ଧୋନିଙ୍କ ଝିଅ ଜିଭାଙ୍କୁ ଅଶ୍ଳୀଳ ଧମକ ଦେଇଥିବା ୧୬ ବର୍ଷୀୟ ବାଳକ ଅଟକ

ଅହମଦାବାଦ: ଆଇପିଏଲରେ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଦର୍ଶନ ଓ ଚେନ୍ନାଇ ସୁପର କିଙ୍ଗସର ପରାଜୟ ଧାରାକୁ ଦେଖି ଫ୍ୟାନ୍‌ ମାନେ ପ୍ରତିକ୍ରିୟା ଶୀଳ ହୋଇ ଉଠିଛନ୍ତି। ଏପରି କି ଧୋନିଙ୍କ ପ୍ରଦର୍ଶନକୁ ନେଇ ଜଣେ ୧୬ ବର୍ଷୀୟ ବାଳକ ତାଙ୍କ ଝିଅ ଜିଭାଙ୍କୁ ଇନଷ୍ଟାଗ୍ରାମରେ ଅଶ୍ଳୀଳ ଧମକ ଦେଇଥିଲା। ପୁଲିସ୍‌ ଏହାର ଯାଞ୍ଚ କରି ଗୁଜରାଟର ୧୬ ବର୍ଷୀୟ ବାଳକକୁ ଅଟକ ରଖି ପଚରାଉଚରା କରୁଛି। ଏହି ବାଳକ ଜଣଙ୍କ ଦ୍ୱାଦଶ ଶ୍ରେଣୀର ଛାତ୍ର। ତା’ ଘର […]

ff

ff

Hemant Lenka
  • Published: Monday, 12 October 2020
  • Updated: 12 October 2020, 10:44 AM IST

Sports

Latest News

ଅହମଦାବାଦ: ଆଇପିଏଲରେ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଦର୍ଶନ ଓ ଚେନ୍ନାଇ ସୁପର କିଙ୍ଗସର ପରାଜୟ ଧାରାକୁ ଦେଖି ଫ୍ୟାନ୍‌ ମାନେ ପ୍ରତିକ୍ରିୟା ଶୀଳ ହୋଇ ଉଠିଛନ୍ତି। ଏପରି କି ଧୋନିଙ୍କ ପ୍ରଦର୍ଶନକୁ ନେଇ ଜଣେ ୧୬ ବର୍ଷୀୟ ବାଳକ ତାଙ୍କ ଝିଅ ଜିଭାଙ୍କୁ ଇନଷ୍ଟାଗ୍ରାମରେ ଅଶ୍ଳୀଳ ଧମକ ଦେଇଥିଲା। ପୁଲିସ୍‌ ଏହାର ଯାଞ୍ଚ କରି ଗୁଜରାଟର ୧୬ ବର୍ଷୀୟ ବାଳକକୁ ଅଟକ ରଖି ପଚରାଉଚରା କରୁଛି।

ଏହି ବାଳକ ଜଣଙ୍କ ଦ୍ୱାଦଶ ଶ୍ରେଣୀର ଛାତ୍ର। ତା’ ଘର ନମନ କୟାପା ଗାଁରେ। ସେ ଧୋନିଙ୍କ ପତ୍ନୀ ସାକ୍ଷୀଙ୍କ ଇନଷ୍ଟାଗ୍ରାମରେ ଜିଭାଙ୍କୁ ଧମକ ଦେଇଥିଲା। ତେଣୁ ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଜେରା ବେଳେ ନାବାଳକ ଜଣଙ୍କ ନିଜ ଭୁଲ ସ୍ୱୀକାର କରିଛି। ଏଥିସହ ଚେନ୍ନାଇ ପ୍ରତିପକ୍ଷ କୋଲକାତା ଠାରୁ ହାରିବା ପରେ ସେ ଏଭଳି ଧମକ ଦେଇଥିବା କହିଛି।

ଧମକ ମିଳିବା ପରେ ଧୋନିଙ୍କ ଘରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିଲା। ଏହି ଅଶ୍ଳୀଳ ମନ୍ତବ୍ୟ ପରେ ଖେଳଠାରୁ ଆରମ୍ଭ କରି ସିନେମା ଜଗତ ସମେତ ପୂରା ଦେଶ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଏହାପରେ ରାଞ୍ଚି ପୁଲିସ୍ କଚ୍ଚ ପୁଲିସ୍‌କୁ ସଂପୃକ୍ତ ଆକାଉଣ୍ଟର ଯାଞ୍ଚ କରିବାକୁ କହିଥିଲା। ଏବେ କଚ୍ଚ ପୁଲିସ୍ ନାବାଳକୁ ଅଟକ ରଖିଛି। ଯେହେତୁ ରାଞ୍ଚି ପୁଲିସ୍ ନିକଟରେ ଏଫଆଇଆର ହୋଇଥିଲା, ତେଣୁ ସଂପୃକ୍ତ ନାବାଳକକୁ ସେଠାକାର ପୁଲିସ୍ ହେପାଜତକୁ ପଠାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story