ରିଓ ଡି ଜେନେରିଓ: ଭାରତୀୟ ନୌଚାଳକ ଦତ୍ତୁ ଭୋକନାଲ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ ‘ସି’କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଜି ପୁରଷ ବିଭାଗ ସିଙ୍ଗିଲ ସ୍କଲସ୍ରର ସେମିଫାଇନାଲରେ ସି/ଡି-୨ରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।
୭:୧୯:୦୨ ମିନିଟ୍ରେ ଦତ୍ତୁ ତାଙ୍କ ରେସ୍ ଶେଷ କରିଥିଲେ। ପ୍ରଥମ ସ୍ଥାନରେ ଥିବା ଦତ୍ତୁ ରେସ୍ ଶେଷର କିଛି ସେକେଣ୍ଡ ବ୍ୟବଧାନରେ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।