ପାକିସ୍ତାନ ଭୁଲ୍‌ ଦୋହରାଇଲେ ପୁଣି ହେବ ସର୍ଜିକାଲ୍ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ: ଭାରତ ପୁଣି ସର୍ଜିକାଲ୍ ଷ୍ଟ୍ରାଇକ୍ କରିପାରେ। ଭାରତୀୟ ସେନାର ଜଣେ ଅଧିକାରୀ ପାକିସ୍ତାନକୁ ଏହି ଚେତାବନୀ ଦେଇଛନ୍ତି। ଯଦି ଯୁଦ୍ଧବିରତି ନିୟମ ଉଲ୍ଲଂଘନ ଓ ଆତଙ୍କବାଦୀଙ୍କୁ ଭାରତ ଭିତରକୁ ଅନୁପ୍ରବେଶ କରାଇବାରୁ ପାକିସ୍ତାନ ବିରତ ନହୁଏ,ତା’ହେଲେ ପୁଣି ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇପାରେ ବୋଲି ସେ କହିଛନ୍ତି। ନର୍ଥ କମାଣ୍ଡର ଜେନେରାଲ ଅଫିସର କମାଣ୍ଡର ଇନ୍ ଚାର୍ଜ (ଜିଓସି) ଲେଫ୍‌ଟନାଣ୍ଟ ଜେନେରାଲ ଦେବରାଜ ଅନ୍‌ବୁ କହିଛନ୍ତି ଯଦି ପାକିସ୍ତାନ ଏହାର ଭୁଲ୍ ଦୋହରାଇବ, ତା’ହେଲେ ଭାରତ ଏମିତି […]

surgicalstrike

surgicalstrike

Rakesh Mallick
  • Published: Thursday, 07 September 2017
  • Updated: 07 September 2017, 07:11 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ପୁଣି ସର୍ଜିକାଲ୍ ଷ୍ଟ୍ରାଇକ୍ କରିପାରେ। ଭାରତୀୟ ସେନାର ଜଣେ ଅଧିକାରୀ ପାକିସ୍ତାନକୁ ଏହି ଚେତାବନୀ ଦେଇଛନ୍ତି। ଯଦି ଯୁଦ୍ଧବିରତି ନିୟମ ଉଲ୍ଲଂଘନ ଓ ଆତଙ୍କବାଦୀଙ୍କୁ ଭାରତ ଭିତରକୁ ଅନୁପ୍ରବେଶ କରାଇବାରୁ ପାକିସ୍ତାନ ବିରତ ନହୁଏ,ତା’ହେଲେ ପୁଣି ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇପାରେ ବୋଲି ସେ କହିଛନ୍ତି।

ନର୍ଥ କମାଣ୍ଡର ଜେନେରାଲ ଅଫିସର କମାଣ୍ଡର ଇନ୍ ଚାର୍ଜ (ଜିଓସି) ଲେଫ୍‌ଟନାଣ୍ଟ ଜେନେରାଲ ଦେବରାଜ ଅନ୍‌ବୁ କହିଛନ୍ତି ଯଦି ପାକିସ୍ତାନ ଏହାର ଭୁଲ୍ ଦୋହରାଇବ, ତା’ହେଲେ ଭାରତ ଏମିତି ପଦକ୍ଷେପ ନେବାକୁ ବାଧ୍ୟ ହେବ। ଏହା ବ୍ୟତୀତ ଆଉ କିଛି ରାସ୍ତା ନାହିଁ।

ଉଧମପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ସର୍ଜିକାଲ୍ ଷ୍ଟ୍ରାଇକ୍ ଜରିଆରେ ଆମେ ଏହା ଜଣାଇ ଦେଇଥିଲୁ ଯେ ଆମେ ଏଲ୍‌ଓସି ଡେଇଁବାରେ ସକ୍ଷମ। ଆବଶ୍ୟକ ପଡ଼ିଲେ ସୀମା ଡେଇଁବୁ ଓ ଆକ୍ରମଣ କରିବୁ।

ଯୁଦ୍ଧବିରତି ଉଲ୍ଲଂଘନ ମାମଲା ବଢ଼ୁଛି

କିଛି ଦିନ ତଳେ ପାକିସ୍ତାନୀ ସେନା ପକ୍ଷରୁ ଜମ୍ମୁ ଓ କାଶ୍ମୀରର ନୌଶେରା ସେକ୍ଟରରେ ଯୁଦ୍ଧବିରତି ନିୟମ ଉଲ୍ଲଂଘନ କରିଥିଲା। ପାକିସ୍ତାନ ତରଫରୁ ଆଖିବୁଜା ଗୁଳି ମାଡ଼ କରାଯାଇଥିଲା। ମୋର୍ଟାର ମାଡ଼ ମଧ୍ୟ କରାଯାଇଥିଲା। ଏହା ପରେ ଭାରତୀୟ ଯବାନଙ୍କ ପକ୍ଷରୁ ମୁହଁତୋଡ଼ ଜବାବ ଦିଆଯାଇଥିଲା।

୪୭୫ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ

୪୭୫ ଆତଙ୍କବାଦୀ ଭାରତ ସୀମାରେ ପଶିବାକୁ ପ୍ରସ୍ତୁତ ହୋଇ ଅଛନ୍ତି ବୋଲି ସେନା ପକ୍ଷରୁ କୁହାଯାଇଛି। ଉତ୍ତର କାଶ୍ମୀରର ଏଲ୍‌ଓସି ନିକଟରେ ୨୫୦ ଓ ଜମ୍ମୁ ଅଞ୍ଚଳର ପୀର ପଞ୍ଜାଳ ପଟୁ ୨୨୫ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି।

ଗତ ବର୍ଷ ହୋଇଥିଲା ସର୍ଜିକାଲ୍ ଷ୍ଟ୍ରାଇକ୍

ଗତ ବର୍ଷ ସେପ୍ଟେମ୍ବର ମାସରେ ପାକ୍‌ ଅଧିକୃତ କାଶ୍ମୀରରେ  ଭାରତୀୟ ସେନା ପକ୍ଷରୁ ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇଥିଲା। ପ୍ରାୟ ସାତୋଟି ଆତଙ୍କବାଦୀ କ୍ୟାମ୍ପ ଉପରେ କରାଯାଇଥିବା ଏହି ସର୍ଜିକାଲ୍ ଷ୍ଟ୍ରାଇକ୍‌ରେ ୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ସେଟ୍‌ଲାଇଟ୍ ଦ୍ୱାରା ମିଳିଥିବା ଫଟୋରୁ ଏହାର ଖୁଲାସା ହୋଇଥିଲା। ଏହି ସର୍ଜିକାଲ୍ ଷ୍ଟ୍ରାଇକ୍‌ରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ବ୍ୟାପକ କ୍ଷତି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story