କେମିତି ରହିବ ଫାଇନାଲ୍‌ ମ୍ୟାଚ୍‌ରେ ପାଗ

ଲର୍ଡସ: ଚଳିତ ବିଶ୍ୱକପରେ ବର୍ଷାର ଭୟ ଆରମ୍ଭରୁ ରହି ଆସିଛି। ପ୍ରଥମ ସେମିଫାଇନାଲ୍‌ରେ ବର୍ଷା ଯୋଗୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ରିଜର୍ଭ ଡେ’ରେ ଖେଳାଯାଇଥିଲା। ତେଣୁ ଆସନ୍ତାକାଲି ଲର୍ଡସରେ ପାଗ କେମିତି ରହିବ, ତା’କୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟ ଉତ୍ସୁକତା ଲାଗି ରହିଛି। ସ୍ଥାନୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ଲର୍ଡସ ମଇଦାନର ପାଗ ବେଶ ଶୁଖିଲା ରହିବ। ଅବଶ୍ୟ ମ୍ୟାଚ୍‌ ଆରମ୍ଭ ବେଳେ କିଛି ବାଦଲ ଆକାଶରେ ରହିପାରେ। କିନ୍ତୁ ଖେଳ […]

wd

wd

Hemant Lenka
  • Published: Saturday, 13 July 2019
  • Updated: 13 July 2019, 07:16 PM IST

Sports

Latest News

ଲର୍ଡସ: ଚଳିତ ବିଶ୍ୱକପରେ ବର୍ଷାର ଭୟ ଆରମ୍ଭରୁ ରହି ଆସିଛି। ପ୍ରଥମ ସେମିଫାଇନାଲ୍‌ରେ ବର୍ଷା ଯୋଗୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ରିଜର୍ଭ ଡେ’ରେ ଖେଳାଯାଇଥିଲା। ତେଣୁ ଆସନ୍ତାକାଲି ଲର୍ଡସରେ ପାଗ କେମିତି ରହିବ, ତା’କୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟ ଉତ୍ସୁକତା ଲାଗି ରହିଛି।

ସ୍ଥାନୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ଲର୍ଡସ ମଇଦାନର ପାଗ ବେଶ ଶୁଖିଲା ରହିବ। ଅବଶ୍ୟ ମ୍ୟାଚ୍‌ ଆରମ୍ଭ ବେଳେ କିଛି ବାଦଲ ଆକାଶରେ ରହିପାରେ। କିନ୍ତୁ ଖେଳ ଆଗକୁ ବଢ଼ିବା ସହ ପାଗ ମଧ୍ୟ ଫର୍ଚ୍ଚା ହୋଇଯିବ। ଏପରି କି ଖରା ମଧ୍ୟ ହେବାର ସମ୍ଭାବନା ରହିଛି।

ମୋଟ ଉପରେ ଫାଇନାଲ ମ୍ୟାଚ୍‌ ଉପରେ କଳାବାଦଲ ଘୋଟି ଆସିବାର ସମ୍ଭାବନା ଯଥେଷ୍ଟ କମ। ତଥାପି ଇଂଲଣ୍ଡର ପାଣିପାଗକୁ ଆଦୌ ଭରସା ନାହିଁ। ତେଣୁ କିଛି ବି ଘଟିପାରେ। ଏଥିପାଇଁ ଆଇସିସି ରିଜର୍ଭ ଡେ’ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story