କ୍ରାଉଡ ଫଣ୍ତିଂ ଅଭିଯାନ ଆରମ୍ଭ କଲେ ଚେସ୍‌ ଖେଳାଳି ଯୋଗେସ ଗୌତମ

ନୂଆଦିଲ୍ଲୀ:  କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଚେସ୍‌ କ୍ରୀଡାର ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଚେସ୍‌ ଖେଳାଳି ଯୋଗେସ ଗୌତମ ଗୁରୁବାର କ୍ରାଉଡ ଫଣ୍ଡି ଅଭିଯାନ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଗୌତମ ଭାରତ ପକ୍ଷରୁ ୪୦ରୁ ଅଧିକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି। ସେଥିରେ ରାଜ୍ୟଗୋଷ୍ଟୀ ଚେସ୍‌ ଚାମ୍ପିଅନ୍‌ସିପ ରହିଛି। ସେ କ୍ରାଉଡ ଫଣ୍ଡିଂ ଅଭିଯାନ ମାଧ୍ୟମରେ ୫୦,୦୦୦ କିଲୋମିଟରରୁ ଅଧିକ ରାସ୍ତାକୁ ଅତିକ୍ରମ କରିବେ। ଗୌତମ କହିଛନ୍ତି,“ଚେସ ପରି ଏକ ଖେଳରେ ପ୍ରତିଟି ପଦାଙ୍କରେ […]

yogesh-goutam

yogesh-goutam

Rakesh Mallick
  • Published: Thursday, 22 September 2016
  • Updated: 22 September 2016, 07:24 PM IST

Sports

Latest News

ନୂଆଦିଲ୍ଲୀ:  କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଚେସ୍‌ କ୍ରୀଡାର ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଚେସ୍‌ ଖେଳାଳି ଯୋଗେସ ଗୌତମ ଗୁରୁବାର କ୍ରାଉଡ ଫଣ୍ଡି ଅଭିଯାନ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଗୌତମ ଭାରତ ପକ୍ଷରୁ ୪୦ରୁ ଅଧିକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି। ସେଥିରେ ରାଜ୍ୟଗୋଷ୍ଟୀ ଚେସ୍‌ ଚାମ୍ପିଅନ୍‌ସିପ ରହିଛି। ସେ କ୍ରାଉଡ ଫଣ୍ଡିଂ ଅଭିଯାନ ମାଧ୍ୟମରେ ୫୦,୦୦୦ କିଲୋମିଟରରୁ ଅଧିକ ରାସ୍ତାକୁ ଅତିକ୍ରମ କରିବେ।

ଗୌତମ କହିଛନ୍ତି,“ଚେସ ପରି ଏକ ଖେଳରେ ପ୍ରତିଟି ପଦାଙ୍କରେ ଗୋଟିଏ ଗୋଟିଏ ଲକ୍ଷ୍ୟ ଥାଏ। ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। https://www.desiredwings.com/drive4thegame ପ୍ଲାଟଫର୍ମ ମାଧ୍ୟମରେ ଆମେ ଲୋକଙ୍କ ପାଖକୁ ଯିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story