ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି: କାଲି ଭାରତ-ମାଲେସିଆ ମୁକାବିଲା

ସିଙ୍ଗାପୁର: ଚଳିତ ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟର ଆସନ୍ତାକାଲି ମାଲେସିଆକୁ ଭେଟିବ ଭାରତ। ଅପରାହ୍ନ ସାଢ଼େ ୩ଟାରେ ଏହି ମ୍ୟାଚ୍ ଖେଳାଯିବ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଦୁଇଟି ମ୍ୟାଚ୍‌ ଖେଳି ସାରିଛି। ପ୍ରଥମ ମ୍ୟାଚ୍‌ଟି ଜାପାନ ବିରୁଦ୍ଧରେ ଖେଳିଥିବା ବେଳେ ଏହା ୨-୨ରେ ଡ୍ର’ରେ ରହିଥିଲା। ଗତକାଲି ଦଳ ଦକ୍ଷିଣ କୋରିଆକୁ ଦଳ ୨-୧ରେ ହରାଇଥିଲା।

ଆହୁରି ପଢ଼ନ୍ତୁ

ସିରାଜ ଓ ଚହଲଙ୍କ ଚମକ, ୮୪ ରନରେ ଅଟକିଲା କୋଲକାତା

ଟସ୍ ଜିତିଲା କେକେଆର୍, ରସେଲ୍‌ ଆଉଟ୍

ଚେନ୍ନାଇକୁ ବଡ଼ ଝଟକା: ଆଇପିଏଲରୁ ବ୍ରାଭୋ ଆଉଟ

ପୁଣି ଶତକ ମାରିଲେ ଧୱନ, ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ

ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ: ଡେବ୍ୟୁ କରିବେ ସାମ୍ସ, କମବ୍ୟାକ୍‌ କଲେ ପନ୍ତ

ପାରିବାରିକ ବିବାଦ ଯୋଗୁ ଲଣ୍ଡନ ଚାଲି ଯାଇଛନ୍ତି କି ସିନ୍ଧୁ? ଦେଲେ ସ୍ପଷ୍ଟୀକରଣ

କ’ଣ ଏବେ ବି ଚେନ୍ନାଇ ପାଖରେ ଫ୍ଲେ ଅଫ ଖେଳିବାର ସୁଯୋଗ ଅଛି ? ଜାଣନ୍ତୁ ପୂରା ଗଣିତ

ବଟଲରଙ୍କ ମାଡ଼ରେ ଧୋନିଙ୍କ ଚେନ୍ନାଇ ଚିତପଟାଙ୍ଗ

୧୨୫ ରନ୍‌ରେ ଅଟକିଲେ ଧୋନି ଧୁରନ୍ଧର

ଇତିହାସ ରଚିଲେ ମହେନ୍ଦ୍ର ସିଂହ ଧୋନି

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଚେନ୍ନାଇ

ଭାରତୀୟ ହକି ଦଳର ଷ୍ଟାର୍ ଖେଳାଳି ଅମିତ୍ ରୋହିଦାସଙ୍କ ପିତୃ ବିୟୋଗ