ଟି-ଟ୍ୱେଣ୍ଟି ବିଶ୍ୱକପ୍: ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଲଢ଼େଇ

ମୁମ୍ବାଇ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍ ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ସାତଟାରେ ଖେଳାଯିବ। ଆଜି ମ୍ୟାଚ୍‌ରେ ସମସ୍ତଙ୍କ ନଜର ବିଶେଷ କରି ଦୁଇ ଜଣ ଖେଳାଳିଙ୍କ ଉପରେ ରହିବ। ଭାରତ ବିରାଟ କୋହଲି ଓ ୱେଷ୍ଟଇଣ୍ଡିଜ୍‌ର କ୍ରୀସ୍ ଗେଲଙ୍କ ଉପରେ ରହିବ ସମସ୍ତଙ୍କ ନଜର। କାରଣ ବିରାଟ ଏବେ ପୂରା ଫର୍ମରେ ଚାଲିଥିବା ବେଳେ ଟି-ଟ୍ୱେଣ୍ଟିରେ ଗେଲ୍‌ଙ୍କ ବ୍ୟାଟ୍ ଚାଲିଲେ ଫଳାଫଳ କ’ଣ […]

match

match

Rakesh Mallick
  • Published: Thursday, 31 March 2016
  • Updated: 31 March 2016, 02:12 AM IST

Sports

Latest News

ମୁମ୍ବାଇ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍ ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ସାତଟାରେ ଖେଳାଯିବ।

ଆଜି ମ୍ୟାଚ୍‌ରେ ସମସ୍ତଙ୍କ ନଜର ବିଶେଷ କରି ଦୁଇ ଜଣ ଖେଳାଳିଙ୍କ ଉପରେ ରହିବ। ଭାରତ ବିରାଟ କୋହଲି ଓ ୱେଷ୍ଟଇଣ୍ଡିଜ୍‌ର କ୍ରୀସ୍ ଗେଲଙ୍କ ଉପରେ ରହିବ ସମସ୍ତଙ୍କ ନଜର। କାରଣ ବିରାଟ ଏବେ ପୂରା ଫର୍ମରେ ଚାଲିଥିବା ବେଳେ ଟି-ଟ୍ୱେଣ୍ଟିରେ ଗେଲ୍‌ଙ୍କ ବ୍ୟାଟ୍ ଚାଲିଲେ ଫଳାଫଳ କ’ଣ ହୁଏ ସମସ୍ତେ ଜାଣନ୍ତି। ତେଣୁ ଏ ଦୁଇ ଜଣଙ୍କ ମଧ୍ୟରୁ କିଏ ଆଜି ନିଜ ନିଜ ଦଳକୁ ଫାଇନାଲ୍‌ରେ ପହଞ୍ଚାଇବାରେ ସମର୍ଥ ହେଉଛନ୍ତି, ତାହା ଦେଖିବାକୁ କ୍ରିକେଟ୍‌ ପ୍ରେମୀଙ୍କ ମନରେ ରହିଛି ଉତ୍ସୁକତା।

୨୦୦୭ରେ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ହାତେଇ ଥିବା ବେଳେ ୨୦୧୨ରେ ଏହି ଟାଇଟଲ୍ ହାତେଇ ଥିଲା ୱେଷ୍ଟଇଣ୍ଡିଜ୍।

ଚଳିତ ଟି-ଟ୍ୱେଣ୍ଟିର ସୁପରଟେନ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଗୋଟିଏ ଲେଖାଏଁ ମ୍ୟାଚ୍ ହାରିଛନ୍ତି। ଭାରତ ନ୍ୟୁଜିଲାଣ୍ଡ ନିକଟରୁ ଗୋଟିଏ ମ୍ୟାଚ୍ ହାରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ଆଶ୍ଚର୍ଯ୍ୟଜନକ ଭାବେ ଆଫ୍‌ଗାନିସ୍ତାନଠାରୁ ହାରି ଯାଇଥିଲା।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଦୁଇ ଦେଶର ରେକର୍ଡ ଦେଖିଲେ ୱେଷ୍ଟଇଣ୍ଡିଜ୍‌ର ପଲା ଭାରି ରହିଛି। କାରଣ ଏହି ଟୁର୍ଣ୍ଣାମେଣ୍ଟରେ ଏଯାବତ୍‌ ଦୁଇ ଦେଶ ତିନି ଥର ମୁହାଁମୁହିଁ ହୋଇଛନ୍ତି। ତିନିଟି ମ୍ୟାଚ୍‌ରୁ ୱେଷ୍ଟଇଣ୍ଡିଜ୍ ଦୁଇଟି ଜିତି ଥିବା ବେଳେ ଭାରତ ଗୋଟିଏରେ ବିଜୟୀ ହୋଇଛି।

ଆଜି ମ୍ୟାଚ୍‌ରେ ଯୁବରାଜ ସିଂହ ଖେଳିବେ ନାହିଁ। କାରଣ ତାଙ୍କୁ ଗୋଇଠିରେ ଆଘାତ ଲାଗିଛି। ସେ ପୂରା ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛନ୍ତି। ତାଙ୍କ ସ୍ଥାନରେ ମନୀଷ ପାଣ୍ଡେ ଖେଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story