ଏଥର ଆପିଏଲ୍‌ରେ ରାଗ କମ୍‌ ମିଠା ବେଶି

ନୂଆଦିଲ୍ଲୀ: ଛୋଟମୋଟ ପ୍ରସଙ୍ଗକୁ କେନ୍ଦ୍ର କରି ସୃଷ୍ଟି ହୁଏ ବିବାଦ। ବିବାଦରୁ କଳି। ଆଉ ତା’ପରେ ହାତାହାତି । ସେ ପୁଣି ପଡ଼ିଆ ମଝିରେ। ଆଗରୁ ପ୍ରାୟ ସବୁ ଆଇପିଏଲ ମ୍ୟାଚ୍‌ରେ ଏମିତି କିଛି ଘଟଣା ଘଟିଥିବା ନଜର ରହିଛି। ମତାନ୍ତର ମନାନ୍ତରକୁ ନେଇ କେତେକ ଖେଳାଳି  ଚର୍ଚ୍ଚାରେ ରୁହନ୍ତି।  ହେଲେ ଏଥର  ଆଇପିଏଲରେ ଚିତ୍ର ସମ୍ପୂର୍ଣ୍ଣ ଅଲଗା । କଳହ ଓ ବିବାଦକୁ ନେଇ ଯେଉଁ ସିନିୟର ଖେଳାଳିମାନେ ଅପବାଦର କଳଙ୍କ ମୁଣ୍ଡାଇଥିଲେ ସେମାନେ ଏଥର […]

yuvraj

yuvraj

Rakesh Mallick
  • Published: Tuesday, 09 May 2017
  • Updated: 09 May 2017, 03:20 PM IST

Sports

Latest News

ନୂଆଦିଲ୍ଲୀ: ଛୋଟମୋଟ ପ୍ରସଙ୍ଗକୁ କେନ୍ଦ୍ର କରି ସୃଷ୍ଟି ହୁଏ ବିବାଦ। ବିବାଦରୁ କଳି। ଆଉ ତା’ପରେ ହାତାହାତି । ସେ ପୁଣି ପଡ଼ିଆ ମଝିରେ। ଆଗରୁ ପ୍ରାୟ ସବୁ ଆଇପିଏଲ ମ୍ୟାଚ୍‌ରେ ଏମିତି କିଛି ଘଟଣା ଘଟିଥିବା ନଜର ରହିଛି। ମତାନ୍ତର ମନାନ୍ତରକୁ ନେଇ କେତେକ ଖେଳାଳି  ଚର୍ଚ୍ଚାରେ ରୁହନ୍ତି।  ହେଲେ ଏଥର  ଆଇପିଏଲରେ ଚିତ୍ର ସମ୍ପୂର୍ଣ୍ଣ ଅଲଗା । କଳହ ଓ ବିବାଦକୁ ନେଇ ଯେଉଁ ସିନିୟର ଖେଳାଳିମାନେ ଅପବାଦର କଳଙ୍କ ମୁଣ୍ଡାଇଥିଲେ ସେମାନେ ଏଥର ସୁନାପିଲା ପାଲଟିଯାଇଛନ୍ତି।  ସେହି ଖେଳାଳିଙ୍କ ମିଜାଜ୍‌ରେ ଆସିଛି ପରିବର୍ତ୍ତନ। ବଦଳିଛି ଆଚରଣ । ଆଉ ବଦଳିଛି ବ୍ୟବହାର। ଏଥର ସେହି ସିନିୟରମାନେ ଜୁନିୟରଙ୍କୁ ସାହାଯ୍ୟ ସହାୟତା କରିବାର ନଜରକୁ ଆସିଛି। କୋଲକତା ନାଇଟରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ କୋଲକତାର ରବିନ ଉତ୍ଥାପ୍ପା ଏବଂ ହାଇଦ୍ରାବାଦର ସିଦ୍ଧାର୍ଥ କୌଲଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ଉପୁଜିଥିଲା।

ଏହି ସମୟରେ ଯୁବରାଜ ସିଂ ଉତ୍ଥାପ୍ପାଙ୍କୁ ବୁଝାଉ ଥିବା ଲକ୍ଷ୍ୟ କରାଯାଇଥିଲା। ସେହିପରି ଦିଲ୍ଲୀ ଡେୟାଡେଭିଲ୍‌ସ୍‌ର ଜଣେ ଖେଳାଳିଙ୍କ ଜୋତା ଖୋଲିଯାଇଥିଲା ବେଳେ  ଯୁବରାଜ ବିନା ଦ୍ୱିଧାରେ ତାଙ୍କୁ ଜୋତା ପିନ୍ଧାଇ ଦେଇଥିଲେ। ସେହିପରି ଆଉ ଏକ ମ୍ୟାଚ୍‌ରେ ଦିଲ୍ଲୀର ରିଷଭ ପନ୍ଥ ଦମଦାର୍ ୯୭ ରନ କରି ଶତକରୁ ବଞ୍ଚିତ ହୋଇଥିଲେ। ଆଉ ଏହି ସମୟରେ  ଗୁଜୁରାଟର ଅଧିନାୟକ ସୁରେଶ ରୈନା ତାଙ୍କ ପିଠି ଥାପୁଡ଼ାଇ  ସାହସ ବଢାଇଥିଲେ। ଏହି ସିନସିୟର ଖେଳାଳିଙ୍କ  ଏମିତି ବ୍ୟବହାର କ୍ରିକେଟ ପ୍ରେମୀଙ୍କ ହୃଦୟ ଜିତି ପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story