୫ମ ଥର ପାଇଁ ବାପା ହେଲେ ଆଫ୍ରିଦି

ଇସଲାମାବାଦ: ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ତଥା ଷ୍ଟାର କ୍ରିକେଟର ଶାହିଦ ଆଫ୍ରିଦି ୫ମଥର ପାଇଁ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ପୁଣିଥରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ପୂର୍ବରୁ ମଧ୍ୟ ଆଫ୍ରିଦିଙ୍କର ୪ଟି ଝିଅ ଥିଲେ। ଏବେ ତାଙ୍କ ଘରକୁ ଆଉ ଜଣେ କନ୍ୟା ସନ୍ତାନ ଆସିଛନ୍ତି। ୫ମ କନ୍ୟା ସନ୍ତାନର ବାପା ହେବା ପରେ ଆଫ୍ରିଦି ନିଜେ ତାଙ୍କ ସମସ୍ତ ଝିଅମାନଙ୍କ ସହ ଉଠାଇଥିବା ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଫଟୋ ପୋଷ୍ଟ […]

w

w

Hemant Lenka
  • Published: Saturday, 15 February 2020
  • Updated: 15 February 2020, 06:15 PM IST

Sports

Latest News

ଇସଲାମାବାଦ: ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ତଥା ଷ୍ଟାର କ୍ରିକେଟର ଶାହିଦ ଆଫ୍ରିଦି ୫ମଥର ପାଇଁ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ପୁଣିଥରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ପୂର୍ବରୁ ମଧ୍ୟ ଆଫ୍ରିଦିଙ୍କର ୪ଟି ଝିଅ ଥିଲେ। ଏବେ ତାଙ୍କ ଘରକୁ ଆଉ ଜଣେ କନ୍ୟା ସନ୍ତାନ ଆସିଛନ୍ତି।

୫ମ କନ୍ୟା ସନ୍ତାନର ବାପା ହେବା ପରେ ଆଫ୍ରିଦି ନିଜେ ତାଙ୍କ ସମସ୍ତ ଝିଅମାନଙ୍କ ସହ ଉଠାଇଥିବା ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଫଟୋ ପୋଷ୍ଟ କରି ଆଫ୍ରିଦି ନିଜକୁ ଆଉ ଏକ କନ୍ୟା ସନ୍ତାନର ବାପା ହୋଇଥିବାରୁ ଧନ୍ୟ ମନେ କରିଛନ୍ତି।

ଆଫ୍ରିଦିଙ୍କ ୪ କନ୍ୟା ସନ୍ତାନଙ୍କ ନାଁ ହେଉଛି ଆକସା, ଆନଶା, ଅଜୱା ଓ ଆସମରା। ଏହି ସବୁ ନାଁ ଆଫ୍ରିଦି ତାଙ୍କ ଫ୍ୟାନମାନଙ୍କ ଠାରୁ ବୁଝି ରଖିଛନ୍ତି। ଏବେ ଏହି ପରମ୍ପରାକୁ ଆଗକୁ ନେବା ପାଇଁ ସେ ଫ୍ୟାନମାନଙ୍କୁ ହିଁ ତାଙ୍କ ୫ମ କନ୍ୟା ସନ୍ତାନର ନାଁ କ’ଣ ରହିବ, ସେକଥା ପଚାରିଛନ୍ତି। ଆଫ୍ରିଦି ଏହି ପୋଷ୍ଟ କରିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି।

ଆଫ୍ରିଦି ପାକିସ୍ତାନ ପାଇଁ ୨୭ଟି ଟେଷ୍ଟ, ୩୯୮ ଦିନିକିଆ ଓ ୯୯ଟି ଟି-୨୦ ମ୍ୟାଚ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story