ମୁମ୍ବାଇ ଇଣ୍ଡିଆନ୍ସ ଗ୍ଲୋବ୍ସ ପିନ୍ଧି ପାକିସ୍ତାନରେ ମ୍ୟାଚ୍‌ ଖେଳିଲେ, ସୋଶାଲ ମିଡିଆରେ ହଙ୍ଗାମା

ନୂଆଦିଲ୍ଲୀ: କରୋନା କଟକଣା ଭିତରେ ଆଇପିଏଲ ୟୁଏଇରେ ଆରମ୍ଭ ହେବା କ୍ଷଣି ପାକିସ୍ତାନ ମଧ୍ୟ ନିଜ ଦେଶରେ ପିଏସ୍‌ଏଲ ଆରମ୍ଭ କରିଥିଲା। ଆଇପିଏଲରେ ପାକିସ୍ତାନର କୌଣସି ଖେଳାଳିଙ୍କୁ ସୁଯୋଗ ମିଳୁନାହିଁ। ଏହାକୁ ନେଇ ଅନେକ ସମୟରେ ପାକିସ୍ତାନବାସୀ ଓ ଦେଶର କ୍ରିକେଟ ପଣ୍ଡିତମାନେ ବିସିସିଆଇକୁ ଟାର୍ଗେଟ କରନ୍ତି। ହେଲେ ଖୋଦ୍‌ ପାକିସ୍ତାନରେ ଆଇପିଏଲର ଛାପ ଦେଖିବାକୁ ମିଳିଛି। ପିଏସ୍‌ଏଲ ଖେଳିବାକୁ ଷ୍ଟାର ବ୍ୟାଟସମ୍ୟାନ ଶେରଫେନ ରଥରଫୋର୍ଡ ମୁମ୍ବାଇ ଇଣ୍ଡିଆନ୍ସର ଜ୍ୟାକେଟ୍‌ ପିନ୍ଧି ପାକିସ୍ତାନରେ ଅବତରଣ କରିଥିଲେ। କାରଣ […]

tg

tg

Hemant Lenka
  • Published: Tuesday, 17 November 2020
  • Updated: 18 November 2020, 07:17 AM IST

Sports

Latest News

ନୂଆଦିଲ୍ଲୀ: କରୋନା କଟକଣା ଭିତରେ ଆଇପିଏଲ ୟୁଏଇରେ ଆରମ୍ଭ ହେବା କ୍ଷଣି ପାକିସ୍ତାନ ମଧ୍ୟ ନିଜ ଦେଶରେ ପିଏସ୍‌ଏଲ ଆରମ୍ଭ କରିଥିଲା। ଆଇପିଏଲରେ ପାକିସ୍ତାନର କୌଣସି ଖେଳାଳିଙ୍କୁ ସୁଯୋଗ ମିଳୁନାହିଁ। ଏହାକୁ ନେଇ ଅନେକ ସମୟରେ ପାକିସ୍ତାନବାସୀ ଓ ଦେଶର କ୍ରିକେଟ ପଣ୍ଡିତମାନେ ବିସିସିଆଇକୁ ଟାର୍ଗେଟ କରନ୍ତି।

ହେଲେ ଖୋଦ୍‌ ପାକିସ୍ତାନରେ ଆଇପିଏଲର ଛାପ ଦେଖିବାକୁ ମିଳିଛି। ପିଏସ୍‌ଏଲ ଖେଳିବାକୁ ଷ୍ଟାର ବ୍ୟାଟସମ୍ୟାନ ଶେରଫେନ ରଥରଫୋର୍ଡ ମୁମ୍ବାଇ ଇଣ୍ଡିଆନ୍ସର ଜ୍ୟାକେଟ୍‌ ପିନ୍ଧି ପାକିସ୍ତାନରେ ଅବତରଣ କରିଥିଲେ। କାରଣ ଆଇପିଏଲରେ ରଥରଫୋର୍ଡ ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଥିଲେ।

ଏହିଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସି ପିନ୍ଧି ସେ ସିଧା ପାକିସ୍ତାନରେ ପହଞ୍ଚିଥିଲେ। ଏତିକିରେ ସବୁ କିଛି ସରି ନଥିଲା। ପିଏସଏଲରେ କରାଚି କିଙ୍ଗସ ପକ୍ଷରୁ ରଥରଫୋର୍ଡ ଖେଳୁଛନ୍ତି। ମ୍ୟାଚ୍‌ଦିନ ସେ ବ୍ୟାଟିଂ କରିବାକୁ ଓହ୍ଲାଇବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଗ୍ଲୋବ୍ସ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଥିଲା।

ଏହାକୁ ନେଇ ସୋଶାଲ ମିଡିଆରେ ହଙ୍ଗାମା ଦେଖିବାକୁ ମିଳିଛି। ପ୍ରତୀକ ସକସେନା ଟ୍ୱିଟ କରି କହିଛନ୍ତି, ରଥରଫୋର୍ଡ ପିଏସଏଲ ଟି-୨୦ ମୁମ୍ବାଇ ପଲଟନର ଗ୍ଲୋବ୍ସ ବ୍ୟବହାର କରିଛନ୍ତି। ଏହାର ଅର୍ଥ ପାକିସ୍ତାନ ଗୋଟିଏ ଲିଗ ମଧ୍ୟ ନିଜ ଇକ୍ୟୁପମେଣ୍ଟରେ ଶେଷ କରିପାରୁନାହିଁ।

ତଥାପି ସେମାନେ ଆଇପିଏଲ ଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ କରୁଥିବା ଦାବି କରୁଛନ୍ତି। ବୋଧେ କରାଚି କିଙ୍ଗ୍ସ ଚାଇନା ନିର୍ମିତ ଗ୍ଲୋବ୍ସ ବ୍ୟବହାର କରୁଛି। ସେଥିପାଇଁ ରଥରଫୋର୍ଡ ଏହାକୁ ବିଶ୍ୱାସକୁ ନେଇ ପାରୁନାହାନ୍ତି। ସେହିପରି ଅନେକ ଲୋକ ପାକିସ୍ତାନ କ୍ରିକେଟ ବୋର୍ଡ ଓ ପିଏସଏଲ ଆୟୋଜନ କରୁଥିବା ସଂସ୍ଥାକୁ କଟାକ୍ଷ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story