୧୦୦ତମ ମ୍ୟାଚରେ ଏହି ରେକର୍ଡ କଲେ ତାହିର୍

ଲଣ୍ଡନ: ଦକ୍ଷିଣ ଆଫ୍ରିକାର ଇମ୍ରାନ୍ ତାହିର୍ ରବିବାର ବାଂଲାଦେଶ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ସ୍ପିନର ଭାବେ ୧୦୦ତମ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ତାହିରଙ୍କ ପୂର୍ବରୁ କେବଳ ନିକି ବୋଏ ଏକମାତ୍ର ସ୍ପିନର, ଯିଏ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୦୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି। ୪୦ ବର୍ଷୀୟ ତାହିର୍ ଚଳିତ ବିଶ୍ୱକପର ସବୁଠାରୁ ବୟସ୍କ ଖେଳାଳି। ପାକିସ୍ତାନର ଲାହୋରରେ ଜନ୍ମିତ ତାହିର୍ ୧୯୯୮ରେ ଅଣ୍ଡର୍-୧୮ […]

tahir

tahir

Hemant Lenka
  • Published: Sunday, 02 June 2019
  • Updated: 02 June 2019, 08:54 PM IST

Sports

Latest News

ଲଣ୍ଡନ: ଦକ୍ଷିଣ ଆଫ୍ରିକାର ଇମ୍ରାନ୍ ତାହିର୍ ରବିବାର ବାଂଲାଦେଶ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ସ୍ପିନର ଭାବେ ୧୦୦ତମ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ତାହିରଙ୍କ ପୂର୍ବରୁ କେବଳ ନିକି ବୋଏ ଏକମାତ୍ର ସ୍ପିନର, ଯିଏ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୦୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି।

୪୦ ବର୍ଷୀୟ ତାହିର୍ ଚଳିତ ବିଶ୍ୱକପର ସବୁଠାରୁ ବୟସ୍କ ଖେଳାଳି। ପାକିସ୍ତାନର ଲାହୋରରେ ଜନ୍ମିତ ତାହିର୍ ୧୯୯୮ରେ ଅଣ୍ଡର୍-୧୮ ବିଶ୍ୱକପରେ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। କିନ୍ତୁ ଏହା ପରେ ସେ ଦକ୍ଷିଣ ଆଫ୍ରିକା ଚାଲିଆସିଥିଲେ।

ତାହିର୍ ମ୍ୟାଚ୍ ପୂର୍ବରୁ କହିଛନ୍ତି, ମୁଁ ମୋର ପ୍ରଥମ ଦିନିକିଆ ୨୦୧୧ ବିଶ୍ୱକପରେ ଖେଳିଥିଲି ଏବଂ ଏହାପରଠାରୁ ଆଉ ପଛକୁ ଫେରି ଚାହିଁ ନାହିଁ। ଏହି ୮ବର୍ଷର ଅଭିଯାନ ମୋ ପାଇଁ ବହୁତ ସ୍ମରଣୀୟ। ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୦୦ତମ ମ୍ୟାଚ୍ ଖେଳିବା ମୋର ଆଶା ଥିଲା। ଶେଷରେ ଏହା ପୂରଣ ହୋଇଥିବାରୁ ମୁଁ ବହୁତ ଖୁସି।

ତାହିର ଦକ୍ଷିଣ ଆଫ୍ରିକା ପକ୍ଷରୁ ଦ୍ରୁତ ୧୦୦ ୱିକେଟ୍ ନେବାର ମଧ୍ୟ ରେକର୍ଡ କରିଛନ୍ତି। ଏହାଛଡ଼ା ତାଙ୍କ ନାମରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ସର୍ବଶ୍ରେଷ୍ଠ ବୋଲିଂ କରିବାର ରେକର୍ଡ ମଧ୍ୟ ରହିଛି। ୧୫ ଜୁନ୍, ୨୦୧୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ୪୫ ରନ୍ ଦେଇ ୭ ୱିକେଟ୍ ନେଇଥିଲେ। ଏହାସହ ତାହିର ଗୁରୁବାର ଇଂଲଣ୍ଡ ବିପକ୍ଷ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ କୌଣସି ବିଶ୍ୱକପର ପ୍ରଥମ ଓଭର ବୋଲିଂ କରିବାରେ ପ୍ରଥମ ସ୍ପିନର୍ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story