ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ସ୍ପିନରଙ୍କ କମାଲ ଦେଖିବାକୁ ମିଳିଛି। ପ୍ରାୟ ସବୁ ମ୍ୟାଚ୍ରେ ସ୍ପିନରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଫାଷ୍ଟ ବୋଲର ସ୍ପିନରଙ୍କଠାରୁ ଅଧିକ ୱିକେଟ୍ ନେଇଛନ୍ତି। ହେଲେ ମ୍ୟାଚ୍ ହାରଜିତିରେ ସ୍ପିନରଙ୍କ ଭୂମିକା ଦେଖିବାକୁ ମିଳିଛି।
ଦୁଇଟି ସେମିଫାଇନାଲ ମ୍ୟାଚ୍ ଶେଷ ସୁଦ୍ଧା ଫାଷ୍ଟ ବୋଲର ଓ ସ୍ପିନରଙ୍କ ତୁଳନାରୁ ଏହା ଜଣାପଡିଛି। ପୂରା ଟୁର୍ଣ୍ଣାମେଣ୍ଟରେ ସ୍ପିନରମାନେ ୧୬୬ଟି ୱିକେଟ୍ ନେଇଥିବା ବେଳେ ଫାଷ୍ଟ ବୋଲରଙ୍କ ପକେଟ୍କୁ ଯାଇଛି ୧୯୧ଟି ୱିକେଟ୍। ତେବେ ଫାଷ୍ଟ ବୋଲରଙ୍କ ଓଭରଅଲ ରନ୍ରେଟ୍ ୭.୯୭ ରହିଥିବା ବେଳେ ସ୍ପିନରଙ୍କର ରହିଛି ୬.୮୭। ବିଶେଷ କରି ଟାର୍ଗେଟ ଚେଜ୍ କରୁଥିବା ଟିମ୍ ପାଇଁ ସ୍ପିନରଙ୍କ ଏପରି ରନ୍ରେଟ୍ କାଳ ହୋଇଛି। ସେହିପରି ୨୭.୨୭ ଆଭରେଜରେ ଫାଷ୍ଟ ବୋଲରମାନେ ୱିକେଟ ନେଇଥିବା ବେଳେ ସ୍ପିନରମାନେ ତାଙ୍କଠାରୁ ଗୋଟେ ପାଦ ଆଗରେ ଅଛନ୍ତି। ଟୁର୍ଣ୍ଣାମେଣ୍ଟରେ ସ୍ପିନରମାନେ ୨୧.୪୮ ଆଭରେଜରେ ଏହି ୱିକେଟ୍ ହାସଲ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପ୍ର ଖଣ୍ଡନ, କହିଲା- ଏହା ସମ୍ପୂର୍ଣ୍ଣ ମିଥ୍ୟା
ଆଦାନୀ ଗ୍ରୀନ ଏନର୍ଜୀ ଏକ ବୟାନ ଜାରି ଲାଞ୍ଚ ଅଭିଯୋଗକୁ ନେଇ ନିଜ ସ୍ପଷ୍ଟୀକରଣ ରଖିଛି।
National
ଟ୍ରକ୍କୁ ଧକ୍କା ଦେଲା କାର୍, ଚାଲିଗଲା ୫ ଡାକ୍ତରଙ୍କ ଜୀବନ
ଏହି ଦୁର୍ଘଟଣାରେ ୫ ଡାକ୍ତରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।