‘ଟେଷ୍ଟ ମ୍ୟାଚ୍‌ ୱିକେଟ କିପର ପାଇଁ ରିଷଭ ଫିଟ୍‌ ନୁହନ୍ତି’

ମୁମ୍ବାଇ: ଟିମ୍‌ ଇଣ୍ଡିଆର ୱିକେଟ କିପର ବ୍ୟାଟସ୍‌ମ୍ୟାନ୍‌ ରିଷଭ ପନ୍ତଙ୍କ ଖରାପ ଫର୍ମ ଯୋଗୁ ସେ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି। ଅନେକ କ୍ରିକେଟ ବିଶେଷଜ୍ଞ ଓ ଫ୍ୟାନ୍‌ମାନେ ରିଷଭଙ୍କୁ ଟାର୍ଗେଟ କରୁଥିବା ବେଳେ ଯୁବରାଜ ସିଂହଙ୍କ ଭଳି କିଛି ବ୍ୟକ୍ତିବିଶେଷ ପନ୍ତଙ୍କୁ ସମର୍ଥନ କରିଛନ୍ତି। ଏହିକ୍ରମରେ ଆଜି ଟିମ୍ ଇଣ୍ଡିଆର ପୂର୍ବତନ ୱିକେଟ କିପର ଦୀପ ଦାସଗୁପ୍ତା ମଧ୍ୟ ପନ୍ତଙ୍କ ବିରୋଧରେ ବୟାନ ଦେଇଛନ୍ତି। ଟେଷ୍ଟ ୱିକେଟ୍ ପାଇଁ ପନ୍ତ ଆଦୌ ଫିଟ୍ […]

qe

qe

Hemant Lenka
  • Published: Wednesday, 25 September 2019
  • Updated: 25 September 2019, 08:25 PM IST

Sports

Latest News

ମୁମ୍ବାଇ: ଟିମ୍‌ ଇଣ୍ଡିଆର ୱିକେଟ କିପର ବ୍ୟାଟସ୍‌ମ୍ୟାନ୍‌ ରିଷଭ ପନ୍ତଙ୍କ ଖରାପ ଫର୍ମ ଯୋଗୁ ସେ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି। ଅନେକ କ୍ରିକେଟ ବିଶେଷଜ୍ଞ ଓ ଫ୍ୟାନ୍‌ମାନେ ରିଷଭଙ୍କୁ ଟାର୍ଗେଟ କରୁଥିବା ବେଳେ ଯୁବରାଜ ସିଂହଙ୍କ ଭଳି କିଛି ବ୍ୟକ୍ତିବିଶେଷ ପନ୍ତଙ୍କୁ ସମର୍ଥନ କରିଛନ୍ତି। ଏହିକ୍ରମରେ ଆଜି ଟିମ୍ ଇଣ୍ଡିଆର ପୂର୍ବତନ ୱିକେଟ କିପର ଦୀପ ଦାସଗୁପ୍ତା ମଧ୍ୟ ପନ୍ତଙ୍କ ବିରୋଧରେ ବୟାନ ଦେଇଛନ୍ତି।

ଟେଷ୍ଟ ୱିକେଟ୍ ପାଇଁ ପନ୍ତ ଆଦୌ ଫିଟ୍ ନୁହନ୍ତି। ଟିମ୍ ଇଣ୍ଡିଆରେ ରିଦ୍ଧିମାନ ଶାହଙ୍କ ଭଳି ଖେଳାଳି ରହିଛନ୍ତି। ତେଣୁ ତାଙ୍କୁ ବାଦ୍ ଦେଇ ପନ୍ତଙ୍କୁ ୱିକେଟ୍ କିପିଂ ଦାୟିତ୍ୱ ଦେବା ଠିକ୍ ନୁହେଁ ବୋଲି ସେ ମତ ଦେଇଛନ୍ତି।

ସେ କହିଛନ୍ତି, “ଶାହ ଆହତ ସମସ୍ୟାରୁ ମୁକୁଳିବା ପରେ ଉଭୟ ବ୍ୟାଟିଂ ଏବଂ କିପିଂରେ କମାଲ କରିଛନ୍ତି। ଡୋମେଷ୍ଟିକ କ୍ରିକେଟରେ ସେ ଭଲ ପ୍ରଦର୍ଶନ କରିବାରୁ ତାଙ୍କୁ ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି। ଆହତରୁ ମୁକୁଳିବା ପରେ ତାଙ୍କୁ ଯିଏ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି, ସେ ତା’କୁ ସଫଳତାର କରି ଦେଖାଇଛନ୍ତି।

ବର୍ତ୍ତମାନ ସ୍ଥିତିରେ ସେ ବିଶ୍ୱର ଅନ୍ୟତମ ଭଲ ୱିକେଟ କିପର। ଏଥିରେ ସନ୍ଦେହ କରିବାର କୌଣସି କାରଣ ନାହିଁ। ତେବେ ଶାହଙ୍କ ବ୍ୟାଟିଂକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଯଦି ଭାରତ ୫ ଜଣ ବୋଲରଙ୍କୁ ଖେଳାଇବ, ତା’ହେଲେ ଦଳରେ ଶାହଙ୍କ ବ୍ୟାଟିଂ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ଆହତ ପରେ ତାଙ୍କୁ ଯେତିକିଟି ବି ମ୍ୟାଚ୍‌ ମିଳିଥିଲା, ସେ ରନ୍‌ କରିଛନ୍ତି। ସେ ଭାରତ ‘ଏ’ ପାଇଁ ନିୟମିତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ହଁ ଯଦି କୁହାଯିବ ପନ୍ତଙ୍କ ତୁଳନାରେ ଶାହ ଭଲ ବ୍ୟାଟସମ୍ୟାନ ନୁହନ୍ତି, ତା’ହେଲେ ଏକଥାକୁ ମୁଁ ସ୍ୱୀକାର କରିବି। ଏବେ ପ୍ରଶ୍ନ ଉଠୁଛି, ଆପଣ ଭଲ କିପର ଚାହାନ୍ତି ନା ଭଲ ବ୍ୟାଟସମ୍ୟାନ୍‌?”

ପନ୍ତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଯଥାକ୍ରମେ ୨୭, ୨୪, ୭ ଓ ୧୧ ରନ୍‌ କରିଥିଲେ। ଏହି ସିରିଜ୍‌ରେ ୧୧ଟି କ୍ୟାଚ୍‌ ଧରିଥିବା ବେଳେ କୌଣସି ଷ୍ଟମ୍ପିଂ କରିନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଦୀପ ଦାସଗୁପ୍ତା ଦକ୍ଷିଣ ଆଫ୍ରିକା ସିରିଜ୍‌ ପାଇଁ ପନ୍ତଙ୍କ ବଦଳରେ ଶାହଙ୍କୁ ଅଧିକ ପସନ୍ଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story