‘ନବୀନ ଓଡ଼ିଆ ନ ଜାଣିବା ଏକ ଲଜ୍ଜା, ମୁଁ ତାଙ୍କ ସହ ଦୁଃଖରେ ଇଂରାଜୀରେ କଥା ହୁଏ’

ଭୁବନେଶ୍ୱର: ଓଡ଼ିଆ ଭାଷାକୁ ନେଇ ଧୀରେ ଧୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ୟା ବଢ଼ିବାରେ ଲାଗିଲାଣି। ପୂର୍ବରୁ କେବଳ ବିରୋଧୀ ଦଳର ନେତା ତାଙ୍କୁ ଓଡ଼ିଆ ଭାଷାକୁ ନେଇ ସମାଲୋଚନା କରୁଥିଲେ। ଏବେ ଦଳ ଭିତରୁ ହିଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଲାଣି। ଆଜି ବିଜେଡିର ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ତାଙ୍କୁ କଡ଼ା ଭାଷାରେ ସିଧାସଳଖ ସମାଲୋଚନା କରିଛନ୍ତି। ସେ କଣ କହିଛନ୍ତି ପଢ଼ନ୍ତୁ।

ସମ୍ବଲପୁରରେ ଅନୁଷ୍ଠିତ ଭାଷା ସୁରକ୍ଷା ସମ୍ମିଳନୀରେ ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ସମାଲୋଚନା କରି କହିଛନ୍ତି- ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ଓଡ଼ିଆ ଜାଣି ନାହାଁନ୍ତି, ତାହା ଓଡ଼ିଆ ଜାତି ପାଇଁ ଲଜ୍ଜା ଓ ଅପମାନ। ଆଗାମୀ ଦିନରେ ଯଦି ଭାଷା ନାହିଁ, ତେବେ ଭୋଟ୍ ନାହିଁ।

ସେ ପୁଣି କହିଛନ୍ତି- “ନବୀନ ପଟ୍ଟନାୟକ ଯଦି ସାଧାରଣ ବ୍ୟକ୍ତି ହୋଇଥାନ୍ତେ, ତାହା ହେଲେ ସେ ଓଡ଼ିଆ ଭାଷା ନ ଜାଣିବାରେ କିଛି  ଅସୁବିଧା ନ ଥିଲା। ଯେହେତୁ ସେ ସେ ଲୋକଙ୍କ ପ୍ରତିନିଧି। ଓଡ଼ିଆ ଜାତିର ଭାଷା ଓ ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ ଦେବା ତାଙ୍କର ପ୍ରଥମ ଦାୟିତ୍ୱ। ଯଦି ମୁଖ୍ୟମନ୍ତ୍ରୀ ମାତୃଭାଷାକୁ ସମ୍ମାନ ନ ଦେଇ ରହିବାକୁ ଚାହୁଁଥାନ୍ତି। ତାହା ଓଡ଼ିଆ ଜାତି ପତି ଅପମାନ।”

ସେ ଆହୁରି କହିଛନ୍ତି- “ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାଣି ନ ଥିବାରୁ ମୁଁ ଦୁଃଖର ସହ ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ଇଂରାଜୀରେ କଥା ହୁଏ।”

Ordigital Desk
• Published: Tuesday, 10 October 2017
• Updated: 10 October 2017, 02:01 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଆ ଭାଷାକୁ ନେଇ ଧୀରେ ଧୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ୟା ବଢ଼ିବାରେ ଲାଗିଲାଣି। ପୂର୍ବରୁ କେବଳ ବିରୋଧୀ ଦଳର ନେତା ତାଙ୍କୁ ଓଡ଼ିଆ ଭାଷାକୁ ନେଇ ସମାଲୋଚନା କରୁଥିଲେ। ଏବେ ଦଳ ଭିତରୁ ହିଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଲାଣି। ଆଜି ବିଜେଡିର ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ତାଙ୍କୁ କଡ଼ା ଭାଷାରେ ସିଧାସଳଖ ସମାଲୋଚନା କରିଛନ୍ତି। ସେ କଣ କହିଛନ୍ତି ପଢ଼ନ୍ତୁ।

ସମ୍ବଲପୁରରେ ଅନୁଷ୍ଠିତ ଭାଷା ସୁରକ୍ଷା ସମ୍ମିଳନୀରେ ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ସମାଲୋଚନା କରି କହିଛନ୍ତି- ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ଓଡ଼ିଆ ଜାଣି ନାହାଁନ୍ତି, ତାହା ଓଡ଼ିଆ ଜାତି ପାଇଁ ଲଜ୍ଜା ଓ ଅପମାନ। ଆଗାମୀ ଦିନରେ ଯଦି ଭାଷା ନାହିଁ, ତେବେ ଭୋଟ୍ ନାହିଁ।

ସେ ପୁଣି କହିଛନ୍ତି- “ନବୀନ ପଟ୍ଟନାୟକ ଯଦି ସାଧାରଣ ବ୍ୟକ୍ତି ହୋଇଥାନ୍ତେ, ତାହା ହେଲେ ସେ ଓଡ଼ିଆ ଭାଷା ନ ଜାଣିବାରେ କିଛି  ଅସୁବିଧା ନ ଥିଲା। ଯେହେତୁ ସେ ସେ ଲୋକଙ୍କ ପ୍ରତିନିଧି। ଓଡ଼ିଆ ଜାତିର ଭାଷା ଓ ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ ଦେବା ତାଙ୍କର ପ୍ରଥମ ଦାୟିତ୍ୱ। ଯଦି ମୁଖ୍ୟମନ୍ତ୍ରୀ ମାତୃଭାଷାକୁ ସମ୍ମାନ ନ ଦେଇ ରହିବାକୁ ଚାହୁଁଥାନ୍ତି। ତାହା ଓଡ଼ିଆ ଜାତି ପତି ଅପମାନ।”

ସେ ଆହୁରି କହିଛନ୍ତି- “ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାଣି ନ ଥିବାରୁ ମୁଁ ଦୁଃଖର ସହ ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ଇଂରାଜୀରେ କଥା ହୁଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos