U-19 ଚାମ୍ପିଅନସିପ୍‌ରୁ ଭାରତୀୟ ମହିଳା ଟିମ୍‌ ଆଉଟ୍‌

ହାନୋଇ: ଏଏଫ୍‌ସି ୧୯ ବର୍ଷରୁ କମ୍‌ ଚାମ୍ପିଅନସିପ୍‌ରୁ ଭାରତୀୟ ମହିଳା ଟିମ୍‌ ବାହାର ହୋଇଯାଇଛି। ଭିଏତ୍‌ନାମ ବିପକ୍ଷରେ ଆଜି ଖେଳା ଯାଇଥିବା ମ୍ୟାଚ୍‌କୁ ଭାରତ ୦-୪ରେ ହାରିବା ପରେ ଚାମ୍ପିଅନସିପ୍‌ରୁ ବାହାର ହୋଇଯାଇଛି। ମ୍ୟାଚ୍‌ର ୩୫, ୪୩, ୮୨ ତମ ମିନିଟ୍‌ରେ ଭିଏତନାମ ଟିମ୍‌ ୩ଟି ଗୋଲ ଦେଇଥିବା ବେଳେ ଫ୍ଲାଗ ଏଣ୍ଡରେ ଆଉ ଏକ ଗୋଲ ଦେଇଥିଲା। ଚାମ୍ପିଅନସିପ୍‌ରେ ଭାରତୀୟ ଟିମ୍‌ ୨ଟି ମ୍ୟାଚ୍‌ ଖେଳି ମାତ୍ର ଏକ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ଭିଏତନାମ ତା’ର […]

Hockey

Hockey

Rakesh Mallick
  • Published: Friday, 04 November 2016
  • Updated: 04 November 2016, 07:45 PM IST

Sports

Latest News

ହାନୋଇ: ଏଏଫ୍‌ସି ୧୯ ବର୍ଷରୁ କମ୍‌ ଚାମ୍ପିଅନସିପ୍‌ରୁ ଭାରତୀୟ ମହିଳା ଟିମ୍‌ ବାହାର ହୋଇଯାଇଛି। ଭିଏତ୍‌ନାମ ବିପକ୍ଷରେ ଆଜି ଖେଳା ଯାଇଥିବା ମ୍ୟାଚ୍‌କୁ ଭାରତ ୦-୪ରେ ହାରିବା ପରେ ଚାମ୍ପିଅନସିପ୍‌ରୁ ବାହାର ହୋଇଯାଇଛି।

ମ୍ୟାଚ୍‌ର ୩୫, ୪୩, ୮୨ ତମ ମିନିଟ୍‌ରେ ଭିଏତନାମ ଟିମ୍‌ ୩ଟି ଗୋଲ ଦେଇଥିବା ବେଳେ ଫ୍ଲାଗ ଏଣ୍ଡରେ ଆଉ ଏକ ଗୋଲ ଦେଇଥିଲା।

ଚାମ୍ପିଅନସିପ୍‌ରେ ଭାରତୀୟ ଟିମ୍‌ ୨ଟି ମ୍ୟାଚ୍‌ ଖେଳି ମାତ୍ର ଏକ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ଭିଏତନାମ ତା’ର ପରବର୍ତ୍ତି ମ୍ୟାଚ୍‌ରେ ଇରାନ୍‌କୁ ଭେଟିବ। ଏହି ମ୍ୟାଚ୍‌ର ହାରଜିତ ଗ୍ରୁପ୍‌ ବିଜେତା ନିର୍ଦ୍ଧାରଣ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story