ଅଷ୍ଟ୍ରେଲିଆ ପରେ ଭାରତ କଲା ଏହି ରେକର୍ଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପରେ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟ ଦଳ ଭାବେ ଟିମ୍‌ ଇଣ୍ଡିଆ ଏକ ବିରଳ ରେକର୍ଡ ସୃଷ୍ଟି କରିଛି। ବିଶ୍ୱ କ୍ରିକେଟ୍‌ରେ ପ୍ରଥମ ଦଳ ଭାବେ ଘରୋଇ ମାଟିରେ ଟିମ୍‌ ଅଷ୍ଟ୍ରେଲିଆ ୧୦ଟି ଟେଷ୍ଟ୍‌ ସରିଜ୍‌ ଜିତିଥିଲା। ଏବେ ଟିମ୍‌ ଇଣ୍ଡିଆ ଉକ୍ତ ରେକର୍ଡର ସମକକ୍ଷ ହୋଇଛି। ଅର୍ଥାତ ଦଳ ଘରୋଇ ମାଟିରେ ଲଗାତର ୧୦ଟି ଟେଷ୍ଟ ସିରିଜ୍‌ ଜିତି ରେକର୍ଡ କରିଛି। ଗତକାଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ ମ୍ୟାଚ୍‌ ଜିତି ଦଳ ୨-୦ରେ ସିରିଜ୍‌ […]

aus2

aus2

Hemant Lenka
  • Published: Monday, 15 October 2018
  • Updated: 15 October 2018, 10:02 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପରେ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟ ଦଳ ଭାବେ ଟିମ୍‌ ଇଣ୍ଡିଆ ଏକ ବିରଳ ରେକର୍ଡ ସୃଷ୍ଟି କରିଛି। ବିଶ୍ୱ କ୍ରିକେଟ୍‌ରେ ପ୍ରଥମ ଦଳ ଭାବେ ଘରୋଇ ମାଟିରେ ଟିମ୍‌ ଅଷ୍ଟ୍ରେଲିଆ ୧୦ଟି ଟେଷ୍ଟ୍‌ ସରିଜ୍‌ ଜିତିଥିଲା। ଏବେ ଟିମ୍‌ ଇଣ୍ଡିଆ ଉକ୍ତ ରେକର୍ଡର ସମକକ୍ଷ ହୋଇଛି। ଅର୍ଥାତ ଦଳ ଘରୋଇ ମାଟିରେ ଲଗାତର ୧୦ଟି ଟେଷ୍ଟ ସିରିଜ୍‌ ଜିତି ରେକର୍ଡ କରିଛି।

ଗତକାଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ ମ୍ୟାଚ୍‌ ଜିତି ଦଳ ୨-୦ରେ ସିରିଜ୍‌ ଜିତିବା ପରେ ଏହି ବିରଳ ରେକର୍ଡ ସୃଷ୍ଟି ହୋଇଛି।

ଅଷ୍ଟ୍ରେଲିଆ ଦୁଇ ଦୁଇ ଥର ଏଭଳି କରିଛି। ପ୍ରଥମେ ୧୯୯୪/୯୫ରୁ ୨୦୦୦/୦୧ ଓ ପରେ ୨୦୦୪/୦୫ରୁ ୨୦୦୨୦୦୮/୦୯ରେ ଲଗାତର ୧୦ଟି ଲେଖାଏ ଟେଷ୍ଟ୍‌ ସିରିଜ୍‌ ଅଷ୍ଟ୍ରେଲିଆ ଜିତିଥିଲା। ଭାରତର ଟେଷ୍ଟ ବିଜୟ ଅଭିଯାନ ୨୦୧୨ରୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ବିଜୟ ସଂଖ୍ୟା ୧୦ରେ ପହଞ୍ଚିଛି।

୨୦୧୨/୧୩ରେ ଟିମ୍‌ ଇଣ୍ଡିଆ ପ୍ରଥମେ ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୪-୦ରେ ହରାଇଥିଲା। ୨୦୧୩/୧୪ରେ ଦଳ ୱେଷ୍ଟ୍‌ଇଣ୍ଡିଜ୍‌କୁ ୨-୦, ୨୦୧୫/୧୫ରେ ଦକ୍ଷିଣ ଆଫ୍ରିକାକୁ ୩-୦, ୨୦୧୬/୧୭ରେ ନ୍ୟୁଜିଲ୍ୟାଣ୍ଡକୁ ୩-୦, ୨୦୧୬/୧୭ରେ ଇଂଲଣ୍ଡକୁ ୪-୦, ୨୦୧୬/୧୭ରେ ବାଂଲାଦେଶକୁ ୧-୦,୨୦୧୬/୧୭ରେ ପୁଣିଥରେ ଅଷ୍ଟ୍ରେଲିଆକୁ ୨-୧, ୨୦୧୭/୧୮ରେ ଶ୍ରୀଲଙ୍କାକୁ ୧-୦, ୨୦୧୮ରେ ଆଫ୍‌ଗାନିସ୍ତାନକୁ ୧-୦ ଓ ଶେଷରେ ୱେଷ୍ଟ୍‌ଇଣ୍ଡିଜ୍‌କୁ ୨-୦ରେ ହରାଇ ୧୦ଟି ଟେଷ୍ଟ୍‌ ସିରିଜ୍‌ କବଜା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story