ସହିଦଙ୍କୁ ସମ୍ମାନ ଜଣାଇବାକୁ ପାକିସ୍ତାନକୁ ହରାଇବୁ: ଶ୍ରୀଜେଶ

ବେଙ୍ଗାଲୁରୁ: ସୀମାରେ ସହିଦ ହେଉଥିବା ଯବାନଙ୍କ ପାଇଁ ଆସନ୍ତା ମାସରେ ମାଲେସିଆରେ ହେବାକୁ ଥିବା ଏସିଆନ୍ ଚାମ୍ପିଅନ୍‌ସିପ୍‌ ଟ୍ରଫିରେ ଆମେ ପାକିସ୍ତାନକୁ ହରାଇବାକୁ ଆଜି ପ୍ରତିଜ୍ଞା ନେଉଛୁ ବୋଲି କହିଛନ୍ତି ଭାରତୀୟ ହକି ଟିମ୍‌ର ଅଧିନାୟକ ପି.ଆର୍ ଶ୍ରୀଜେଶ। ସେ କହିଛନ୍ତି,“ଭାରତ-ପାକିସ୍ତାନ ମ୍ୟାଚ୍‌କୁ ହକି ପ୍ରେମୀମାନେ ସବୁବେଳେ ଉତ୍କଣ୍ଠାର ସହିତ ଦେଖନ୍ତି। ମାଲେସିଆରେ ଆମେ ଆମର ଶତପ୍ରତିଶତ ଖେଳ ପ୍ରଦର୍ଶନ କରିବାକୁ ଚାହୁଁ। ଆମେ ଆମ ଦେଶର ଯବାନଙ୍କୁ ନିରାଶ କରିବାକୁ ଚାହୁଁନାହୁଁ। ସେମାନେ ଆମ ପାଇଁ […]

sreejesh

sreejesh

Rakesh Mallick
  • Published: Wednesday, 28 September 2016
  • Updated: 28 September 2016, 06:39 PM IST

Sports

Latest News

ବେଙ୍ଗାଲୁରୁ: ସୀମାରେ ସହିଦ ହେଉଥିବା ଯବାନଙ୍କ ପାଇଁ ଆସନ୍ତା ମାସରେ ମାଲେସିଆରେ ହେବାକୁ ଥିବା ଏସିଆନ୍ ଚାମ୍ପିଅନ୍‌ସିପ୍‌ ଟ୍ରଫିରେ ଆମେ ପାକିସ୍ତାନକୁ ହରାଇବାକୁ ଆଜି ପ୍ରତିଜ୍ଞା ନେଉଛୁ ବୋଲି କହିଛନ୍ତି ଭାରତୀୟ ହକି ଟିମ୍‌ର ଅଧିନାୟକ ପି.ଆର୍ ଶ୍ରୀଜେଶ।

ସେ କହିଛନ୍ତି,“ଭାରତ-ପାକିସ୍ତାନ ମ୍ୟାଚ୍‌କୁ ହକି ପ୍ରେମୀମାନେ ସବୁବେଳେ ଉତ୍କଣ୍ଠାର ସହିତ ଦେଖନ୍ତି। ମାଲେସିଆରେ ଆମେ ଆମର ଶତପ୍ରତିଶତ ଖେଳ ପ୍ରଦର୍ଶନ କରିବାକୁ ଚାହୁଁ। ଆମେ ଆମ ଦେଶର ଯବାନଙ୍କୁ ନିରାଶ କରିବାକୁ ଚାହୁଁନାହୁଁ। ସେମାନେ ଆମ ପାଇଁ ସୀମାରେ ପ୍ରାଣବଳୀ ଦେଉଛନ୍ତି।”

ସୂଚନାଯୋଗ୍ୟ, ଶ୍ରୀଜେଶ ଏହା କହିବା ବେଳେ ଉରୀରେ ବିଏସ୍‌ଏଫ୍ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ହମ୍‌ଲା କଥା ଉଲ୍ଲେଖ କରି ନ ଥିଲେ।

ଶ୍ରୀଜେଶ କହିଛନ୍ତି,“ପାକିସ୍ତାନ ଏବେ ନିମ୍ନମାନର ହକି ଖେଳୁଛି। କିନ୍ତୁ ମାନସିକ ସ୍ତରରେ ସେମାନେ ଭାରି ଦୃଢ଼। ସେମାନେ ଯେକୌଣସି ସମୟରେ ଯେକୌଣସି ଟିମ୍‌କୁ ହରାଇ ପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story