ରିଓ ଅଲିମ୍ପିକ୍‌: ଆମେରିକାଠାରୁ ହାରିଲା ଭାରତୀୟ ମହିଳା ହକି ଦଳ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଭାରତୀୟ ମହିଳା ହକି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ଆମେରିକାଠାରୁ ୩-୦ରେ ହାରି ଯାଇଛି ଦଳ। ଏହା ସହିତ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିବାର ବାଟ ଦଳ ପାଇଁ ପ୍ରାୟ ବନ୍ଦ ହୋଇଯାଇଛି। ୩୬ ବର୍ଷ ପରେ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ମହିଳା ହକି ଟିମ୍‌ର ଏହା ହେଉଛି ଲଗାତାର ତୃତୀୟ ପରାଜୟ। ଗ୍ରୁପ୍‌ ‘ବି’ରେ ଥିବା ଭାରତୀୟ ମହିଳା ହକି ଦଳ ୪ଟି […]

indian-women

indian-women

Rakesh Mallick
  • Published: Friday, 12 August 2016
  • Updated: 12 August 2016, 10:13 AM IST

Sports

Latest News

indian-womenରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଭାରତୀୟ ମହିଳା ହକି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ଆମେରିକାଠାରୁ ୩-୦ରେ ହାରି ଯାଇଛି ଦଳ। ଏହା ସହିତ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିବାର ବାଟ ଦଳ ପାଇଁ ପ୍ରାୟ ବନ୍ଦ ହୋଇଯାଇଛି।

୩୬ ବର୍ଷ ପରେ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ମହିଳା ହକି ଟିମ୍‌ର ଏହା ହେଉଛି ଲଗାତାର ତୃତୀୟ ପରାଜୟ। ଗ୍ରୁପ୍‌ ‘ବି’ରେ ଥିବା ଭାରତୀୟ ମହିଳା ହକି ଦଳ ୪ଟି ମ୍ୟାଚ୍‌ରୁ ମାତ୍ର ୧ ପଏଣ୍ଟ ପାଇଛି। ଜାପାନ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଦଳ କେବଳ ୨-୨ରେ ଡ୍ର’ ରଖିବାକୁ ସମର୍ଥ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଦଳ ବ୍ରିଟେନ୍ ଠାରୁ ୩-୦ରେ ଓ ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ୬-୧ରେ ହାରି ଥିଲା।

ଭାରତୀୟ ମହିଳା ହକି ଦଳ ତା’ର ଶେଷ ଗ୍ରୁପ୍ ମ୍ୟାଚ୍ ଆସନ୍ତାକାଲି ଆର୍ଜେଣ୍ଟିନା ବିପକ୍ଷରେ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story