ଦିନିକିଆକୁ ୪ଟିକିଆ ଇନିଂସରେ ଭାଗ କରିବାକୁ ମତଦେଲେ ସଚିନ

ମୁମ୍ବାଇ: ଟେଷ୍ଟ ଓ ଘରୋଇ ମ୍ୟାଚ୍‌ ଗୁଡ଼ିକୁ ଅଧିକ ଆକର୍ଷଣୀୟ କରିବାକୁ ବିସିସିଆର ନୂଆ ବସ୍‌ ସୌରଭ ଗାଙ୍ଗୁଲି ଲାଗିଥିବା ବେଳେ ଏବେ ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଦିନିକିଆ କ୍ରିକେଟ୍‌ରେ ଇନିଂସ୍‌ ସିଷ୍ଟମ ଆରମ୍ଭ କରିବାକୁ ମତଦେଇଛନ୍ତି। ସଚିନ କହିଛନ୍ତି, “ଦିନିକିଆ ଫର୍ମାଟକୁ ୨୫ ଓଭର ଲେଖାଏ ଇନିଂସରେ ଭାଗ କରାଯିବା ଉଚିତ। ପ୍ରଥମେ ଗୋଟିଏ ଦଳ ୨୫ ଓଭର ଖେଳିବ ଓ ତା’ପରେ ଆଉ ଗୋଟିଏ ଦଳ ୨୫ ଓଭର। ଏହି ଦୁଇଟି ଇନିଂସ୍‌ ପରେ […]

sa

sa

Hemant Lenka
  • Published: Tuesday, 05 November 2019
  • Updated: 05 November 2019, 04:52 PM IST

Sports

Latest News

ମୁମ୍ବାଇ: ଟେଷ୍ଟ ଓ ଘରୋଇ ମ୍ୟାଚ୍‌ ଗୁଡ଼ିକୁ ଅଧିକ ଆକର୍ଷଣୀୟ କରିବାକୁ ବିସିସିଆର ନୂଆ ବସ୍‌ ସୌରଭ ଗାଙ୍ଗୁଲି ଲାଗିଥିବା ବେଳେ ଏବେ ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଦିନିକିଆ କ୍ରିକେଟ୍‌ରେ ଇନିଂସ୍‌ ସିଷ୍ଟମ ଆରମ୍ଭ କରିବାକୁ ମତଦେଇଛନ୍ତି।

ସଚିନ କହିଛନ୍ତି, “ଦିନିକିଆ ଫର୍ମାଟକୁ ୨୫ ଓଭର ଲେଖାଏ ଇନିଂସରେ ଭାଗ କରାଯିବା ଉଚିତ। ପ୍ରଥମେ ଗୋଟିଏ ଦଳ ୨୫ ଓଭର ଖେଳିବ ଓ ତା’ପରେ ଆଉ ଗୋଟିଏ ଦଳ ୨୫ ଓଭର। ଏହି ଦୁଇଟି ଇନିଂସ୍‌ ପରେ ପୁଣିଥରେ ୨୫ ଓଭର ଲେଖାଏ ଖେଳ ହେବ।

ଏପରି ଇନିଂସ ସିଷ୍ଟମ ବର୍ଷା ହେଲେ ଖେଳାଳିଙ୍କୁ ସୁହାଇବ। କାରଣ ସେମାନେ ବର୍ଷା ପରେ କିମ୍ବା ବର୍ଷାକୁ ଦେଖି ସେମାନଙ୍କ ଟାର୍ଗେଟ ଓ ରନ୍ ସଂଗ୍ରହରର ହାର ଫିକ୍ସ କରିପାରିବେ।

କେହିବି ଏଯାଏ ଡି/ଏଲ ନିୟମ ବୁଝି ପାରିନାହାନ୍ତି। କେବଳ କିଛି ଜେଣ୍ଟେଲମ୍ୟାନ୍‌ ଏହାକୁ ବୁଝିବାକୁ ସକ୍ଷମ ହୋଇଛନ୍ତି। ନିକଟରେ ଶେଷ ହୋଇଥିବା ବିଜୟ ହଜାରେ ଟ୍ରଫିରେ ବର୍ଷା ହେବାରୁ ମୁମ୍ବାଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲା। ହେଲେ କେମିତି ବିନା ମ୍ୟାଚ୍‌ରେ ନକଆଉଟ୍‌ ଷ୍ଟେଜକୁ ଗୋଟିଏ ଦଳ ଯୋଗ୍ୟତା ଅର୍ଜନ କଲା, ସେକଥା କେହି ବି ଜାଣି ପାରିଲେ ନାହିଁ।

୨୫ ଓଭର ଇନିଂସ୍‌ର ପ୍ରଥମ ୫ ଓଭର ପାୱାର ପ୍ଲେ ରହିବ। ସେହିପରି ଆଉ ୫ ଓଭରକୁ ଉଭୟ ବ୍ୟାଟିଂ ଓ ବୋଲିଂ ଟିମ୍‌ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯାଉ। ସେମାନେ ନିଜ ଇଚ୍ଛା ଅନୁସାରେ ଯେତେବେଳେ ଚାହିଁବେ ନେଇ ପାରିବେ।

ଏହି ପ୍ରକ୍ରିୟା ପ୍ରତି ୨୫ ଓଭର ବିଶିଷ୍ଠ ଇନିଂସରେ ଲାଗୁ ହେବା ଉଚିତ। ପାୱାର ପ୍ଲେର ଅତିରିକ୍ତ  ୬ଟି ବଲ ରହିବ, ସେଠାରେ ହିଁ ଅସଲି କ୍ରିକେଟର ମଜା ଆସିବ ଏବଂ ଦର୍ଶକେ ମଧ୍ୟ ଏହାକୁ ଉପଭୋଗ କରିପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story