ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସ୍ପିନରଙ୍କ କମାଲ

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସ୍ପିନରଙ୍କ କମାଲ ଦେଖିବାକୁ ମିଳିଛି। ପ୍ରାୟ ସବୁ ମ୍ୟାଚ୍‌ରେ ସ୍ପିନରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଫାଷ୍ଟ ବୋଲର ସ୍ପିନରଙ୍କଠାରୁ ଅଧିକ ୱିକେଟ୍‌ ନେଇଛନ୍ତି। ହେଲେ ମ୍ୟାଚ୍‌ ହାରଜିତିରେ ସ୍ପିନରଙ୍କ ଭୂମିକା ଦେଖିବାକୁ ମିଳିଛି। ଦୁଇଟି ସେମିଫାଇନାଲ ମ୍ୟାଚ୍‌ ଶେଷ ସୁଦ୍ଧା ଫାଷ୍ଟ ବୋଲର ଓ ସ୍ପିନରଙ୍କ ତୁଳନାରୁ ଏହା ଜଣାପଡିଛି। ପୂରା ଟୁର୍ଣ୍ଣାମେଣ୍ଟରେ ସ୍ପିନରମାନେ ୧୬୬ଟି ୱିକେଟ୍‌ ନେଇଥିବା ବେଳେ ଫାଷ୍ଟ ବୋଲରଙ୍କ ପକେଟ୍‌କୁ ଯାଇଛି ୧୯୧ଟି ୱିକେଟ୍‌। […]

ravichandran-ashwin

ravichandran-ashwin

Rakesh Mallick
  • Published: Friday, 01 April 2016
  • Updated: 01 April 2016, 07:40 AM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସ୍ପିନରଙ୍କ କମାଲ ଦେଖିବାକୁ ମିଳିଛି। ପ୍ରାୟ ସବୁ ମ୍ୟାଚ୍‌ରେ ସ୍ପିନରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଫାଷ୍ଟ ବୋଲର ସ୍ପିନରଙ୍କଠାରୁ ଅଧିକ ୱିକେଟ୍‌ ନେଇଛନ୍ତି। ହେଲେ ମ୍ୟାଚ୍‌ ହାରଜିତିରେ ସ୍ପିନରଙ୍କ ଭୂମିକା ଦେଖିବାକୁ ମିଳିଛି।

ଦୁଇଟି ସେମିଫାଇନାଲ ମ୍ୟାଚ୍‌ ଶେଷ ସୁଦ୍ଧା ଫାଷ୍ଟ ବୋଲର ଓ ସ୍ପିନରଙ୍କ ତୁଳନାରୁ ଏହା ଜଣାପଡିଛି। ପୂରା ଟୁର୍ଣ୍ଣାମେଣ୍ଟରେ ସ୍ପିନରମାନେ ୧୬୬ଟି ୱିକେଟ୍‌ ନେଇଥିବା ବେଳେ ଫାଷ୍ଟ ବୋଲରଙ୍କ ପକେଟ୍‌କୁ ଯାଇଛି ୧୯୧ଟି ୱିକେଟ୍‌। ତେବେ ଫାଷ୍ଟ ବୋଲରଙ୍କ ଓଭରଅଲ ରନ୍‌ରେଟ୍‌ ୭.୯୭ ରହିଥିବା ବେଳେ ସ୍ପିନରଙ୍କର ରହିଛି ୬.୮୭। ବିଶେଷ କରି ଟାର୍ଗେଟ ଚେଜ୍‌ କରୁଥିବା ଟିମ୍‌ ପାଇଁ ସ୍ପିନରଙ୍କ ଏପରି ରନ୍‌ରେଟ୍‌ କାଳ ହୋଇଛି। ସେହିପରି ୨୭.୨୭ ଆଭରେଜରେ ଫାଷ୍ଟ ବୋଲରମାନେ ୱିକେଟ ନେଇଥିବା ବେଳେ ସ୍ପିନରମାନେ ତାଙ୍କଠାରୁ ଗୋଟେ ପାଦ ଆଗରେ ଅଛନ୍ତି। ଟୁର୍ଣ୍ଣାମେଣ୍ଟରେ ସ୍ପିନରମାନେ ୨୧.୪୮ ଆଭରେଜରେ ଏହି ୱିକେଟ୍‌ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story