ୟୁଏସ୍‌ ଓପନ: ଦ୍ୱିତୀୟ ରାଉଣ୍ଡରେ ନାଡାଲ

ନ୍ୟୁୟର୍କ: ୟୁଏସ୍‌ ଓପନରେ ଷ୍ଟାର ଟେନିସ୍‌ ତାରକା ରାଫେଲ ନାଡାଲ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ନାଡାଲଙ୍କ ମୁକାବିଲା ଅଷ୍ଟ୍ରେଲିଆ ତାରକା ତଥା ବିଶ୍ୱର ୬୦ ନମ୍ବର ଖେଳାଳି ଜନ୍‌ ମିଲମାନଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌ଟିକୁ ନାଡାଲ ୬-୩, ୬-୨ ଓ ୬-୨ରେ ଜିତି ନେଇଥିଲେ। ବିଶ୍ୱର ୨ ନଂ ଖେଳାଳି ନାଡାଲ ଦ୍ୱିତୀୟ ରାଉଣ୍ଡରେ ଅନ୍ୟତମ ଅଷ୍ଟ୍ରେଲୀୟ ତାରକା ଥାନିସ୍‌ କୋକ୍କିନାକିସ୍‌ଙ୍କୁ ଭେଟିବେ। ଗତବର୍ଷ ଥାନିସ୍‌ ବିଶ୍ୱର […]

u

u

Hemant Lenka
  • Published: Wednesday, 28 August 2019
  • Updated: 28 August 2019, 03:42 PM IST

Sports

Latest News

ନ୍ୟୁୟର୍କ: ୟୁଏସ୍‌ ଓପନରେ ଷ୍ଟାର ଟେନିସ୍‌ ତାରକା ରାଫେଲ ନାଡାଲ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ନାଡାଲଙ୍କ ମୁକାବିଲା ଅଷ୍ଟ୍ରେଲିଆ ତାରକା ତଥା ବିଶ୍ୱର ୬୦ ନମ୍ବର ଖେଳାଳି ଜନ୍‌ ମିଲମାନଙ୍କ ସହ ହୋଇଥିଲା।

ଏହି ମ୍ୟାଚ୍‌ଟିକୁ ନାଡାଲ ୬-୩, ୬-୨ ଓ ୬-୨ରେ ଜିତି ନେଇଥିଲେ। ବିଶ୍ୱର ୨ ନଂ ଖେଳାଳି ନାଡାଲ ଦ୍ୱିତୀୟ ରାଉଣ୍ଡରେ ଅନ୍ୟତମ ଅଷ୍ଟ୍ରେଲୀୟ ତାରକା ଥାନିସ୍‌ କୋକ୍କିନାକିସ୍‌ଙ୍କୁ ଭେଟିବେ। ଗତବର୍ଷ ଥାନିସ୍‌ ବିଶ୍ୱର ଅନ୍ୟତମ ଷ୍ଟାର ଖେଳାଳି ରୋଜର ଫେଡରରଙ୍କୁ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲେ।

ଅନ୍ୟପକ୍ଷରେ ବିଶ୍ୱର ଶ୍ରେଷ୍ଠ ୧୦ ଭିତରେ ଥିବା ୪ ଜଣ ଖେଳାଳି ଡୋମିନିକ୍‌ ଥେଇମ, ସେଟ୍‌ଫାନ୍ସୋ ଟିଷ୍ଟିସିପାସ, କାରେନ କାଚନୋଭା ଓ ରୋର୍ବେଟୋ ବାଉଟିଷ୍ଟା ଅଗୁଟ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story