୪ର୍ଥ ଦିନିକିଆ: ଟିମ୍‌ ଇଣ୍ଡିଆର ଦମ୍‌ଦାର ବ୍ୟାଟିଂ, କୋହଲିଙ୍କ ବିସ୍ଫୋରକ ଶତକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ର୍ଥ ଦିନିକିଆରେ ଭାରତର ଦମଦାର ବ୍ୟାଟିଂ। ଶ୍ରୀଲଙ୍କା ବିପକ୍ଷରେ ଟିମ୍‌ ଇଣ୍ଡିଆ ଆଜି କଲୋମ୍ବରେ ଚଳିତ ସିରିଜର ୪ର୍ଥ ଦିନିକିଆ ମ୍ୟାଚ୍‌ ଖେଳୁଛି। ଭାରତ ପ୍ରଥମେ ଟସ୍‌ ଜିତି ଆଜି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲ। ଶେଷ ଖବର ସୁଦ୍ଧା ପ୍ରଥମେ ବ୍ୟାଟିଂ କରି ଭାରତ ୨ ୱିକେଟ୍‌ ବିନିମୟରେ  ୨୨୫ରନ ସଂଗ୍ରହ କରିଛି। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ଆକର୍ଷଣୀୟ ଶତକ ହାସଲ କରିଛିନ୍ତି। ଏହା କୋହଲିଙ୍କ ୨୯ଟି ଦିନିକିଆ ଶତକ। […]

Rakesh Mallick
  • Published: Thursday, 31 August 2017
  • Updated: 31 August 2017, 04:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ର୍ଥ ଦିନିକିଆରେ ଭାରତର ଦମଦାର ବ୍ୟାଟିଂ। ଶ୍ରୀଲଙ୍କା ବିପକ୍ଷରେ ଟିମ୍‌ ଇଣ୍ଡିଆ ଆଜି କଲୋମ୍ବରେ ଚଳିତ ସିରିଜର ୪ର୍ଥ ଦିନିକିଆ ମ୍ୟାଚ୍‌ ଖେଳୁଛି। ଭାରତ ପ୍ରଥମେ ଟସ୍‌ ଜିତି ଆଜି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲ। ଶେଷ ଖବର ସୁଦ୍ଧା ପ୍ରଥମେ ବ୍ୟାଟିଂ କରି ଭାରତ ୨ ୱିକେଟ୍‌ ବିନିମୟରେ  ୨୨୫ରନ ସଂଗ୍ରହ କରିଛି। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ଆକର୍ଷଣୀୟ ଶତକ ହାସଲ କରିଛିନ୍ତି। ଏହା କୋହଲିଙ୍କ ୨୯ଟି ଦିନିକିଆ ଶତକ। ସେ ୧୩୧ ରନ କରି ଆଉଟ୍ ହୋଇଥିଲେ। ଏହସହ ଓପନର୍‌ ରୋହିତ ଶର୍ମା ମଧ୍ୟ ୮୬ରନ କରି ବ୍ୟାଟିଂ କରୁଛନ୍ତି। ଶିଖର ଧାୱନ ଆଜି ମାତ୍ର ୪ ରନ କରି ଆଉଟ୍‌ ହୋଇଯାଇଥିବା ବେଳେ ପଡିଆକୁ ଆସିଥିଲେ କୋହଲି। ତାଙ୍କ ବ୍ୟାଟ୍‌ରୁ ଆଜି ଏକ ବିସ୍ଫୋରକ ପାଳି ଦେଖିବାକୁ ମିଳିଛି। ଏହା ପୂର୍ବରୁ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ସହ ୩ଟି ଦିନିକିଆ ଖେଳି ୩ଟିରେ ଜିତି ସିରିଜ ହାତେଇ ସାରିଛି। କେବଳ ଦିନିକିଆ ନୁହେଁ ଟେଷ୍ଟରେ ମଧ୍ୟ ଟିମ୍‌ ଇଣ୍ଡିଆ ୩-୦ରେ ସିରିଜ ବିଜୟୀ ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story