ପାକିସ୍ତାନ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ଠାରୁ ପଛରେ ପଡ଼ିଗଲେ ବିରାଟ: ଆଜି କରିପାରନ୍ତି ଏହି କୀର୍ତ୍ତିମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଶେଷ ତଥା ନିର୍ଣ୍ଣାୟକ ଟି-୨୦ ଆଜି କେପ୍ଟାଉନ ଠାରେ ଖେଳାଯିବ। ଏହି ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିବାକୁ ଉଭୟ ଟିମ୍‌ ଚେଷ୍ଟା କରିବେ। ପ୍ରଥମ ଟି-ଟ୍ୱେଣ୍ଟି ଭାରତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଟି-ଟ୍ୱେଣ୍ଟିକୁ ଦକ୍ଷିଣ ଆଫ୍ରିକା ଜିତିନେଇଥିଲା। ଏହା ପୂର୍ବରୁ ଖେଳାଯାଇଥିବା ଟେଷ୍ଟ ସିରିଜକୁ ଦକ୍ଷିଣ ଆଫ୍ରିକା ହାତେଇଥିବା ବେଳେ ଆକର୍ଷଣୀୟ କମବ୍ୟାକ୍‌ କରି ଭାରତ ଦିନିକିଆ ସିରିଜକୁ ୫-୧ରେ  କବ୍‌ଜା କରିନେଇଛି। […]

485352-rcb-kohli-sad-700

485352-rcb-kohli-sad-700

Rakesh Mallick
  • Published: Saturday, 24 February 2018
  • Updated: 24 February 2018, 12:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଶେଷ ତଥା ନିର୍ଣ୍ଣାୟକ ଟି-୨୦ ଆଜି କେପ୍ଟାଉନ ଠାରେ ଖେଳାଯିବ। ଏହି ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିବାକୁ ଉଭୟ ଟିମ୍‌ ଚେଷ୍ଟା କରିବେ। ପ୍ରଥମ ଟି-ଟ୍ୱେଣ୍ଟି ଭାରତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଟି-ଟ୍ୱେଣ୍ଟିକୁ ଦକ୍ଷିଣ ଆଫ୍ରିକା ଜିତିନେଇଥିଲା। ଏହା ପୂର୍ବରୁ ଖେଳାଯାଇଥିବା ଟେଷ୍ଟ ସିରିଜକୁ ଦକ୍ଷିଣ ଆଫ୍ରିକା ହାତେଇଥିବା ବେଳେ ଆକର୍ଷଣୀୟ କମବ୍ୟାକ୍‌ କରି ଭାରତ ଦିନିକିଆ ସିରିଜକୁ ୫-୧ରେ  କବ୍‌ଜା କରିନେଇଛି। ତେଣୁ ଟି-ଟ୍ୱେଣ୍ଟି ସିରିଜକୁ କବ୍‌ଜା କରିବାକୁ ଉଭୟ ଟିମ୍‌ ଲକ୍ଷ୍ୟ ରଖିଛି।

ଭାରତର ଏହି ଗସ୍ତ ବେଶ ଆକର୍ଷଣୀୟ ରହିଛି। ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ତାର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଛି। ବିଶେଷ କରି ଅଧିନାୟକ ବିରାଟ କୋହଲି ଫୁଲ୍‌ ଫର୍ମରେ ରହିଛନ୍ତି। ସବୁ ଫର୍ମାଟରେ ସେ ଆକର୍ଷଣୀୟ ବ୍ୟାଟିଂ ଜାରି ରଖିଛନ୍ତି। ଏହାସହ ଆଜିର ମ୍ୟଚରେ ସେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛନ୍ତି। କେପ୍ଟାଉନ ମ୍ୟାଚରେ ସେ ଯଦି ୧୭ ରନ କରିପାରନ୍ତି ତେବେ ଟି-ଟ୍ୱେଣ୍ଟି କ୍ୟାରିୟରରେ ସେ ଦୁଇ ହଜାର ରନ୍ ପୂରଣ କରିବେ। ଯଦି ସେ ଏହା କରନ୍ତି ତେବ ଏହି ଫର୍ମାଟରେ ଦୁଇ ହଜାର ରନ ପୂରଣ କରିବାର ପ୍ରଥମ ଭାରତୀୟ ହୋଇଯିବେ। କୋହିଲ ଏବେ ଟି-ଟ୍ୱେଣ୍ଟି ଫର୍ମାଟରେ ଆଇସିସି ମାନ୍ୟତାରେ ୩ ନମ୍ବର ସ୍ଥାନରେ ଅଛନ୍ତି। ଆଇସିସି ମାନ୍ୟତାରେ ପାକିସ୍ତାନର ବାବର ଆଜମ ୭୮୬ ଅଙ୍କ ସହ ପ୍ରଥମ ସ୍ଥାନରେ ଥିବା ବେଳେ ୭୮୪ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆର ଫିଞ୍ଚ୍‌ ଅଛନ୍ତି। ବିରାଟ ୭୭୮ ଅଙ୍କ ସହ ତୃତୀୟ ସ୍ଥାନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story