ରିଓ ଅଲିମ୍ପିକ୍‌: ସାନିଆ-ବୋପାନ୍ନା ଯୋଡ଼ି କ୍ୱାର୍ଟର ଫାଇନାଲକୁ ଉନ୍ନୀତ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ର ମିକ୍ସଡ୍ ଡବଲ୍ସର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡ଼ି। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ସାମନ୍ଥା ସ୍ଟୋସୁର ଓ ଜନ୍ ପିୟର୍ସ ଯୋଡ଼ିକୁ ୭-୫, ୬-୪ରେ ହରାଇ ସେମାନେ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ପୂର୍ବରୁ ପୁରୁଷ ଡବଲ୍ସ ଓ ମହିଳା ଡବଲ୍ସରୁ ଉଭୟ ବୋପାନ୍ନା ଓ ସାନିଆ ବାଦ୍ ପଡ଼ି ସାରିଛନ୍ତି। ପୁରୁଷ ଡବଲ୍ସରେ ଲିଆଣ୍ଡର ପେସ୍‌ଙ୍କୁ ସାଥୀ କରି ଖେଳି ଥିଲେ […]

saina

saina

Rakesh Mallick
  • Published: Friday, 12 August 2016
  • Updated: 12 August 2016, 09:25 AM IST

Sports

Latest News

sainaରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ର ମିକ୍ସଡ୍ ଡବଲ୍ସର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡ଼ି। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ସାମନ୍ଥା ସ୍ଟୋସୁର ଓ ଜନ୍ ପିୟର୍ସ ଯୋଡ଼ିକୁ ୭-୫, ୬-୪ରେ ହରାଇ ସେମାନେ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି।

ପୂର୍ବରୁ ପୁରୁଷ ଡବଲ୍ସ ଓ ମହିଳା ଡବଲ୍ସରୁ ଉଭୟ ବୋପାନ୍ନା ଓ ସାନିଆ ବାଦ୍ ପଡ଼ି ସାରିଛନ୍ତି। ପୁରୁଷ ଡବଲ୍ସରେ ଲିଆଣ୍ଡର ପେସ୍‌ଙ୍କୁ ସାଥୀ କରି ଖେଳି ଥିଲେ ବୋପାନ୍ନା। ମହିଳା ଡବଲ୍ସରେ ପ୍ରାର୍ଥନା ଥମ୍ବରକୁ ସାଥୀ କରି ଖେଳି ଥିଲେ ସାନିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story