୨୦୨୦ରେ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ଭିନେଶ ଫୋଗାଟ

ନୂଆଦିଲ୍ଲୀ: ୨୦୨୦ ବର୍ଷର ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗାଟ। ରୋମ ରାଙ୍କିଙ୍ଗ ସିରିଜ୍‌ ଇଭେଣ୍ଟର ଏହି ସଫଳତା ପାଇଛନ୍ତି। ୫୩ କେଜି ବର୍ଗରେ ଫୋଗାଟଙ୍କ ମୁକାବିଲା ଇକ୍ୟୁଡରର ଲୁସିଆ ଏଲିଜାବେଥ ଭାଲଭେରଡେଙ୍କ ସହ ହୋଇଥିଲା। ତେବେ ସେ ତାଙ୍କୁ ୪-୦ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ ମ୍ୟାଚ୍‌ରେ ଏଲିଜାବେଥ ତାଙ୍କୁ ଟକ୍କର ଦେବାକୁ ଚେଷ୍ଟା କରିଥିଲେ। ହେଲେ ଫୋଗାଟ୍‌ ତାଙ୍କୁ ଆକ୍ରମଣ କରିବାକୁ କୌଣସି ସୁଯୋଗ ଦେଇ ନଥିଲେ। […]

de

de

Hemant Lenka
  • Published: Saturday, 18 January 2020
  • Updated: 18 January 2020, 06:23 PM IST

Sports

Latest News

ନୂଆଦିଲ୍ଲୀ: ୨୦୨୦ ବର୍ଷର ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗାଟ। ରୋମ ରାଙ୍କିଙ୍ଗ ସିରିଜ୍‌ ଇଭେଣ୍ଟର ଏହି ସଫଳତା ପାଇଛନ୍ତି। ୫୩ କେଜି ବର୍ଗରେ ଫୋଗାଟଙ୍କ ମୁକାବିଲା ଇକ୍ୟୁଡରର ଲୁସିଆ ଏଲିଜାବେଥ ଭାଲଭେରଡେଙ୍କ ସହ ହୋଇଥିଲା।

ତେବେ ସେ ତାଙ୍କୁ ୪-୦ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ ମ୍ୟାଚ୍‌ରେ ଏଲିଜାବେଥ ତାଙ୍କୁ ଟକ୍କର ଦେବାକୁ ଚେଷ୍ଟା କରିଥିଲେ। ହେଲେ ଫୋଗାଟ୍‌ ତାଙ୍କୁ ଆକ୍ରମଣ କରିବାକୁ କୌଣସି ସୁଯୋଗ ଦେଇ ନଥିଲେ।

ଏହାପୂର୍ବରୁ ଫୋଗାଟ୍‌ ୟୁକ୍ରେନର କେ ବେରେଜା ଟେକ୍ନିକାଲ ପଏଣ୍ଟ ବଳରେ ୧୦-୦ରେ ହରାଇ ମ୍ୟାଚ୍‌ ଜିତିଥିଲେ। ସେହିପରି ଚାଇନାର ଲାନ୍ନୁଆନ ଲୁଙ୍କୁ ୧୫-୫ ଓ ସେମି ଫାଇନାଲରେ କ୍ୟୁ ପାଙ୍ଗଙ୍କୁ ୪-୨ରେ ହରାଇ ଫାଇନାଲ ଟିକେଟ ହାସଲ କରିଥିଲେ।

ଅନ୍ୟପକ୍ଷରେ ଭାରତର ୧୮ ବର୍ଷୀୟ ଅଂଶୁ ମାଲିକ ୫୭ କେଜି ବର୍ଗର ଫାଇନାଲରେ ପରାସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story