ପାକିସ୍ତାନ ଟିମ୍‌ରେ ସଚିନ୍‌ ଖେଳିଛନ୍ତି ଗୋଟିଏ ମ୍ୟାଚ୍, ଧୋନୀ ମାରି ନାହାଁନ୍ତି ଶତକ: ଜାଣନ୍ତୁ କ୍ରିକେଟ୍‌ ଜଗତର ଅନେକ ଅଜଣା ତଥ୍ୟ

ଭାରତରେ କ୍ରିକେଟର ଲୋକପ୍ରିୟତା କହିଲେ ନ ସରେ। ଭାରତରେ ବିଭିନ୍ନ ଧର୍ମ ମଧ୍ୟରୁ କ୍ରିକେଟ୍‌କୁ ମଧ୍ୟ ଗୋଟିଏ ଧର୍ମ ବୋଲି ମାନିଥାନ୍ତିଁ। କେବଳ କ୍ରିକେଟ୍‌ ନୁହଁ ଏଠାରେ ଖେଳାଳିମାନେ ମଧ୍ୟ ଅନେକ ଲୋକପ୍ରିୟ।  ଏହି ପ୍ରିୟ ଖେଳାଳିଙ୍କ ବିଷୟରେ ଜାଣିବା ପାଇଁ  ଫ୍ୟାନଙ୍କ ଅନେକ ଆଗ୍ରହ ରହିଥାଏ। କ୍ରିକେଟ୍‌ ଓ ଖେଳାଳିଙ୍କୁ ନେଇ ଏମିତି କିଛି ଅଜଣା କଥା ଅଛି ଅନେକ ହୁଏତ ଏହାକୁ ଜାଣି ନଥିବେ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। 1- ବିଶ୍ୱ କ୍ରିକେଟ୍‌ରେ […]

dhoni

dhoni

Rakesh Mallick
  • Published: Saturday, 24 June 2017
  • Updated: 24 June 2017, 09:58 PM IST

Sports

Latest News

ଭାରତରେ କ୍ରିକେଟର ଲୋକପ୍ରିୟତା କହିଲେ ନ ସରେ। ଭାରତରେ ବିଭିନ୍ନ ଧର୍ମ ମଧ୍ୟରୁ କ୍ରିକେଟ୍‌କୁ ମଧ୍ୟ ଗୋଟିଏ ଧର୍ମ ବୋଲି ମାନିଥାନ୍ତିଁ। କେବଳ କ୍ରିକେଟ୍‌ ନୁହଁ ଏଠାରେ ଖେଳାଳିମାନେ ମଧ୍ୟ ଅନେକ ଲୋକପ୍ରିୟ।  ଏହି ପ୍ରିୟ ଖେଳାଳିଙ୍କ ବିଷୟରେ ଜାଣିବା ପାଇଁ  ଫ୍ୟାନଙ୍କ ଅନେକ ଆଗ୍ରହ ରହିଥାଏ। କ୍ରିକେଟ୍‌ ଓ ଖେଳାଳିଙ୍କୁ ନେଇ ଏମିତି କିଛି ଅଜଣା କଥା ଅଛି ଅନେକ ହୁଏତ ଏହାକୁ ଜାଣି ନଥିବେ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।

1- ବିଶ୍ୱ କ୍ରିକେଟ୍‌ରେ ଗଡ୍‌ ଅଫ କ୍ରିକେଟ୍ ନାଁରେ ସଚିନ ତେନ୍ଦୁଲକର ଜଣାଶୁଣା। ସେ ରେକର୍ଡ ପରେ ରେକର୍ଡ କରି ବନିଯାଇଛନ୍ତି ରେକର୍ଡ ମ୍ୟାନ୍। କିନ୍ତୁ ଆପଣ ଜାଣନ୍ତି କି 1987 ମସିହା ଭାରତ ପାକିସ୍ତାନ ମଧ୍ୟରେ ମୁମ୍ବାଇରେ ଖେଳାଯାଉଥିବା ଏକ ମ୍ୟାଚେରେ ସଚିନ ପାକିସ୍ତାନ ଦଳ ସପକ୍ଷରେ ଏକ ଅଭ୍ୟାସ ମ୍ୟାଚ ଖେଲିଥିଲେ। ଏହି ମ୍ୟାଚରେ ଖେଲିବା ପାଇଁ ପାକିସ୍ତାନ ପକ୍ଷରୁ ଜଣେ ଖେଳାଳି କମ ଥିଲେ। ସେଥିପାଇଁ ସଚିନଙ୍କୁ ବାଧ୍ୟ ହୋଇ ପାକିସ୍ତାନ ପକ୍ଷରୁ ଖେଳିବାକୁ ପଡିଥିଲା।

2- ଆଜିକାଲି ଦିନିକିଆ ମ୍ୟାଚ୍‌ରେ 300 ରନ ସ୍ୱାଭାବିକ। ବେଳେବେଳେ 400 ରନ ହୋଇଯାଉଛି।  କିନ୍ତୁ 2000 ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ମାତ୍ର 54 ରନ କରି ଆଉଟ୍‌ ହୋଇଯାଇଥିଲା। କେବଳ ସେତିକି ନୁହେଁ 1974 ରେ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଭାରତ ଟେଷ୍ଟ ମ୍ୟାଚର ଗୋଟିଏ ଇଁନିସରେ ମାତ୍ର 42 ରନ କରିବାରେ ହିଁ ସକ୍ଷମ ହୋଇଥିଲା।

3- ହେଲିକ୍ୟାପ୍ଟର ସର୍ଟ ପାଇଁ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ ମ୍ୟାଚ ଫିନିସର ଭାବେ ମଧ୍ୟ ଜଣାଶୁଣା। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଧୋନୀ ଏସିଆ ବାହାରେ କେବେ ବି ଶତକ ହାସଲ କରିନାହାଁନ୍ତି।

4- ଲୋକପ୍ରିୟ ଭାରତୀୟ ବ୍ୟାଟ୍ସମ୍ୟାନ ଭିଭିଏସ  ଲକ୍ଷ୍ମଣ ଜୀବନରେ 100 ଟେଷ୍ଟ ମ୍ୟାଚ ଖେଳିଥିଲେ ମଧ୍ୟ କେବେବି ବିଶ୍ୱ କପ ଖେଳି ନାହାଁନ୍ତି।

5-ଭାରତର ପୂର୍ବତନ ଖେଳାଳି ଅମରେନ୍ଦ୍ର ନାଥ ବ୍ୟାଟିଂ କରୁଥିବା ସମୟରେ ନିଜ ଚୁଟି ଧିରି ପାକିଇବାରୁ ଅମ୍ପିୟାର ତାଙ୍କୁ ଆଉଟ ଦେଇଥିଲେ। ବିପକ୍ଷ ଖେଳାଳି ଫିଲଡିଂ କରୁଥିବା ସମସୟରେ ଅମରେନ୍ଦ୍ର ନାଥ ବାଧା ଦେବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଅମ୍ପିୟାର ଆଉଟ୍‌ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story