ବ୍ୟାଟିଂ କରିବାକୁ ଆସିବା ପୂର୍ବରୁ କାହିଁକି ରାଗିଥିଲେ ଦିନେଶ କାର୍ତ୍ତିକ ?

ନୂଆଦିଲ୍ଲୀ: ଗତକାଲି ବାଂଲାଦେଶ ଓ ଭାରତ ମଧ୍ୟରେ ଖେଳାଯାଇଥିବା ନିଦହାସ ଟ୍ରଫିର ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ଶେଷ ବଲ୍‌ରେ ଛକା ମାରି ଦଳକୁ ଜିତାଇଥିଲେ ମ୍ୟାଚ୍‌ର ହିରୋ ଦିନେଶ କାର୍ତ୍ତିକ। ଏହାପରେ ସମସ୍ତେ କାର୍ତ୍ତିକଙ୍କୁ ପ୍ରଶଂସା କରିଥିଲେ। କିନ୍ତୁ ଆପଣ ଜାଣିଛନ୍ତି କି ? ବ୍ୟାଟିଂ କରିବାକୁ ଆସିବା ପୂର୍ବରୁ ଦିନେଶ ବହୁତ ରାଗିଯାଇଥିଲେ। ମ୍ୟାଚ୍‌ର ବ୍ୟାଟିଂ ଅଡରକୁ ନେଇ ସେ ଖୁସି ନଥିଲେ । ଗତକାଲି ସେ  ୬ ନମ୍ବର […]

dinesh-karthik-afp_806x605_61521394386

dinesh-karthik-afp_806x605_61521394386

Rakesh Mallick
  • Published: Monday, 19 March 2018
  • Updated: 19 March 2018, 06:13 PM IST

ନୂଆଦିଲ୍ଲୀ: ଗତକାଲି ବାଂଲାଦେଶ ଓ ଭାରତ ମଧ୍ୟରେ ଖେଳାଯାଇଥିବା ନିଦହାସ ଟ୍ରଫିର ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ଶେଷ ବଲ୍‌ରେ ଛକା ମାରି ଦଳକୁ ଜିତାଇଥିଲେ ମ୍ୟାଚ୍‌ର ହିରୋ ଦିନେଶ କାର୍ତ୍ତିକ। ଏହାପରେ ସମସ୍ତେ କାର୍ତ୍ତିକଙ୍କୁ ପ୍ରଶଂସା କରିଥିଲେ। କିନ୍ତୁ ଆପଣ ଜାଣିଛନ୍ତି କି ? ବ୍ୟାଟିଂ କରିବାକୁ ଆସିବା ପୂର୍ବରୁ ଦିନେଶ ବହୁତ ରାଗିଯାଇଥିଲେ। ମ୍ୟାଚ୍‌ର ବ୍ୟାଟିଂ ଅଡରକୁ ନେଇ ସେ ଖୁସି ନଥିଲେ । ଗତକାଲି ସେ  ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କୁ ସପ୍ତମ ସ୍ଥାନରେ ପଠାଯାଇଥିଲା। ଏଥିରେ ସେ ଅସନ୍ତୋଷ ପ୍ରକାଶ କରିଥିଲେ।

ରୋହିତ୍‌ ଆଉଟ୍‌ ହୋଇ ଡଗଆଉଟ୍‌ରେ ବସିଥିବା ବେଳେ ଦିନେଶଙ୍କ ଅସନ୍ତୋଷ ଦେଖି ତାଙ୍କୁ ବୁଝାଇଥିଲେ। ସେ ଦିନେଶଙ୍କୁ କହିଥିଲେ, ମୁଁ ଚାହୁଁଛି ତୁମେ ମ୍ୟାଚ୍‌ ଶେଷ କର। କାରଣ ତୁମର ଅଭିଜ୍ଞତା ଅଛି। ଶେଷ ୩ କିମ୍ବା ୪ ଓଭରରେ ମଧ୍ୟ ତୁମେ ମ୍ୟାଚ୍ ଜିତାଇ ପାରିବ। 'ପ୍ରଥମେ ଦିନେଶ୍ ଖୁସି ନଥିଲେ, କିନ୍ତୁ ମ୍ୟାଚ୍‌ ଜିତାଇବା ପରେ ସେ ବହୁତ ଖୁସି ହୋଇଥିଲେ ବୋଲି ରୋହିତ କହିଛନ୍ତି।

ଗତକାଲି ଦିନେଶ କାର୍ତ୍ତିକ ଏକ ଜବରଦସ୍ତ ପାଳି ଖେଳି ମାତ୍ର ୮ଟି ବଲ୍‌ରେ ୨୯ ରନ ସଂଗ୍ରହ କରିଥିଲେ। ଅନ୍ତିମ ବଲ୍‌ରେ ଛକା ମାରି ଭାରତକୁ ଜିତାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story