କାଲି ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର: ହାରିଲେ ବିଦା  

ମୁମ୍ବାଇ: ଆସନ୍ତା କାଲି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ଉଭୟ ଦଳ ପାଇଁ କର ବା ମର ସ୍ଥିତି। ଯେଉଁ ଦଳ ମ୍ୟାଚ୍‌ ହାରିବ ଟୁର୍ଣ୍ଣାମେଣ୍ଟରୁ ବିଦା ହେବ। ଏବଂ ଯେଉଁ ଦଳ ମ୍ୟାଚ୍‌ ଜିତିବ ସେ ସିଧା ସେମିଫାଇନାଲରେ ପହଞ୍ଚିବ। ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଉଭୟ ଦଳ ଦୁଇଟି ଲେଖାଁଏ ମ୍ୟାଚ୍‌ ଖେଳିସାରିଛନ୍ତି। ଭାରତ ତାର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଥିବା ବେଳେ ଶ୍ରୀଲଙ୍କା ନିକଟରୁ ପରାସ୍ତ ହୋଇଛି। ସେହିପରି […]

india

india

Rakesh Mallick
  • Published: Saturday, 10 June 2017
  • Updated: 10 June 2017, 10:56 PM IST

Sports

Latest News

ମୁମ୍ବାଇ: ଆସନ୍ତା କାଲି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ଉଭୟ ଦଳ ପାଇଁ କର ବା ମର ସ୍ଥିତି। ଯେଉଁ ଦଳ ମ୍ୟାଚ୍‌ ହାରିବ ଟୁର୍ଣ୍ଣାମେଣ୍ଟରୁ ବିଦା ହେବ। ଏବଂ ଯେଉଁ ଦଳ ମ୍ୟାଚ୍‌ ଜିତିବ ସେ ସିଧା ସେମିଫାଇନାଲରେ ପହଞ୍ଚିବ। ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଉଭୟ ଦଳ ଦୁଇଟି ଲେଖାଁଏ ମ୍ୟାଚ୍‌ ଖେଳିସାରିଛନ୍ତି। ଭାରତ ତାର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଥିବା ବେଳେ ଶ୍ରୀଲଙ୍କା ନିକଟରୁ ପରାସ୍ତ ହୋଇଛି। ସେହିପରି ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ଠାରୁ ଜିତିଥିବା ବେଳେ ପାକିସ୍ତାନ ଠାରୁ ପରାସ୍ତ ହୋଇଛି। ତେଣୁ ସେମିଫାଇନାଲରେ ସ୍ଥାନ ପାଇବାକୁ ହେଲେ ଏହି ମ୍ୟାଚ ଜିତିବା ନିହାତି ଆବଶ୍ୟକ। ଶ୍ରୀଲଙ୍କା ବିପକ୍ଷରେ ଭାରତ ଭଲ ବ୍ୟାଟିଂ କରିଥିଲେ ହିଁ ବୋଲିଂ ବିଭାଗ ସେତେଟା ଭଲ ପ୍ରଦର୍ଶନ କରିପାରିନଥିଲା। ଫଳରେ ଆସନ୍ତା କାଲି ଭାରତ ନୂତନ ରଣକୌଶଳ ସହ ପଡିଆକୁ ଓହ୍ଲାଇବ। ଏହି ମ୍ୟାଚରେ ଦଳରେ ସାମାନ୍ୟ ପରିବର୍ତ୍ତନ ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story