ପିସିବିର କିଛି ଲୋକ ମୋର ସଂପୃକ୍ତି ଚାହୁଁନାହାନ୍ତି: ୱାସିମ୍ ଆକ୍ରମ

କରାଚି: “ପାକିସ୍ତାନ୍ କ୍ରିକେଟ୍ ଟିମ୍‌କୁ ସବୁ ପ୍ରକାର ସାହାଯ୍ୟ କରିବାକୁ ମୁଁ ପ୍ରସ୍ତୁତ ଅଛି। କିନ୍ତୁ ପାକିସ୍ତାନ କ୍ରିକେଟ୍ ବୋର୍ଡର କିଛି ସଦସ୍ୟ ମୋର ସଂପୃକ୍ତି ଚାହାନ୍ତି ନାହିଁ।” ପାକିସ୍ତାନର ଜିଓ ନ୍ୟୁଜ୍ ଚ୍ୟାନେଲ୍‌କୁ ଏକ ସାକ୍ଷାତକାର ଦେବା ଅବସରରେ ଏହା କହିଛନ୍ତି ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ତଥା ପ୍ରସିଦ୍ଧ ବୋଲର୍ ୱାସିମ୍ ଆକ୍ରମ। ସେ କହିଛନ୍ତି,“ପାକିସ୍ତାନ କ୍ରିକେଟ୍‌ ଟିମ୍‌ର କୋଚ୍ ଚୟନ ନେଇ ପିସିବି ଅଧ୍ୟକ୍ଷ ମୋ ସହିତ ପରାମର୍ଶ କରନ୍ତୁ ବୋଲି […]

wasimakram

wasimakram

Rakesh Mallick
  • Published: Friday, 25 March 2016
  • Updated: 25 March 2016, 12:05 PM IST

Sports

Latest News

wasimakramକରାଚି: “ପାକିସ୍ତାନ୍ କ୍ରିକେଟ୍ ଟିମ୍‌କୁ ସବୁ ପ୍ରକାର ସାହାଯ୍ୟ କରିବାକୁ ମୁଁ ପ୍ରସ୍ତୁତ ଅଛି। କିନ୍ତୁ ପାକିସ୍ତାନ କ୍ରିକେଟ୍ ବୋର୍ଡର କିଛି ସଦସ୍ୟ ମୋର ସଂପୃକ୍ତି ଚାହାନ୍ତି ନାହିଁ।” ପାକିସ୍ତାନର ଜିଓ ନ୍ୟୁଜ୍ ଚ୍ୟାନେଲ୍‌କୁ ଏକ ସାକ୍ଷାତକାର ଦେବା ଅବସରରେ ଏହା କହିଛନ୍ତି ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ତଥା ପ୍ରସିଦ୍ଧ ବୋଲର୍ ୱାସିମ୍ ଆକ୍ରମ।

ସେ କହିଛନ୍ତି,“ପାକିସ୍ତାନ କ୍ରିକେଟ୍‌ ଟିମ୍‌ର କୋଚ୍ ଚୟନ ନେଇ ପିସିବି ଅଧ୍ୟକ୍ଷ ମୋ ସହିତ ପରାମର୍ଶ କରନ୍ତୁ ବୋଲି କିଛି କର୍ମକର୍ତ୍ତା ଚାହୁଁ ନାହାନ୍ତି। ହେଲେ କାହିଁକି? ମୁଁ ଭାବୁଛି ସେମାନେ ଆମ ଦେଶର କ୍ରିକେଟ୍‌ର ଉନ୍ନତି ଚାହୁଁ ନାହାନ୍ତି।”

ୱାସିମ୍ କହିଛନ୍ତି,“ମୁଁ ସବୁ ବେଳେ ପାକିସ୍ତାନ କ୍ରିକେଟ୍‌କୁ ସାହାଯ୍ୟ କରିବାକୁ ଚାହେଁ। କିନ୍ତୁ ଯଦି କିଛି ଲୋକ କ୍ରିକେଟ୍‌ର ଉନ୍ନତି ଚାହିଁବେ ନାହିଁ, ତା’ହେଲେ କ’ଣ କରାଯାଇପାରିବ?”

ସେ କହିଛନ୍ତି,“ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍‌ ଟିମ୍‌କୁ ଅତ୍ୟାଧୁନିକ କରିବାର ସମୟ ଆସିଛି। ଟିମ୍‌ ଏବେ ତା’ର ପ୍ରତିଦ୍ୱନ୍ଦ୍ୱୀ ଟିମ୍‌ଗୁଡ଼ିକଠାରୁ ୧୦ ବର୍ଷ ପଛରେ ପଡ଼ିଯାଇଛି।”

ସୂଚନାଯୋଗ୍ୟ, ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ କର୍ମକର୍ତ୍ତା ଓ ପଦାଧିକାରୀଙ୍କ କ୍ଷେତ୍ରରେ ନୂଆ ନିଯୁକ୍ତି ଦେବ। ପାକିସ୍ତାନ କ୍ରିକେଟ୍‌ ଟିମ୍ ପାଇଁ ନୂଆ କୋଚ୍‌ ବି ନିଯୁକ୍ତ ହୋଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story