ଆଇଓସି ସଭାପତିଙ୍କୁ ଭେଟିଲେ ସଚୀନ

ରିଓ ଡି ଜେନେରିଓ:ବ୍ରାଜିଲ୍‌ର ରିଓ ଡି ଜେନେରିଓରେ ଚାଲିଥିବା ଅଲିମ୍ପିକ୍‌ ଅବସରରେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି)ର ସଭାପତି ଥୋମାସ୍‌ ବେଚ୍‌ଙ୍କୁ ଭେଟିଛନ୍ତି ଭାରତୀୟ କ୍ରିକେଟ ଆଇକନ୍‌ ସଚୀନ ତେନ୍ଦୁଲକର। ଏହି ଭେଟକୁ ସଚୀନ ଅତି ଉତ୍ତମ ବୋଲି କହିଛନ୍ତି। ଭାରତର ସଦ୍‌ଭାବନା ଦୂତ ଭାବେ ସେ ସେଠାକୁ ଯାଇଛନ୍ତି। ସେ ଦୁଇ ଦିନ ହେବ ଅଲିମ୍ପିକ୍‌ର ବିଭିନ୍ନ ପ୍ରତିଯୋଗିତା ଦେଖିଛନ୍ତି। ୯୨ ବର୍ଷ ପରେ ଅଲିମ୍ପିକ୍‌କୁ ଫେରିଥିବା ରଗ୍‌ବୀ ମ୍ୟାଚ୍‌କୁ ସେ ଗତକାଲି ଉପଭୋଗ କରି […]

ioc

ioc

Rakesh Mallick
  • Published: Sunday, 07 August 2016
  • Updated: 07 August 2016, 04:00 PM IST

Sports

Latest News

ରିଓ ଡି ଜେନେରିଓ:ବ୍ରାଜିଲ୍‌ର ରିଓ ଡି ଜେନେରିଓରେ ଚାଲିଥିବା ଅଲିମ୍ପିକ୍‌ ଅବସରରେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି)ର ସଭାପତି ଥୋମାସ୍‌ ବେଚ୍‌ଙ୍କୁ ଭେଟିଛନ୍ତି ଭାରତୀୟ କ୍ରିକେଟ ଆଇକନ୍‌ ସଚୀନ ତେନ୍ଦୁଲକର। ଏହି ଭେଟକୁ ସଚୀନ ଅତି ଉତ୍ତମ ବୋଲି କହିଛନ୍ତି।

ଭାରତର ସଦ୍‌ଭାବନା ଦୂତ ଭାବେ ସେ ସେଠାକୁ ଯାଇଛନ୍ତି। ସେ ଦୁଇ ଦିନ ହେବ ଅଲିମ୍ପିକ୍‌ର ବିଭିନ୍ନ ପ୍ରତିଯୋଗିତା ଦେଖିଛନ୍ତି। ୯୨ ବର୍ଷ ପରେ ଅଲିମ୍ପିକ୍‌କୁ ଫେରିଥିବା ରଗ୍‌ବୀ ମ୍ୟାଚ୍‌କୁ ସେ ଗତକାଲି ଉପଭୋଗ କରି ଥିଲେ।

ଗତକାଲି ସଚୀନ ତାଙ୍କ ଟ୍ୱିଟ୍ଟର ପେଜ୍‌ରେ ଟ୍ୱିଟ୍‌ କରି କହିଛନ୍ତି,“ଆଇଓସିର ସଭାପତି ଥୋମାସ୍‌ ବେଚଙ୍କ ସହ ସାକ୍ଷାତ ହେବା ଅତି ଉତ୍ତମ କଥା। ତାଙ୍କ ସହ କିଛି ସମୟ କଟାଇ ବହୁତ ଖୁସି ଅନୁଭବ କରିଛି।”

https://twitter.com/sachin_rt/status/762171637189976064

ସଚୀନ ଗତକାଲି ପାର୍ଥନା ଥାମ୍ବେ ଓ ସାନିଆ ମିର୍ଜାଙ୍କ ମ୍ୟାଚ୍‌ ଦେଖିଥିଲେ। ଆଣ୍ଠୁ ଅସ୍ତ୍ରପୋଚାର ପରେ ବି ସେ ଭାରତୀୟ ଆଥ୍‌ଲେଟ୍‌ଙ୍କୁ ଉତ୍ସାହିତ କରିବାକୁ ମ୍ୟାଚ୍‌ ବେଳେ ଉପସ୍ଥିତ ରହିଥିଲେ। ଏହାସହ ସେ ଗତକାଲି ପରାଜିତ ହୋଇ ଇଭେଣ୍ଟରୁ ବାଦ୍‌ ପଡିଥିବା ଲିଆଣ୍ଡର ପେସ୍‌ ଓ ରୋହନ ବୋପାନ୍ନାଙ୍କ ମ୍ୟାଚ୍‌ ମଧ୍ୟ ଦେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story