ଏହି ଖୁସି ବେଶି ସମୟ ରହି ନ ଥିଲା। କିଛି ସେକେଣ୍ଡ ବ୍ୟବଧାନରେ କାନାଡ଼ାର ସ୍କଟ୍‌ ଟୁପ୍ପର ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତି ୧-୧ରେ ବରାବର କରି ଦେଇଥିଲେ।

ମ୍ୟାଚ୍‌ର ୪୧ତମ ମିନିଟ୍‌ରେ ରାମଦୀପ ସିଂହଙ୍କ ଏକ ପାସ୍‌କୁ ଭି.ଆର.ରଘୁନାଥ ଗୋଲରେ ପରିଣତ କରି ଭାରତକୁ ୨-୧ର ଅଗ୍ରଣୀ ଦେଇଥିଲେ। ତେବେ ୫୨ ତମ ମିନିଟ୍‌ରେ ଟୁପ୍ପର ପୁଣି ଏକ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଦଳକୁ ସମାନ ସ୍ଥିତିକୁ ନେଇ ଆସିଥିଲେ। ମ୍ୟାଚ୍‌ରେ ଏହା ଥିଲା ଟୁପ୍ପରଙ୍କ ଦ୍ୱିତୀୟ ବ୍ୟକ୍ତିଗତ ଗୋଲ।

ମ୍ୟାଚ୍‌ର ଶେଷ ମୂହୁର୍ତ୍ତରେ ଭାରତ ଏକ ପେନାଲଟି କର୍ଣ୍ଣର ପାଇଥିଲେ ମଧ୍ୟ ଏହାକୁ ଗୋଲରେ ପରିଣତ କରିପାରି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story