ଧୋନିଙ୍କ ସମକକ୍ଷ ହେଲେ, ହେଟମେୟରଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

ରାଞ୍ଚି: ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଚମତ୍କାର ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଏହା ରୋହିତଙ୍କ ତୃତୀୟ ଶତକ। ସେହିପରି ତାଙ୍କ ଟେଷ୍ଟ କ୍ୟାରିୟରର ଏହା ୬ଷ୍ଠ ଶତକ। ତେବେ ଆଜିର ଇନିଂସ୍‌ରେ ରୋହିତ ଏକାଧିକ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଥମେ ଗୋଟିଏ ଟେଷ୍ଟ ସିରିଜ୍‌ରେ ସର୍ବାଧିକ ଛକା ମାରିବା ରେକର୍ଡ ରୋହିତ ନିଜ ନାଁରେ କରିଛନ୍ତି। ପୂର୍ବରୁ ୱେଷ୍ଟଇଣ୍ଡିଜର […]

d

d

Hemant Lenka
  • Published: Saturday, 19 October 2019
  • Updated: 19 October 2019, 03:30 PM IST

Sports

Latest News

ରାଞ୍ଚି: ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଚମତ୍କାର ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଏହା ରୋହିତଙ୍କ ତୃତୀୟ ଶତକ। ସେହିପରି ତାଙ୍କ ଟେଷ୍ଟ କ୍ୟାରିୟରର ଏହା ୬ଷ୍ଠ ଶତକ। ତେବେ ଆଜିର ଇନିଂସ୍‌ରେ ରୋହିତ ଏକାଧିକ ରେକର୍ଡ ସୃଷ୍ଟି କରିଛନ୍ତି।

ପ୍ରଥମେ ଗୋଟିଏ ଟେଷ୍ଟ ସିରିଜ୍‌ରେ ସର୍ବାଧିକ ଛକା ମାରିବା ରେକର୍ଡ ରୋହିତ ନିଜ ନାଁରେ କରିଛନ୍ତି। ପୂର୍ବରୁ ୱେଷ୍ଟଇଣ୍ଡିଜର ବ୍ୟାଟସ୍‌ମ୍ୟାନ ଶିମରନ୍‌ ହେଟମେୟର ୨୦୧୮/୧୯ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ୧୫ଟି ଛକା ମାରିଥିଲେ। ହେଲେ ଆଜି ରୋହିତ ଏହି ରକେର୍ଡକୁ ଭାଙ୍ଗି ଦେଇଛନ୍ତି। ରୋହିତ ଆଜି ୧୧୭ ରନ୍‌ କରି ଅପରାଜିତ ରହିଛନ୍ତି।

ଏହି ଇନିଂସ୍‌ରେ ସେ ୧୪ଟି ଚୌକା ଓ ୪ଟି ଛକା ମାରିଛନ୍ତି। ଦକ୍ଷିଣ ଆଫ୍ରିକାର ସ୍ପିନ ବୋଲର ଡେନ୍‌ ପିଟ୍‌ଙ୍କୁ ରୋହିତ ଛକା ମାରି ନିଜର ଶତକ ହାସଲ କରିଥିଲେ। ଏହି ଛକା ସହ ସେ ହେଟମେୟରଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଇଂଲିଶ ଅଲରାଉଣ୍ଡର କେବଳ ୨୦୧୯ରେ ୧୫ଟି ଛକା ମାରିଥିଲେ। ରୋହିତ ଆଜି ଉକ୍ତ ରେକର୍ଡକୁ ମଧ୍ୟ ଟପି ଯାଇଛନ୍ତି।

ସେହିପରି ରୋହିତ ଆଜି ତାଙ୍କ ଟେଷ୍ଟ କ୍ୟାରିୟରର ୬ଷ୍ଠ ଶତକ ହାସଲ କରିଛନ୍ତି। ଏପରି କରିବାରେ ରୋହିତ ଟିମ୍‌ ଇଣ୍ଡିଆର ବ୍ୟାଟସମ୍ୟାନ ମହେନ୍ଦ୍ର ସିଂହ ଓ ପୂର୍ବତନ ଖେଳାଳି ଏମଏକେ ପଟୌଦିଙ୍କ ସମକକ୍ଷ ହୋଇଛନ୍ତି। ଧୋନି ତାଙ୍କର ୯୦ ତମ ମ୍ୟାଚ୍‌ରେ ୬ଷ୍ଠ ଶତକ ହାସଲ କରିଥିଲେ। ହେଲେ ରୋହିତ ୩୦ତମ ମ୍ୟାଚ୍‌ରେ ଏହାର ସମକକ୍ଷ ହୋଇଛନ୍ତି।

ରୋହିତ ଟିମ୍‌ ଇଣ୍ଡିଆର ଦ୍ୱିତୀୟ ଓପନର ଭାବେ ଗୋଟିଏ ଟେଷ୍ଟ ସିରିଜ୍‌ରେ ୩ଟି ଶତକ ହାସଲ କରିବାର କୀର୍ତ୍ତିମାନ ହାସଲ କରିଛନ୍ତି।  କରିଛନ୍ତି। ଏହାପୂର୍ବରୁ ସୁନୀଲ ଗାଭାସ୍କର ଏକମାତ୍ର ଭାରତୀୟ ଓପନର ଭାବେ ଗୋଟିଏ ଟେଷ୍ଟ ସିରିଜ୍‌ରେ ୩ଟି ଶତକ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story